Latest Odisha News

BREAKING NEWS

ସ୍ୱାଧୀନତା ପରବର୍ତ୍ତୀ ବଜେଟରେ କ’ଣ ଆସିଥିଲା ପରିବର୍ତ୍ତନ ?

ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧନତା ପାଇଥିଲା । ୧୯୪୭ ନଭେମ୍ବର ୨୬ ତାରିଖରେ ଉପସ୍ଥାପିତ ହୋଇଥିଲା ଦେଶର ପ୍ରଥମ ବଜେଟ୍‌ । ବିଭିନ୍ନ ସମୟରେ ବଜେଟରେ ଅନେକ ନୂଆ ଘୋଷଣା ହୋଇଛି । ଏମିତି କିଛି ବଜେଟ ଉପରେ ସ୍ପେଶାଲ୍ ରିପୋର୍ଟ । ଦେଶର ପ୍ରଥମ ବଜେଟ୍‌ ଉପସ୍ଥାପନ…

ସହିଦ ସନ୍ତୋଷ ସିଂହଙ୍କୁ ମହାବୀର ଚକ୍ରରେ କରାଯିବ ସମ୍ମାନିତ 

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହିଂସା ଘଟଣାରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ଚଳିତ ବର୍ଷ ମହାବୀର ଚକ୍ରରେ ସମ୍ମାନିତ କରାଯିବ । ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଦେଶର ରକ୍ଷା କରିବାରେ ସହିଦ ଯବାନଙ୍କୁ ବୀରତ୍ୱ ପୁରସ୍କାର ଦିଆଯାଇଥାଏ । ଏଥର…

ଭାରତୀୟ ନିର୍ବାଚନ – ଜଘନ୍ୟ କ୍ଷମତା ଯୁଦ୍ଧ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ । ସାଂପ୍ରଦାୟିକ ଦଙ୍ଗା, ଦୁର୍ନିତୀ ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ ଅତ୍ୟାଚାର ଧର୍ଷଣ…

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ୍ ପ୍ରକଳ୍ପ ଆରମ୍ଭ

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ ପ୍ରକଳ୍ପ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିର‌େ ଡାକ୍ତରଖାନା, ସଂଗ୍ରହାଳୟ, ଲାଇବ୍ରେରୀ, କମ୍ୟୁନିଟି ରୋଷେଇ ଘର, ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ରିସର୍ଚ୍ଚ ସେଣ୍ଟର ସହ ଏକ ପବ୍ଲିକେସନ୍ ହାଉସ୍ ମଧ୍ୟ ସାମିଲ। ଇଣ୍ଡୋ-ଇସଲାମିକ୍…

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା, ଯିଏ ଦୋଷୀ ସେ ଦଣ୍ଡ ପାଇବ:କମିଶନ ଅଧ୍ୟକ୍ଷା 

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଘଟଣା । ଏନେଇ ତଦନ୍ତ ଜାରି ରହିଛି । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି । ସେ ଘଟଣାର ଅନୁଧ୍ୟାନ କରୁଛନ୍ତି । ଘଟଣାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ । ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ କଥା…

ମାର୍ଚ୍ଚରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି !

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ କରିବ ବିଶାଳ ସମାବେଶ । ଏଥିରେ ସାମିଲ ହେବେ ରାହୁଲ ଗାନ୍ଧି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ । ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି…

ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ, ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା । ପୋଲିସ ବିଭାଗରେ ବିଭିନ୍ନ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ପ୍ରଦାନ କରାଯିବ । ଗୁଇନ୍ଦା ନିର୍ଦ୍ଦେଶକ ଆର. କେ .ଶର୍ମା ଓ ବିଏସ୍‌ଏପି ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ ।…

ହାତୀ ପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ 

ତେଲକୋଇ : ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ଗତ ୪ଦିନ ହେଲା ୨ ଟିକିଆ ହାତୀ ପଲ ତେଲକୋଇ  ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ବିପୁଳ ପରିମାଣର ଚାଷ ନଷ୍ଟ କରୁଛନ୍ତି ହାତୀପଲ । ହାତୀପଲଙ୍କୁ ବନବିଭାଗ ଘଉଡ଼ାଇବା ତ ଦୁରର କଥା , ଗାଁରେ…

ଘରେ ବସି ଡାଉନଲୋଡ୍ କରିପାରିବେ ଡିଜିଟାଲ ଭୋଟର ପରିଚୟପତ୍ର, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ: ଭୋଟର ପରିଚୟପତ୍ରର ଡିଜିଟାଲ ସଂସ୍କରଣ ଅର୍ଥାତ୍ ଇଲେକ୍ଟ୍ରୋନିକ ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡର ଆରମ୍ଭ ହୋଇଛି । ଏବେ କୌଣସି ବି ବ୍ୟକ୍ତିଙ୍କୁ ଭୋଟର ପରିଚୟପତ୍ରର ହାର୍ଡ କପି ପାଖରେ ରଖିବାକୁ ପଡ଼ିବ ନାହିଁ । ସହଜରେ ମୋବାଇଲ ଓ କମ୍ପ୍ୟୁଟରରେ କେହି ବି ନିଜର ଭୋଟର…

ଚଳିତବର୍ଷ ଯୁକ୍ତ ଦୁଇରେ ରହିବ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନ

ଭୁବନେଶ୍ୱର: ଚଳିତବର୍ଷ ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ପାଇଁ ୧ ନମ୍ବର ଲେଖାଏ ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ସେହିପରି…