Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ଗାର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଚକୋଲେଟ ଚୋରି କରି ଜେଲ ଗଲେ ଯୁବକ

ଚିତ୍ରକୂଟ: ରାଜସ୍ଥାନର ଚିତ୍ରକୂଟରେ ଗାର୍ଲଫ୍ରେଣ୍ଡ ପାଇଁ ଚକୋଲେଟ ଚୋରି କରି ଜଣେ ଅବିନାଶ ନାମକ ଜଣେ ଯୁବକ ଜେଲ ଯାଇଛନ୍ତି । ବିଳମ୍ବିତ ରାତିରେ ଗାର୍ଲଫ୍ରେଣ୍ଡ ଚକୋଲେଟ ଖାଇବା ପାଇଁ ଜିଦ୍ ଧରିଥିଲେ । ମାତ୍ର ରାତିରେ ଦୋକାନ ଖୋଲା ନ ଥିବାରୁ ଏହା ମିଳି ନ ଥିଲା । ଶେଷରେ ଗୋଟିଏ ଦୋକାନର…

୨୦୫୦ ସୁଦ୍ଧା ସମଗ୍ର ବିଶ୍ୱରେ ୨୫୦ ନିୟୁତରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇବେ!

ନୂଆଦିଲ୍ଲୀ: ବିଶ୍ବ ସ୍ବ୍ୟାସ୍ଥ ସଂଗଠନ ଏକ ଚେତାବନୀ ଦେଇଛି ଯେ ୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୨୫୦ ନିୟୁତ ଲୋକ କିମ୍ବା ଅନ୍ୟ ଅର୍ଥରେ ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ଶ୍ରବଣ ଶକ୍ତି ହ୍ରାସ ହେବ। ଏଥିମଧ୍ୟରୁ ଅତି କମରେ ୭୦ ନିୟୁତ ଲୋକ ଏପରି ହେବେ ଯେଉଁମାନେ ଶ୍ରବଣ ଶକ୍ତି ହରାଇବା ଏବଂ ଶ୍ରବଣ…

ତାମିଲନାଡୁ ବିଧାନସଭା: ବିଜେପି ୨୦ ସିଟରେ ଲଢ଼ିବ

ଚେନ୍ନାଇ:ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ଏଠାରେ ମାତ୍ର ୨୦ଟି ଆସରେ ଲଢ଼ିବ । ସେହିପରି କନ୍ୟାକୁମାରୀ ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ଲଢ଼ିବେ । ଏପ୍ରିଲ ୬ରେ…

ବିଜେପିରେ ମିଶିବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ!

କୋଲକାତା: ପୂର୍ବତନ (ଟିଏମସି) ରାଜ୍ୟସଭା ସଦସ୍ୟ ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିଜେପିରେ ଯୋଗଦେବା ସମ୍ଭାବନା ରହିଥିବା ସୂଚନା ମିଳିଛି। ଏହି ଖବର ଆସିଛି ଯେ ସେ ଆସନ୍ତାକାଲି କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚ ବାଣ୍ଟି…

କୂଅ ଭିତରେ ଭାସୁଛି ମାଆ ସହ ୪ ବର୍ଷର ଝିଅର ମୃତଦେହ

ମାଲକାନଗିରି: ମାଥିଲି ଥାନା ଅଞ୍ଚଳରେ ଏକ କୂଅରେ ମାଆ, ଝିଅଙ୍କ ମୃତଦେହ ଭାସୁଛି । ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗାଁ କୂଅରେ ମାଆ ସହ ୪ ବର୍ଷର ଝିଅର ମୃତଦେହ ଭାସୁଛି । ଗତରାତିରେ ମାଆ, ଝିଅ ଖାଇପିଇ ଶୋଇଥିଲେ । ସକାଳ ହେଲା ବେଳକୁ ଉଭୟ…

କାଲି ଘରୁ ଫେରିଥିଲେ, ଆଜି ନିଜକୁ ଗୁଳି କରିଦେଲେ ଯବାନ

ଲମତାପୁଟ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ଯବାନ । କୋରାପୁଟ ଜିଲ୍ଲା ଜଲାପୁଟରେ ଥିବା ବିଏସଏଫ୍ ୧୫ ବାଟାଲିୟନର ଯବାନ ଇନ୍ଦ୍ର ସିଂହ ଆତ୍ମହତ୍ୟା କରିଛନ୍ତି । ମିଳଥିବା ସୂଚନା ଅନୁସାରେ ଛୁଟିରେ ଘରକୁ ଯାଇ ରାଜସ୍ଥାନରୁ ଶୁକ୍ରବାର ଇନ୍ଦ୍ର ସିଂହ ଜଲାପୁଟ…

ଆୟକର ଚଢାଉ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ତାପସୀ ପନ୍ନୁ

ନୂଆଦିଲ୍ଲୀ: ଆୟକର ବିଭାଗ ବୁଧବାର ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଉପରେ ଟିକସ ହେର୍‌ଫେର୍‌ ଘଟଣାରେ ଚଢାଉ କରିଛନ୍ତି।  ଅନୁରାଗ ଏବଂ ତାପସୀଙ୍କୁ ଆୟକର ବିଭାଗ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହି ସମୟରେ ପ୍ରଥମ ଥର ପାଇଁ ତାପସୀ ପନ୍ନୁଙ୍କ…

ଦାଶ ବେନେହୁରଙ୍କ ରଚିତ ପୁସ୍ତକ ‘ଝଡ଼ର ଇଗଲ’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁରଙ୍କ ରଚିତ ପୁସ୍ତକ 'ଝଡ଼ର ଇଗଲ' ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦ୍ୟ…

କ’ଣ ରହିଛି ଭାରତୀୟ ମହିଳାଙ୍କ ଟ୍ୱିଟର ଟକ୍‌ର ମୁଖ୍ୟ ପ୍ରସଙ୍ଗ?

ନୂଆଦିଳ୍ଲୀ: ବ୍ୟକ୍ତିଗତ ଅନୁସନ୍ଧାନ ଠାରୁ ଆରମ୍ଭ କରି ସାମାଜିକ ପରିବର୍ତ୍ତନ ଯାଏ ଭାରତୀୟ ମହିଳାମାନେ ଟ୍ୱିଟରରେ ବିଭିନ୍ନ ପ୍ରସଙ୍ଗରେ ଜଡିତ ଅଛନ୍ତି। ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମାଇକ୍ରୋ ବ୍ଲଗିଂ ୱେବସାଇଟରେ ଭାରତର…