Latest Odisha News

BREAKING NEWS

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି…

ପୋଲିସ ଗାଡ଼ି ଜାଳି ଦେବା ଘଟଣାରେ ୧୩ ଜଣ ଅଟକ

ଯାଜପୁର: ମହଙ୍ଗା ପଡ଼ିଲା ପୋଲିସ ଗାଡ଼ିକୁ ଜାଳି ଦେବା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ରାତିରେ ଦୁଇଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଗାଁର କିଛି ଲୋକ ।…

କବିତା : ଶିମିଳିପାଳ ଜଳୁଛି

ସଞ୍ଜିତା ପ୍ରଧାନ  ଆଜ ହୁତାଶନ ରଚେ ପ୍ରହସନ ତାଣ୍ଡବଲୀଳା ରଚୁଛି ସପ୍ତାହଟେ ଧରି ଭାଗ୍ୟକୁ ଆଦରି ଶିମିଳିପାଳ ଜଳୁଛି ଶିମିଳିପାଳ ଜଳୁଛି ।। ଶାଳ ବୃକ୍ଷରାଜି କଙ୍କାଳଟେ ସାଜି ଆର୍ତ୍ତନାଦ କରୁଅଛି ପକ୍ଷୀ ବି ବାହୁନେ ଶାବକ ବିହୁନେ ସଂସାର ତା ଉଜୁଡିଛି ଶିମିଳିପାଳ ଜଳୁଛି ।।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୭-୩-୨୦୨୧ ରବିବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୧ ମସିହା ମାର୍ଚ୍ଚ ତା ୭ ରିଖ ରବିବାର କୁମ୍ଭ ୨୪ ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ନବମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମେଷ ରାଶିର ଆଜିର ଘାତ ଚନ୍ଦ୍ର-: ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ…

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ : ସୁଶାନ୍ତ ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ସୁଶାନ୍ତ ଦାଶ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନୂଆ ପ୍ରତିଭାଙ୍କୁ ପଥ…

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଗୁଡେମ ଥାନା ଅନ୍ତର୍ଗତ କୋଟାପାଲମ୍ ଗ୍ରାମର କୋରା ପିଲ୍କୁ ପୂର୍ବରୁ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ । କିନ୍ତୁ ପରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଲେ ଗଜପତି ମହାରାଜା

ଭୁବନେଶ୍ବର : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ବିକାଶ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରେରଣାର ଉତ୍ସ ।…

ଟ୍ବିଟରର ପ୍ରଥମ ଟ୍ବିଟ୍ ନିଲାମ, ଜାଣନ୍ତୁ କ’ଣ ରହିଛି ଖାସ୍

ନ୍ୟୁୟର୍କ: ଟ୍ୱିଟର ମାଲିକ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା ହୋଇଥିବା ସର୍ବପ୍ରଥମ ଟ୍ୱିଟ୍ ସ୍ୱତନ୍ତ୍ର ଡିଜିଟାଲ୍ ସିଗ୍ନେଚର ସହ ବିକ୍ରି ହେଉଛି। ମାର୍ଚ୍ଚ ୨୦୦୬ ରେ ଡୋର୍ସିଙ୍କ ଆକାଉଣ୍ଟରୁ “Just setting up my twttr" ବୋଲି ପୋଷ୍ଟ କରାଯାଇଥିଲା। ଏକ ଟ୍ୱିଟ୍ ନିଲାମ $ ୧,୦୦,୦୦୦ ଡଲାର…

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ମିଶନ ଶକ୍ତି ସ୍ବତନ୍ତ୍ର ବିଭାଗ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ…

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୮ ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଯାଜପୁରରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର ଓ…