ଅନଲାଇନ ଗେମରେ ହାରିବାରୁ ଆତ୍ମହତ୍ୟା କଲେ ଯୁବକ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅନଲାଇନ୍ ଗେମରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ଜଣକ ରଣପୁର ବ୍ଲକର ପଥରପୁଞ୍ଜି ଗ୍ରାମର ନିବାସୀ ମନୋରଞ୍ଜନ ଶଢଙ୍ଗୀ (୧୯) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ମନୋରଞ୍ଜନ ପୁରୀର ତାଳବଣିଆ ସ୍ଥିତ ଏକ ଆଇଟିଆଇ କଲେଜର…