୩୦ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ସୁଯୋଗ ପାଇଲେ ସୋଆ ଛାତ୍ରଛାତ୍ରୀ
ଭୁବନେଶ୍ୱର; ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ୨୦୨୧ ବ୍ୟାଚର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି।
ଶିକ୍ଷା ବ୍ୟବସ୍ଥା ଉପରେ କୋଭିଡ ମହାମାରୀ ପ୍ରଭାବ ପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କୁ…