ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା; ଦିଲ୍ଲୀ ଏମ୍ସକୁ ହୋଇପାରନ୍ତି ସ୍ଥାନାନ୍ତରିତ
ପାଟନା: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଛି। ଏଭଳି ସମୟରେ ତାଙ୍କୁ ଦିଲ୍ଲୀର ଅଲ-ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)କୁ ସ୍ଥାନାନ୍ତରିତ କରାଯାଇପାରେ ବୋଲି ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ ଲାଲୁଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା…