Latest Odisha News

BREAKING NEWS

ଶାଶୁଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇପଡ଼ିଲେ କାଜୋଲ୍‌; କହିଲେ ଏମିତି କଥା

ନୂଆଦିଲ୍ଲୀ: କାଜୋଲ ଏବଂ ଅଜୟ ଦେବଗନ ହେଉଛନ୍ତି ବଲିଉଡର ଆଇଡଲ ସେଲିବ୍ରିଟି ଦମ୍ପତି। ଉଭୟଙ୍କ ଯୋଡି ବଲିଉଡ୍‌ର ଏକ ହିଟ୍‌ ଯୋଡ଼ି। ତେବେ କାଜୋଲ ତାଙ୍କ ଶାଶୁ ଏବଂ ଅଜୟ ଦେବଗାନଙ୍କ ମା ବୀଣା ଦେବଗନଙ୍କ ଅତି ନିକଟତର। ଫେବୃଆରୀ ୧୯ରେ, ବୀଣା ଦେବଗନଙ୍କ ଜନ୍ମଦିନରେ, କାଜୋଲ ତାଙ୍କର ଏକ ଫଟୋ…

ବିଧାୟକଙ୍କ ଦରବୃଦ୍ଧି ପ୍ରତିବାଦ; ସାଇକେଲରେ ବିଧାନସଭା ଆସିଲେ, ଚୂଲ୍ଲା ଟେକି ଆଣିଲେ

ପାଟଣା: ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ସହ ଏଲପିଜି ଦର । ଯାହାର ପ୍ରଭାବ ପଡ଼ିଛି ସିଧା ଖାଉଟିଙ୍କ ଉପରେ । ପେଟ୍ରୋଲଜାତ ପଦାର୍ଥର ଅହେତୁକ ଦରବୃଦ୍ଧିକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ସରକାର ବିଧାୟକମାନଙ୍କ ଲାଗି ଗାଡ଼ି ସହ ତେଲଖର୍ଚ୍ଚ ଯୋଗାଇ ଦେଉଛନ୍ତି । ଦରବୃଦ୍ଧି…

ସିଡିଏ ‌ସେକ୍ଟର-୧୩ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଦନ୍ତା ହାତୀ, ଭୟଭୀତ ଅଞ୍ଚଳବାସୀ

କଟକ: କଟକ  ସିଡିଏ ୧୩ ନମ୍ୱର ଅଞ୍ଚଳରେ ପୁଣି ହାତୀ ଆତଙ୍କ । ଏକ ହାତୀ ରେଭନ୍ସା ଦ୍ୱିତୀୟ କ୍ୟାମ୍ପସ ପାଚେରୀ ଭାଙ୍ଗି ଭିତରକୁ ପ୍ରବେଶ କରିଛି । କ୍ୟାମ୍ପସ ପରିସରରେ ଘନ ଜଙ୍ଗଳ ରହିଥିବାରୁ ହାତୀ କେଉଁଠି ଅଛି ତାକୁ ଠାବ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ବିନ ବିଭାଗ । ବନ ବିଭାଗର ୧୫ରୁ ଅଧିକ…

ଦୋଷୀ ନିର୍ଦ୍ଧାରଣ କରିବାରେ ଲିଙ୍ଗ, ବୟସ, ବୃତି ପ୍ରାସଙ୍ଗିକତାର ଆବଶ୍ୟକତା ନାହିଁ: ଶାହ

ନୂଆଦିଲ୍ଲୀ: ଅପରାଧର ଦୋଷ ନିର୍ଦ୍ଧାରଣ କରିବାରେ ବୟସ, ଲିଙ୍ଗ, ବୃତି କିମ୍ବା ଜାତିର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି । ଟୁଲକିଟ ମାମଲାରେ ଗିରଫ ହୋଇଥିବା କ୍ଲାଇମେଟ ଆକ୍ଟିଭିଷ୍ଟ ଦିଶା ରବିଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିରୋଧୀଙ୍କୁ…

ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ହେବ ଦଶମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଶନିବାର ଦିନ ଭାରତ ଏବଂ ଚୀନ୍ ମଧ୍ୟରେ ଦଶମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବ। ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ମୋଲଡୋରେ LAC ର ଚୀନ୍ ପାର୍ଶ୍ୱରେ ଆଲୋଚନା ଅନୁଷ୍ଠିତ ହେବ।

ଆଜି ରାଜ୍ୟରୁ ୫୩ କରୋନା ପଜିଟିଭ୍, ସମ୍ୱଲପୁରରୁ ସର୍ବାଧିକ ୧୧ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ କେସ୍ ୬୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୩ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୨ଟି । ସମ୍ୱଲପୁର ଜିଲ୍ଲାରୁ…

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ୬୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଚାମୋଲି ଜିଲ୍ଲାରୁ ଉଦ୍ଧାରକାରୀମାନେ ୬୧ ଟି ମୃତଦେହ ଉଦ୍ଧାର କରିଥିବା ନେଇ ଅଧିକାରୀମାନେ ଶୁକ୍ରବାର ଦିନ କହିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ୩୪ ଟି ମୃତଦେହ ଚିହ୍ନଟ କରାଯାଇଛି। ଭଦୋରିଆ କହିଛନ୍ତି, "... ତାପୋବନରେ ଥିବା…

ଓଭରବ୍ରିଜ୍ ଉପରୁ ବସ୍ ଉପରେ ଖସି ପଡ଼ିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଓଭରବ୍ରିଜ ଉପରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ଟ୍ରକ୍ । ତଳେ ଯାଉଥିବା ବସ୍ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ । ଏଭଳି ଦୁର୍ଘଟଣା ଘଟିଛି…

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: କନ୍ୟା ସନ୍ତାନ ଜନ୍ମ ଦେବେ କରୀନା !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, କରୀନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  କରୀନା କପୁର ଖାନଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଉପହାର ଆସିବା ଆରମ୍ଭ…

କୋଟିଆ ଶୁଣାଣି: ଜବାବ ଦାଖଲ ପାଇଁ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ମାମଲାର ଶୁଣାଣି କରି ଓଡ଼ିଶାକୁ ଜବାବ ଦାଖଲ ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଧ୍ରପ୍ରଦେଶର ଜବାବ ଉପରେ ପ୍ରତି ଜବାବ ରଖିବା ପାଇଁ ମାସେ ମହଲତ ମିଳିଛି । ଜଷ୍ଟିସ…