Latest Odisha News

BREAKING NEWS

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୪-୨-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୨୪ ବୁଧବାର କୁମ୍ଭ ୧୩ ଦିନ ମାଘ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ସକାଳ ୭ଟା୧୩ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ। ଆଜିର ଘାତ ବାର-…

ପାରାଦୀପ ପୋର୍ଟକୁ ହରାଇ ଟାଟା ଷ୍ଟିଲ୍ ଜିତିଲା ବିଚ୍ ଫୁଟବଲ୍ ୨୦୨୧ ଟାଇଟଲ

କୋଣାର୍କ: ଚନ୍ଦ୍ରଭାଗା ସମ୍‌ୁଦ୍ର କୂଳରେ ଅନୁଷ୍ଠିତ ବିଚ୍ ଫୁଟବଲରେ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ୨-୧ରେ ହରାଇ ଟାଟା ଷ୍ଟିଲ୍ ଟାଇଟଲ ହାତେଇ ନେଇଛି । ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଥିଲେ । ଏଥିରେ…

ବାବା ରାମଦେବଙ୍କ କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର

ମୁମ୍ବାଇ : ଯୋଗଗୁରୁ ବାବା ରାମଦେବଙ୍କ କରୋନା ଔଷଧ କରୋନିଲ୍‌ର ବିକ୍ରି ଉପରେ ରୋକ୍ ଲଗାଇଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ବାବା ରାମଦେବଙ୍କ ପତଞ୍ଜଳୀ ପକ୍ଷରୁ ଲଞ୍ଚ ହୋଇଥିବା କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ…

କୋକେନ ଜବତ ଘଟଣାରେ ବିଜେପି ନେତା ରାକେଶ ସିଂହ ଗିରଫ

କୋଲକାତା : ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ଘଟଣାରେ କୋଲକାତା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ରାକେଶ ସିଂହ । ସେ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ । ରାକେଶଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଗ୍ଲାସିରୁ ଗିରଫ…

ରବି କିଶନ ହେବେ ଆଧ୍ୟାତ୍ମିକ ଗୁରୁ ରଜନୀଶ

ମୁମ୍ବାଇ: ଓଶୋ ନାମରେ ପରିଚିତ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ରଜନୀଶଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମିର୍ତ ହେବାକୁ ଯାଉଛି । ଭୋଜପୁରୀ ଅଭିନେତା ରବି କିଶନ ଏହି ଫିଲ୍ମରେ ଓଶୋଙ୍କ ଭୂମିକା କରିବେ । ରିତେଶ ଏସକୁମାର ନିର୍ଦ୍ଦେଶିକ ଏହି ଫିଲ୍ମର ନାମ ସିକ୍ରେଟ ଅଫ ଲଭ ରଖାଯାଇଛି । ରଜନୀଶ…

ନେପାଳ ସଂସଦ ଭଙ୍ଗ କରିବା ଅସାମ୍ବିଧାନିକ: ସୁପ୍ରିମକୋର୍ଟ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କୁ ମଙ୍ଗଳବାର ଝଟକା ଲାଗିଛି । କାମଚଳା ପ୍ରଧାନମନ୍ତ୍ରୀ ଓଲୀ ଡିସେମ୍ବର ୨୦ରେ ସଂସଦ ଭଙ୍ଗ କରିବାକୁ ସୁପାରିଶ କରିଥିଲେ । ଏହି ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ୧୩ ଆବେଦନ ଦାଖଲ କରାଯାଇଥିଲା । ୧୩ ଦିନ ମଧ୍ୟରେ ସଂସଦ…

ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ: ଭୁବନେଶ୍ୱର-ଏ ଚାମ୍ପିୟନ

ଭୁବନେଶ୍ୱର: ଟାଙ୍ଗିର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଓଡିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଭୁବନେଶ୍ୱର ଏ ୬ ଉଇକେଟରେ କଟକ ଏକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ…

ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଭୋପାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ପୁଣି ଥରେ ଫେରିଲା ନାଇଟ୍ କର୍ଫ୍ୟୁ । ରାଜ୍ୟର ବାଲାଘାଟ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଏଠାରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ବାଲାଘାଟ ଜିଲ୍ଲା ମହାରାଷ୍ଟ୍ର…

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୁରୀ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ…