Latest Odisha News

BREAKING NEWS

ରଘୁ ରାମଙ୍କ ସହ ଫୁର୍‌ସତ୍‌ରେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରେପରେ ତାଙ୍କ ଭାଇ ବି ଏହି ବିବାଦୀୟ ଘଟଣାରେ ଏକ ଚରିତ୍ର ପାଲଟିଥିଲେ । ହେଲେ ବହୁ ତନାଘନା ପରେ ଏବେ ରିୟା ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।…

ପ୍ରଥମେ ପିଏମ୍‌ ମୋଦୀ କୋଭିଡ-୧୯ ଟିକା ନେବା ଉଚିତ; ତେଜ ପ୍ରତାପ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ ନେତା ତେଜ ପ୍ରତାପ ଯାଦବ ବିରୋଧୀଦଳର ନେତାଙ୍କ ତେଜୁଥିବା ସ୍ୱରରେ ଯୋଗ ଦେଇଛନ୍ତି, ଯେଉଁମାନେ ଦେଶରେ କରୋନା ଟିକା ଉପଲବ୍ଧ ହେବାପରେ ଏହି ଟିକା ଗ୍ରହଣକୁ ନେଇ ବିରୋଧ କରୁଛନ୍ତି। ଯାଦବ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ପାଳିତ

ବଲାଙ୍ଗିର: ପାଟଣାଗଡ,ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକକବି ହଲଧର ନାଗ, ସମ୍ମାନୀତ ଅତିଥି ଭାବେ…

ଲଗାତାର୍‌ ଷଷ୍ଠ ଦିନ ପାଇଁ ବନ୍ଦ ରହିଛି ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ

ନୂଆଦିଲ୍ଲୀ: ଗୁରୁବାର ଦିନ ଶ୍ରୀନଗର ବିମାନବନ୍ଦରରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା କିନ୍ତୁ ବିମାନବନ୍ଦର ରାସ୍ତାରେ ଏବଂ ନିକଟ ରାଜପଥରେ ଟ୍ରାଫିକ ଜାମ୍ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ବିମାନବନ୍ଦରକୁ ଯାଉଥିବା ରାଜପଥରେ ଟ୍ରାଫିକ ଜାମ୍ ଥିବାରୁ ବିମାନବନ୍ଦର ବାହାରେ…

ମହିଳା ଆୟୋଗ ସଦସ୍ୟଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ପୂଜା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଦାଉନ୍ ଜିଲ୍ଲାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏଠାରେ ପ୍ରାୟ ୫୦ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣାରେ…

ସମ୍ରାଟ ଅଶୋକଙ୍କ ବିରତ୍ୱର ଗାଥା ଶୁଣିବାରୁ ପର୍ଯ୍ୟଟକ ବଞ୍ଚିତ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପକୁ ସୁଧାରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ହେଲେ ଆଜିଯାଏଁ କାର୍ଯ୍ୟକାରୀ ହେଇପାରୁନି ଧଉଳି ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା।ଧଉଳିରେ ଆଉ ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ବର୍ବରତା କି ସମ୍ରାଟ ଅଶୋକଙ୍କ ମନ ପରିବର୍ତ୍ତନର ଗାଥା। ଗତ ପେବୃଆରୀ ମାସରୁ ଏହା…

ହୀରାକୁଦରେ ଅତିଥି ପକ୍ଷୀଙ୍କ ଗଣନା

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ତାର ଗଣନା ସରିଯାଇଛି । ପକ୍ଷୀ ଗଣନା କାମରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର ଓ ଝାରସୁଗୁଡା ବନଖଣ୍ଡ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ ଡିଭିଜନ ୨୧ ଟିମରେ ଭାଗ ଭାଗ ହୋଇଥିଲେ। ସେମାନେ ୬ ଟି ଦେଶୀ ଡଙ୍ଗା…

ଓଡ଼ିଶାର ୧୧୦ଟି ସାଇଟରେ ଟିକାକରଣ ଡ୍ରାଏ ରନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ଟିକାକରଣ ପୂର୍ବରୁ ଚାଲିଛି ଦ୍ୱିତୀୟ ପର୍ୟ୍ୟାୟ ଡ୍ରାଏ ରନ୍ । ଓଡ଼ିଶାରେ ୧୧୦ଟି ସେସନ୍ସ ସାଇଟରେ ଡ୍ରାଏ ରନ୍ କରାଯାଉଛି । ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଡିକାଲ କଲେଜରେ ଚାଲିଛି ଟିକାକରଣର ରିହରସାଲ୍ । ଏହି ସୂଚନା…

କହେଲେ କହେବ ଓ କରବୁ ଯାହା ପାଏବୁ ତାହା ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ପରିସରରେ ଡ. ଶ୍ୟାମସୁନ୍ଦର ଧରଙ୍କ ରଚିତ ସମ୍ବଲପୁରୀ ପୁସ୍ତକ "କହେଲେ କହେବ" ଓ ଡ. ବିଜୟ ପ୍ରଧାନଙ୍କ ରଚିତ ସମ୍ବଲପୁରୀ ଗଳ୍ପ ସଂକଳନ "କରବୁ ଯାହା ପାଏବୁ ତାହା" ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ନାଗରିକ ହେମନ୍ତ ଦଫେଦାର ଓ…

ପ୍ରଥମ ଦିନ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ୯ ମାସ ପରେ ଆଜିଠାରୁ ରାଜ୍ୟରେ ଖୋଲିଛି ସ୍କୁଲ । କ୍ଲାସରୁମରେ ପୁଣି ଥରେ ଆରମ୍ଭ ହୋଇଛି ପାଠପଢ଼ା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସ୍କୁଲ ଖୋଲିଛି । ଆଜି ପ୍ରଥମ ଦିନରେ ସ୍କୁଲ ପରିଦର୍ଶନ କରି ବ୍ୟବସ୍ଥା ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…