Latest Odisha News

BREAKING NEWS

ଭୁବନେଶ୍ୱର ଶିଶୁ ଭବନ ଛକରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ଭୁବନେଶ୍ୱର ଶିଶୁଭବନ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ର କଂଗ୍ରେସ…

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।…

ଜ୍ୟାକ ମା କେଉଁଠାରେ ଅଛନ୍ତି ସୂଚନା ଦେଲା ପିପୁଲ୍ସ ଡେଲି

ବେଜିଂ: ଚୀନ ବ୍ୟବସାୟୀ ତଥା ଆଲିବାବା କମ୍ପାନୀର ମାଲିକ ଜ୍ୟାକ ମାଙ୍କ ନିଖୋଜ ଘଟଣା ଧିରେ ଧିରେ ସମଗ୍ର ଦୁନିଆରେ ଚର୍ଚ୍ଚାର କାରଣ ସାଜିଛି । ଏହା ଦେଖି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲି ସେ କେଉଁଠାରେ ଅଛନ୍ତି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଜ୍ୟାକ ମାଙ୍କୁ ଏକ ଅଜ୍ଞାତ ସ୍ଥାନରେ…

ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ: ଯଦୁପୁର ପରୀ ହତ୍ୟା ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ସରୋଜ ସେଠୀକୁ ହାଜର କରାଇଲା ଏସଆଇଟି । ଆଜି କୋର୍ଟରେ ସରୋଜର ମାଆ ଓ ଭଉଣୀ ବି ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର ଲୋକ । ଏହାର ଶୁଣାଣି ପାଇଁ…

ଲକି ଅଲ୍ଳୀଙ୍କ ଗୀତ ପୂରା କଲା କ୍ରିତିଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ନିକଟରେ କ୍ରିତି ସାନନ୍ ତାଙ୍କର ଗୋଟିଏ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୋଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରିଛନ୍ତି। ଯେଉଁଥିରେ ପ୍ରମାଣିତ ହୋଇଛି ଯେ କ୍ରିତି ନିଜ ଲକ୍ଷ୍ୟ ପୂରଣ କରି କେତେ ଖୁସି ଅଛନ୍ତି। ଏହି ଭିଡିଓରେ ସେ ଏକ ବାଇକ୍ ଚଲଉଥିବା ଏବଂ…

ସୁନ୍ଦରଗଡରୁ ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼: ପାକିସ୍ତାନ ଫେରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର । ୩ଦିନ ପରେ ବିରଜୁଙ୍କୁ ଉଦ୍ଧାର କରିଛି ପୋଲିସ । ତାଳଚେର ଅଞ୍ଚଳରେ ବୁଲୁଥିବା ସମୟରେ ଉଦ୍ଧାର କଲେ ସ୍ଥାନୀୟ ପୋଲିସ । ମାନସିକ ଭାରସାମ୍ୟ ହରାଇ ଘରୁ ବାହାରି ଟ୍ରକରେ ପଳାଇଥିଲେ ବିରଜୁ କୁଲୁ । ଗତ…

ମହାମାରୀ ବିରୋଧୀ ଲଢେଇରେ ପିଏମ୍‌ ମୋଦୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ; ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆଡାନମ୍

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରିଆସିସ୍ ଭାରତରେ କରୋନା ଟିକାକୁ ପ୍ରଶଂସା କରିଛନ୍ତି। ମହାମାରୀର ଅନ୍ତ ଘଟାଇବା ପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ଦେଶ…

ଟିକାକରଣ ପାଇଁ ତୟାର ଓଡ଼ିଶା: ରାଜ୍ୟରେ ଅଛି ୨୯ ହଜାର ସେସନ୍ସ ସାଇଟ୍

ଭୁବନେଶ୍ୱର: କରୋନା ଟିକା ଆସିବା କ୍ଷଣି ଓଡ଼ିଶାରେ ଆରମ୍ଭ ହେବ ଟିକାକରଣ । ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଟିକାକରଣ ପାଇଁ ୨୯ହଜାର ସେସନ ସାଇଟ ଅଛି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ବେଳେ ଏସବୁ ଆବଶ୍ୟକ ହେବନି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର…

ମାଡାମ୍ ଚିଫ୍ ମିନିଷ୍ଟର ସାଜିବେ ରିଚା !

ମୁମ୍ବାଇ: ଭର୍ସାଟାଲିଟିର ଅନ୍ୟ ନାଁ ରିଚା ଚଢା । ଏ କଥା କହିଲେ କି ଲେଖିଲେ କିଛି ଭୁଲ ହେବନି । କେତେବେଳେ ହଟ୍ ଅବତାର ତ ପୁଣି କେତେବେଳେ ଲେଡି ଡନ୍ କିମ୍ବା ସିମ୍ପଲ୍ କ୍ୟାରେକ୍ଟରରେ ସେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି । ଏହି ଧାରାକୁ ବଜାୟ ରଖିବା ପାଇଁ ଆଗାମୀ ଦିନରେ ରିଚା ଏକ ହଟ୍‌କେ…

ରାଜ୍ୟରୁ ବିଦା ହେଉଛି କରୋନା: ୨୪ଘଣ୍ଟାରେ ୧୯୮ ପଜିଟିଭ୍, ୨ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଣିକି ଆଉ ଚିହ୍ନଟ ହେଉ ନାହାନ୍ତି ଦୈନିକ ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୭ଜିଲ୍ଲାରୁ ଗାଏବ ହୋଇଛି ମହାମାରୀ । ଅର୍ଥାତ ୨୩ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଆଜି ଚିହ୍ନଟ ହୋଇଛନ୍ତି ୧୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…