Latest Odisha News

BREAKING NEWS

ଶିଖର ଧୱନ ପକ୍ଷୀଙ୍କୁ ଦାନା ଖୁଆଇବା ନାବିକଙ୍କୁ ପଡିଲା ମହଙ୍ଗା

ବାରାଣାସୀ : ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା । ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧୱନଙ୍କୁ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ଦୁଇ ନାବିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ପ୍ରଶାସନ ଦୁଇ ନାବିକଙ୍କ ଚାଲାଣ କାଟିଛନ୍ତି । ନାବିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡଙ୍ଗା…

ଲକଡାଉନରେ ୩୫ ପ୍ରତିଶତ ବଢ଼ିଛି ଅରବପତିଙ୍କ ସମ୍ପତ୍ତି: ଅକ୍ସଫାମ

ନୂଆଦିଲ୍ଲୀ: କରୋନା କାଳରେ ଦେଶ ଦେଖିଥିଲା ଭୋକର କରୁଣ ଚିତ୍ର । ଲକଡାଉନରେ ବନ୍ଦୀ ହୋଇଥିବା ଭାରତର ଗରିବ ଲୋକ ମୁଠାଏ ଖାଦ୍ୟ ଖାଇବାକୁ ହାତ ପାତୁଥିଲେ । ଜୀବିକା ଚାଲି ଯାଉଥିଲା, ଜୀବନ ବଞ୍ଚାଇବାକୁ ଘରମୁହାଁ ହେଉଥିଲେ ପ୍ରବାସୀ । ହାତରେ ଟଙ୍କା ନଥିବା ବେଳେ ଅନେକଙ୍କ ପେଟକୁ ମିଳୁ…

ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ ପିଇଓ, ବିଭିନ୍ନ ସ୍ଥାନରେ ରେଡ୍

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେସେଇପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ତାଙ୍କ ନାଁ ଉମେଶ ସେଠ୍ । ସେ କେଲେଣ୍ଡାପାଲି ଗ୍ରାମପଞ୍ଚାୟତ ପିଇଓ ଇନଚାର୍ଜ ବି ଅଛନ୍ତି । ତାଙ୍କ ଏକକାଳୀନ ଉମେଶଙ୍କ ଘର ସମେତ ତିନିଟି ସ୍ଥାନରେ…

ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ କୋଭିଡ୍ ଟିକା

ଭୁବନେଶ୍ୱର: ରାଜ୍ୟରେ ସଫଳତାର ସହ ଚାଲିଛି କୋଭିଡ୍ ଟିକାକରଣ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯିବ । ଜାନୁଆରି ୧୬ ତାରିଖରେ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଦ୍ୱିତୀୟ ଡୋଜ କାର୍ଯ୍ୟକ୍ରମ…

ହଳଦୀ ଗାଁରେ ପୁଣି ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା ୨୫।୧: ନୂଆପଡା ହଳଦୀ ଗାଁରେ ପୁଣି ଦେଖାଦେଲା ବାଘ ଆତଙ୍କ । ଖରିଆର ରୋଡ୍ ରେଞ୍ଜ ହଳଦୀ ଗାଁ ଜଙ୍ଗଲ ସ୍ଥିତ ଶୀତଲା ମନ୍ଦିର ପାଖ ଚଟାଣ ଉପରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଫଳରେ ହଳଦୀ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।…

ଧାନ ଡୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର: ଏମିତି ବି ଆସେ ମୃତ୍ୟୁ । ଶୋଇଥିବା ବେଳେ ଓଲଟି ପଡ଼ିଲା ଧାନ ଡୋଲି । ତଳେ ଚାପି ହୋଇଗଲେ ଦମ୍ପତି । ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ସ୍ୱୀମା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…

କବିତା:ଏକାଦଶ ସ୍କନ୍ଧ

ଆଲୋକ ରଞ୍ଜନ ଷଡଙ୍ଗୀ ନଇକୂଳ ମନ୍ଦିରରେ ଦେବତାଙ୍କୁ ପୂଜିବାକୁ ଯଉ ଆତୁରତା ଟିକକ ଶିଖିଥିଲେ ସେତକ ଭୁଲି ଗଲା ପରେ ମନ୍ଦିର ଭିତରୁ ଶୁଭେ କାହାର ୟେ କାନ୍ଦକାନ୍ଦ ସ୍ବର, ବାପାଙ୍କର ନା ଇଶ୍ବରଙ୍କର..? କେହି ଜାଣନ୍ତିନି ,କେହି ବି ଜାଣନ୍ତିନି । ଆଜିକାଲି, ଅକ୍ଷର ଚିହ୍ନି ପାରୁ…

ଆଜି ରାଜ୍ୟରୁ ୧୩୦ କରୋନା ପଜିଟିଭ୍, ୬ ଜିଲ୍ଲାରେ ଶୂନ

ଭୁବନେଶ୍ୱର: ଟିକାକରଣ ଭିତରେ ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୩୦ ନୂଆ ଆକ୍ରାନ୍ତ । ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୬ ଜଣ ଓ ଲୋକାଲ୍…

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସିନି ସୁଧାର, କିଡନୀ ସହ ଫୁସଫୁସରେ ବି ସଂକ୍ରମଣ

ନୂଆଦିଲ୍ଲୀ: ଆରଡେଜି ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ଏବେ ଯାଏ ସୁଧାର ଆସିନାହିଁ । ସୂତ୍ର ଅନୁସାରେ ଲାଲୁଙ୍କୁ ନିଶ୍ୱାସ ନେବାରେ ଏବେବି ଅସୁବିଧା ହେଉଛି । ରାଞ୍ଚି ରିମ୍ସରୁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ସେ ଏକାଧିକ…

LACରେ ପୁଣି ସଂଘର୍ଷ, ସିକ୍କିମ୍ ଦେଇ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ୨୦ ଚୀନ ସୈନିକ ଆହତ

ଲଦାଖ: ଗୋଟିଏ ପଟେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ମଧ୍ୟରେ ଗତକାଲି ନବମ ପର୍ଯ୍ୟାୟ କୋରକମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ୧୫ ଘଣ୍ଟା ଧରି ଲଦାଖ ସୀମାରେ ଉତ୍ତେଜନା ହ୍ରାସ ନେଇ ଆଲୋଚନା ହୋଇଥିଲା ।  ପୂର୍ବ ଲଦାଖ ଏଲଏସିରେ ଉତ୍ତେଜନା ଲାଗି ରହିଥିବା ବେଳେ ସିକ୍କିମ ଦେଇ ଭାରତକୁ ଅନୁପ୍ରବଶ…