Latest Odisha News

BREAKING NEWS

ନିତ୍ୟାନନ୍ଦ ସାହୁଙ୍କ ତିନୋଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଭୁବନେଶ୍ୱର ରେଡ଼କ୍ରସ ଭବନରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କର ତିନୋଟି ପୁସ୍ତକ ଲଳିତ ମାନସ ( ପ୍ରବନ୍ଧ ) ଅପରାଜିତା (କାବ୍ୟ ) ଓ ସପନ ସାଗର ତୀରେ ( ନିଜ ଜୀବନର କର୍ମଧାରା) ଲୋକାର୍ପିତ କରିଛନ୍ତି। ଶାସ୍ତ୍ରୀୟ ଓଡ଼ିଆ…

ଧାନ ସଂଗ୍ରହରେ ଅଚଳାବସ୍ଥା ଅଭିଯୋଗ, ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଟ ଓଗାଳିଲେ ଚାଷୀ

ସୁନ୍ଦରଗଡ଼: ଧାନ ସଂଗ୍ରହରେ ଅଚଳାବସ୍ଥା ନେଇ ତାତିଲେ ଚାଷୀ । ସୁନ୍ଦରଗଡ଼ର ଶତାଧିକ ଚାଷୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରାଉ କରିଥିଲେ । ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ମନ୍ତ୍ରୀ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ । ଆଜି ସକାଳୁ ଶତାଧିକ ଚାଷୀ ଧାନ ଉଠାଣ ଦାବିରେ ସେଠାରେ ନାରାବାଜି…

ଲିଙ୍ଗରାଜଙ୍କ ପାଇଁ ଚିଠି: NMA ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପରେ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣର (NMA) ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି । ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏନେଇ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି…

ରାଜ୍ୟସଭାରେ ରାଜନାଥଙ୍କ ବଡ଼ ବୟାନ, ଚୀନକୁ ଇଞ୍ଚେ ବି ଜମି ଦେବନି ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି । ରାଜ୍ୟସଭାରେ ରାଜନଥା ଦୃଢ଼ୋକ୍ତିର ସହ କହିଛନ୍ତି- ‘ଭାରତର ଜମି ଉପରେ ଚୀନ କବଜା କରିଛି । ଭାରତ ଗୋଟିଏ ଇଞ୍ଚ୍ ବି ଜମି ଛାଡ଼ିବ ନାହିଁ । ବାସ୍ତିବିକ ସୀମା ରେଖା (LAC)କୁ…

କବିତା : ଛକି ଶୂନ

ସ୍ମୃତି ରଞ୍ଜନ ତ୍ରିପାଠୀ ଗୋଟେ ହିସାବ କଲୁ ଆମେ ଦୁହେଁ ମିଶି ବିଜୟ ଆଉ ପରାଜୟ, ତା' ରଫ ଖାତାରେ କିଛି ଅନୁଭୂତି କିଛି ପ୍ରେମ ସେତିକି ତ କଳଙ୍କ।। ଧେତ୍ ! ଛକି ଶୂନରେ ପରା ଶୂନ୍ୟ ମୋର ପ୍ରାପ୍ୟ । ତା' ବହୁଳ ଅଙ୍କକସା ଆଉ ମୋ ଜ୍ୟାମିତିକ ପ୍ରେମରେଖା ଠିକ୍ ଛାଇ ଆୟୁଷ…

ରାଜ୍ୟ ସରକାରଙ୍କ ପାଖରେ ଅଟକିଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ: କେନ୍ଦ୍ର ଆଇନ…

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । ଏନେଇ ପ୍ରଶ୍ନ କରିଥିଲେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ । ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ…

ଓଡ଼ିଶା ଠାରୁ ମେଟ୍ରୋ ରେଳ ପ୍ରୋଜେକ୍ଟ ନେଇ କୌଣସି ପ୍ରସ୍ତାବ ମିଳିନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଶାରେ କୌଣସି ମେଟ୍ରୋ ରେଳ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ମିଳିନାହିଁ । ରାଜ୍ୟସଭାରେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣଭଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କେନ୍ଦ୍ର ସହର ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଭିତ୍ତିଭୂମି ବିକାଶ ଓ…

ଟ୍ରକକୁ ପଛରୁ ପିଟିଲା କାର୍: ଦୁର୍ଘଟଣାରେ ଜଣେ ମୃତ, ୪ ଆହତ

ନୂଆପଡା: ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଇନୋଭା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵରଠାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି…

କଣ୍ଟ୍ରାକ୍ଟ ଫାର୍ମିଂ ନାଁରେ ଠକେଇ; ଟଙ୍କା ନେଇ କମ୍ପାନୀ ଫେରାର୍, ଏଫଆଇଆର୍ ରୁଜୁ ପାଇଁ ଚାଷୀ ନାକେଦମ୍

ଭୋପାଳ: କେନ୍ଦ୍ରର କୃଷି ଆଇନକୁ ନେଇ ୮୦ ଦିନରୁ ଊର୍ଦ୍ଧ୍ୱ ଦିନ ହେଲା କୃଷକ ଆନ୍ଦୋଳନ କରୁଛନ୍ତି । ଆଇନରେ ଯେଉଁ କଥାକୁ ନେଇ ଚାଷୀ ଡରୁଛନ୍ତି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବିଜେପି ଶାସିତ ମଧ୍ୟପ୍ରଦେଶରେ । ଯାହା କଣ୍ଟ୍ରାକ୍ଚ ଫାର୍ମିଂ ଲାଗୁ ହେଲେ କୃଷକଙ୍କ ଆୟ ବଢ଼ିବା ସହ…

ଦେଶରୁ ୨୪ ଘଣ୍ଟାରେ ୧୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୦୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୧୨ ହଜାର ୯୨୩ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୭୬୪ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୮ଲକ୍ଷ ୭୧ହଜାର ୨୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି…