Latest Odisha News

BREAKING NEWS

୧୦୦ କୋଟି ଡଲା‌ରରେ ବିକ୍ରି ହୋଇଗଲା ନିଟ୍ ଓ ଜେଇଇ କୋଚିଂ ସେଣ୍ଟର ଆକାଶ ଇନଷ୍ଟିଚ୍ୟୁଟ୍‌!

ବେଙ୍ଗଳୁରୁ: NEET ମେଡିକାଲ ଓ JEE ଣ୍ଟ୍ରାନ୍‌ସରେ ବେଶ୍ ନାଁ କରିଥିବା କୋଚିଂ ସେଣ୍ଟର ଆକାଶ ଇନ୍‌ଷ୍ଟିଚ୍ୟୁଟ ବିକ୍ରି ହୋଇ ଯାଇଛି । ଅନଲାଇନ୍ ପାଠପଢାର ଷ୍ଟାର୍ଟ ଅପ୍ ବାଇଜୁସ୍ ଏହି କୋଚିଂ ସେଣ୍ଟରକୁ ୧ ବିଲିୟନ ଡଲାର ଅର୍ଥାତ ୧୦୦ କୋଟି ଡଲାରରେ କିଣିଛି । ଶିକ୍ଷା କ୍ଷେତ୍ରରେ ଏହା ଏକ…

ରାଜ୍ୟରୁ ୨୪ ଘଣ୍ଟାରେ ୨୧୦ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଏବେ ଅଢ଼େଇ ଶହ ଭିତରେ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ଜଣ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସ୍ଥଗିତ ରହିଲା ପୋଲିଓ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ, ଜାନୁଆରୀ ୧୬ ରୁ ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। କରୋନା ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଶ୍ୱାସ କରାଯାଏ। ଉଲ୍ଲେଖ ଥାଉ କି, ଗତ ୨୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ପୋଲିଓ ଅଭିଯାନକୁ ଆଗକୁ ନିଆଯାଇଛି।…

ଇରାନ୍‌ ହେଉଛି ଆତଙ୍କବାଦର ନୂଆ ଘର; ମାଇକ ପୋମ୍ପିଓ

ୱାଶିଂଟନ୍: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଇରାନ ଉପରେ ଆକ୍ରମଣ କରି କହିଛନ୍ତି ଯେ ଏହା ଅଲ-କାଏଦା ଆତଙ୍କବାଦୀଙ୍କ ପାଇଁ ଏକ ନୂତନ କେନ୍ଦ୍ର ପାଲଟିଛି। ସେ ଇରାନକୁ ଅଭିଯୋଗ କରିଛନ୍ତି ଯେ ମଧ୍ୟ ପୂର୍ବ ଦେଶ ଇରାନ ଆତଙ୍କବାଦୀ ସଂଗଠନ ପାଇଁ ଏକ ନୂତନ ଘର ପାଲଟିଛି। ଗତ…

ସତରେ ହ୍ୱାଇଟ୍ ହାଉସରୁ ତଡା ଖାଇବେ କି ଟ୍ରମ୍ପ !

ୱାସିଂଟନ: ଆମେରିକାର ରାଷ୍ଟପତି ପଦରେ ଡୋନାଲ୍‌ଡ ଟ୍ରମ୍ପ ଆଉ ମାତ୍ର ୬ ଦିନ ରହିବାର ଅଛି । କାରଣ ଜାନୁଆରି ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । ତେବେ ଟ୍ରମ୍ପ ଏହି ୬ ଦିନ ମଧ୍ୟ ନିଜ ପଦରେ ରହି ପାରିବେ କି ନାହିଁ, ସନ୍ଦେହ ଦେଖା ଦେଲାଣି । କାରଣ…

ଦେଶବାସୀଙ୍କୁ ଲୋହରୀ ପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜି ସମଗ୍ର ଭାରତରେ ଲୋହରୀ ପର୍ବ ଅତି ଉତ୍ସାହର ସହିତ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି, 'ମୁଁ ଲୋହରୀ , ମକର ସଙ୍କ୍ରାନ୍ତି,…

‌ଭାଇରାଲ୍‌ ହେଉଛି ସୁଶାନ୍ତଙ୍କ ଏହି ହାତ ଲେଖା ନୋଟ୍‌

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦୨୦ ବର୍ଷ ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ବର୍ଷ ଏକରୁ ଅଧିକ ଭେଟେରାନ ଷ୍ଟାରଙ୍କ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଥିଲା। କିନ୍ତୁ ସବୁଠୁ ନିରାଶାଜନକ ଥିଲା ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ। ସୁଶାନ୍ତଙ୍କ ଆକସ୍ମିକ…

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ପୁରୀ: ପ୍ରଥମ ପର୍ଯ୍ୟାୟରେ ପୁରୀର ପହଞ୍ଚିଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ୍ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ଟିକା ଭଣ୍ଡାରରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରାୟ ୭ହଜାର ଡୋଜ୍ ଭ୍ୟାକସିନ୍ ଆସିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସା…

ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡ଼ି, ୫ କର୍ମଚାରୀ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ପୋଲିସ ଗାଡ଼ି ବି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ପୋଲିସ ପାଟ୍ରୋଲିଂ ଗାଡ଼ି ।ଛତ୍ରପୁର…

ଚଳିତ ମାସ ବିବାହ କରିବେ ଅଭିନେତା ବରୁଣ ଧାୱନ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ବରୁଣ ଧାୱନ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି ଏବଂ ଉଭୟଙ୍କୁ ଅନେକ ଉତ୍ସବରେ ଏକାଠି ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଫଟୋ ଏବେ ଭାଇରାଲ…