Latest Odisha News

BREAKING NEWS

କୃଷି ଆଇନକୁ ନେଇ ଏମିତି କଥା କହିଲା ଆମେରିକା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଓ କୃଷକଙ୍କ ଆନ୍ଦୋଳନକୁ ନେଇ ଏବେ ମହା ବିତର୍କ ଚାଲିଛି । ଚାଷୀଙ୍କ ଆନ୍ଦୋଳନ ଅନ୍ତର୍ଜାତୀୟ ପ୍ରସଙ୍ଗ ବି ପାଲଟିଛି । ରାଜରାସ୍ତାକୁ ସଂସଦ ଯାଏ ତମ୍ବି ତଫାନ ଚାଲିଥିବା ବେଳେ ସାମନାକୁ ଆସିଛି ଆମେରିକାର ମତ । କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି ଆମେରିକା ।…

ବିବାହ ବାର୍ଷିକୀ ଅବସରରେ ରିତେଶଙ୍କୁ ଏହି ଚମତ୍କାର ଉପହାର ଦେଲେ ଜେନେଲିଆ

ନୂଆଦିଲ୍ଲୀ: ବୁଧବାର ଦିନ ରିତିଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜାଙ୍କ ନବମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଏକ ବିଶେଷ ରୋମାଣ୍ଟିକ ରାତ୍ରୀ ଭୋଜନ ଉପହାର ଦେଇ ଜେନେଲିଆ ତାଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲେ। ଏହାର ଏକ ସୁନ୍ଦର ଲୁକ୍‌ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି…

ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ନିଆଯିବ ବ୍ରହ୍ମପୁର । ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା ଥାନା ପୋଲିସ…

ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୧-୨୨ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫ହଜାର ୫୨୮ କୋଟି ଟଙ୍କା । ଏହା ଭିତରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ଚଳିତ ବଜେଟରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ୨୮୯ କିଲୋମିଟର ରେଳପଥ ନିର୍ମାଣ ପାଇଁ ହଜାରେ ୫୦ ଲକ୍ଷ ଅନୁଦାନ ମିଳିଛି ।…

ଝରାଫୁଲ ଡେଥ ମିଷ୍ଟ୍ରି; ଶେଷଦିନ ରିମାଣ୍ଡରେ ରାକେଶ, ଆଜି ଖୋଲିପାରେ ସସପେନ୍ସ

ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆଜି ଖୋଲିବକି ସସପେନ୍ସ। ଘଟଣାକୁ ୮ ଦିନ ବିତି ଯାଇଥିଲେ ବି ଘଟଣାରେ ଏଯାଏଁ କୌଣସି ସ୍ପଷ୍ଟତା ଆସିନାହିଁ। ଝରାଫୁଲ ମୃତ୍ଯୁ ମାମଲାର ମୁଖ୍ଯ ଅଭିଯୁକ୍ତ ରାକେଶର ରିମାଣ୍ଡ ଅବଧି ମଧ୍ୟ ଆଜି ଶେଷ ହେଉଛି । ୩ ଦିନିଆ…

କୋରାପୁଟରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ 

କୋରାପୁଟ: କୋରାପୁଟ ଲମତାପୁଟରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗତ ରାତିରେ ପେଟ୍ରୋଲିଂ ରାତ୍ର ସମୟରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ । ଏହା ସହ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ବୋଲେର ପିକପ ଭ୍ୟାନକୁ ମଧ୍ୟ ପୁଲିସ ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ପାର୍ସଲ୍‌ ଟ୍ରେନ ଧକ୍କାରେ ୨ ହାତୀ ମୃତ  

ରାଉରକେଲା: ରାଉରକେଲା ଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ହାଓଡ଼ା-ମୁମ୍ବାଇ ରେଳମାର୍ଗର ନିକଟରେ ପାର୍ସଲ୍‌ ଟ୍ରେନ ଧକ୍କା ଦେବାରୁ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଛି। ହାତୀଙ୍କ ସହ ଧକ୍କାଖାଇବା ପରେ ଉକ୍ତ ପାର୍ସଲ୍‌ ଟ୍ରେନର ଦୁଇଟି ବଗି ଧାରଣାଚ୍ୟୁତ ହୋଇଯାଇଥିବା ସୂଚନା। ଗତକାଲି…

ଅନୁଗୁଳରୁ ଜବତ ହେଲା ଚୋରା କୋଇଲା ଟ୍ରକ; ୮ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଏହି କୋଇଲା ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ।…

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା୪-୨-୨୦୨୧ ରିଖ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା୪ ରିଖ ଗୁରୁବାର ମକର ୨୨ଦିନ ମାଘ ମାସ କୃଷ୍ଣପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଆଜିର ଘାତ ବାର- ତୁଳା ଓ କୁମ୍ଭ ରାଶିର ଆଜିର ନିଷେଧ ଖାଦ୍ୟ -ତାଳ…

‘ଜଗଦୀଶ କଥା ସମ୍ମାନ’ ପାଇବେ କଥାକାର ନିବାରଣ ଜେନା

ଜଗଦୀଶ କଥା ସମ୍ମାନ ପାଇବେ ନିବାରଣ ଜେନା  ଶକ୍ତି ମହାନ୍ତିଙ୍କୁ ‘ଜଗଦୀଶ ଯୁବ ସମ୍ମାନ’  ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡ୍-ସେଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ୨୦୨୧ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା…