Latest Odisha News

BREAKING NEWS

କୃଷକ ଆନ୍ଦୋଳନ ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଆନ୍ଦୋଳନ ଯୋଗୁ ତବଲିଘ ଜମାତ ଭଳି ପରିସ୍ଥିତି ସୃଷ୍ଟି ନ ହେଉ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ନେଇ କୃଷକ ଆନ୍ଦୋଳନ ଜୋର ଧରିଛି । ଏ ନେଇ ଗୁରୁବାର ମାନ୍ୟବର ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ସିଘୁଂ ସୀମାରେ ଯେଉଁଭଳି ଢ଼ଙ୍ଗରେ ଆନ୍ଦୋଳନ ଚାଲିଛି ଏହା ତବଲିଘ ଜମାତ ଭଳି ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି । ଆନ୍ଦୋଳନ…

କାଲି ଦିନ ୧୦ଟାରୁ ଆରମ୍ଭ ହେବ କୋଭିଡ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର : କାଲି ଦିନ ୧୦ଟାରୁ ୧୨ଟା ଯାଏଁ କୋଭିଡ ଟିକାକରଣ ପାଇଁ ଡ୍ରାଏ ରନ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ଏହି ଟୀକାକରଣ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଟୀକାକରଣ ଏଥି ସହ ଜିଲ୍ଲାର ଗୋଟିଏ ବଡ…

ଜାତୀୟ ସଙ୍ଗୀତ ଗାଉଥିଲାବେଳେ କାହିଁକି କାନ୍ଦିଥିଲେ ସିରାଜ ?

ଭୁବନେଶ୍ୱର: ସିଡନୀରେ ଖେଳିବା ପୂର୍ବରୁ ଚର୍ଚ୍ଚାରେ ରହିଥିଲେ ଭାରତୀୟ କ୍ରିକେଟ୍ ଦଳର ଦୃତ ବୋଲର୍ ମହମ୍ମଦ ସିରାଜ । ଅଷ୍ଟ୍ରେଲିଆ ବିରୋଧରେ ଆଜିଠୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲାବେଳେ ସିରାଜ ପ୍ରଥମ ୱିକେଟ୍ ଅକ୍ତିଆର କରିଥିଲେ । ତେବେ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ…

ମାହାଙ୍ଗା ଡବଲ ମର୍ଡର ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା ଆଉ ଜଣେ ଅଭିଯୁକ୍ତ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । ଏଥି୍ ସହ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ, ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ଫେରୁଥିବା ବେଳେ…

କପିଲ ଶର୍ମାଙ୍କୁ ସମନ୍ ଜାରି କଲା ମୁମ୍ବାଇ କ୍ରାଇମ୍ ବ୍ରାଂଚ

ମୁମ୍ବାଇ: କମେଡି କିଙ୍ଗ୍ କପିଲ ଓ କଣ୍ଟ୍ରୋଭର୍ସି । ଏହି ଦୁଇଟି ଶବ୍ଦ ଦର୍ଶକଙ୍କ ପାଇଁ କିଛି ନୂଆ ନୁହେଁ । ପୂର୍ବରୁ ରାତି ଅଧିଆ ଟୁଇଟ୍‌, କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ କମେଡି ନାଇଟ୍ସ ଭଳି ସୋର ପ୍ରାପ୍ୟ ପାଇଁ କପିଲ ବିବାଦରେ ଥିଲେ । ହେଲେ ଏବେ ଏକ ନୂଆ ବିବାଦ ପାଇଁ…

ଗୁରୁ ରନ୍ଧାୱାଙ୍କ ସହ କିଏ ଏହି ରହସ୍ୟମୟୀ ଯୁବତୀ ?

ମୁମ୍ବାଇ: ନିର୍ବନ୍ଧ କଲେ କି ପଂଜାବୀ ସିଙ୍ଗର ତଥା ଅଭିନେତା ଗୁରୁ ରନ୍ଧାୱା ? କିଏ ଏହି ରହସ୍ୟମୟୀ ଯୁବତୀ ? ପଂଜାବୀ ସିଙ୍ଗର ଗୁରୁ ଏହି ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିବା ପରେ କିଛି ଏପରି ପ୍ରଶ୍ନ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ଏପରିକି ଗୁରୁଙ୍କ ଫ୍ୟାନମାନେ ବି ଦ୍ୱନ୍ଦରେ…

ହସ୍ପିଟାଲ୍ ଛାଡିଲେ ଅଭିନେତା ରାହୁଲ ରୟ !

ମୁମ୍ବାଇ: ସେଲିବ୍ରିଟି ଓ ହସ୍ପିଟାଲ । ବୋଧ ହୁଏ ଏହି ଦୁଇଟି ଶବ୍ଦର ନିବିଡତା ଗତବର୍ଷଠାରୁ ସାମାନ୍ୟ ଅଧିକ ରହିଛି । ଏହି କାରଣରୁ ଅନେକ ସେଲିବ୍ରିଟି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଧାରାରେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇ…

ରାଉରକେଲା ଗ୍ୟାସ ଲିକ୍ ଡ୍ରାଜେଡି: ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ କରିବା ଉଚ୍ଚସ୍ତରୀୟ କମିଟି । ବୋକାରୋ ଷ୍ଟିଲପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଟିମ୍ ଗଠନ କରିଛି ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ । ତଦନ୍ତକାରୀ ଟିମରେ କୋଲକାତା, ଭିଲାଇ, ଦୁର୍ଗାପୁର ଷ୍ଟିଲପ୍ଲାଣ୍ଟ ସିଜିଏମ୍…

ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, କିଏ କିଏ ରହିଲେ ଜାଣନ୍ତୁ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢ଼ିଲେ ମେଡିକାଲ୍ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସଂରକ୍ଷଣ ରହିବ । ଏସମ୍ପର୍କିତ ପ୍ରସ୍ତାବ ଉପରେ ନିକଟରେ ରାଜ୍ୟ କ୍ୟାବିନେଟ ମୋହର ମାରିଥିଲା । କ୍ୟାବିନେଟ ନିଷ୍ପତ୍ତି ପରେ ସରକାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।…

ସୋନୁ ସୁଦଙ୍କ ବିରୋଧରେ ଥାନାରେ ଏତଲା !

ମୁମ୍ବାଇ: କିଛି ଦିନ ଧରି ଚର୍ଚ୍ଚା ଚାଲିଛି । ଗୁଗଲ୍‌ରେ ରିୟଲ୍ ହିରୋ ଲେଖି ସର୍ଚ୍ଚ କରିବା ମାତ୍ରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାଁ ସାମ୍ନାକୁ ଆସୁଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସୋନୁ ସୁଦଙ୍କ ସହାୟତାକୁ ନେଇ ଅନେକ ଉଦାହରଣ ସାମ୍ନାକୁ ଆସିଛି । କେଉଁଠି ମନ୍ଦିର…