Latest Odisha News

BREAKING NEWS

ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର; ଆଜି କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍‌ଘାଟନ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍‌ଘାଟନ କରିବେ। ଏହା ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର ହେବ। ଏହି ସମଗ୍ର ପାଇପଲାଇନର ଲମ୍ବ ପ୍ରାୟ ୪୫୦ କିଲୋମିଟର। ଯାହା ସିଧାସଳଖ ଭାବେ ଅନେକ…

ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୫୬ କୋଟି ପାର୍‌

ୱାଶିଂଟନ୍: କରୋନା ମହାମାରୀ ଦୁନିଆରେ ବିପର୍ଯ୍ୟୟ ଘଟାଇ ଚାଲିଛି। ଏହି ବିପଜ୍ଜନକ ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ଆକଳନ ସାଢେ ଆଠ କୋଟି ଅତିକ୍ରମ କରିଛି। ବିଶ୍ୱବ୍ୟାପୀ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୮ ଲକ୍ଷ ୫୨ ହଜାରରୁ ଅଧିକ ହୋଇଛି। ଆମେରିକା, ଭାରତ ଏବଂ…

ଆହତ କାରଣରୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଲୋକେଶ ରାହୁଲ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଦଳରୁ ବାଦ ପଡ଼ିଲେ ଲୋକେଶ ରାହୁଲ । ଆହତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଶନିବାର ଦିନ ନେଟ୍ ପ୍ରାକ୍ଟିସ ବେଳେ…

ବନ୍ଦ ହୋଇଗଲା ଗାଙ୍ଗୁଲିଙ୍କ ‘ହେଲ୍‌ଦି ଅଏଲ୍‌’ ବିଜ୍ଞାପନ!

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ କୁକିଙ୍ଗ୍ ଅଏଲ୍‌ର ସମସ୍ତ ବିଜ୍ଞାପନ। ଏହାର କାରଣ ହେଉଛି ଏଥିରେ ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ତଥା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଉପସ୍ଥାପନା କରିଥିଲେ। ସୌରଭ ଗାଙ୍ଗଲି ହୃଦଘାତରେ ଶିକାର ହେବା ପରଠୁ ସୋସିଆଲ…

ଦେଶରେ ଆଜି ସୁସ୍ଥ ହେଲେ ୨୯ହଜାର କରୋନା ଆକ୍ରାନ୍ତ, ୧୬ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ଖସୁଛି କରୋନା କାୟା । ଗତକାଲି ଅପେକ୍ଷା ଆଜି ସଂଖ୍ୟା ଆହୁରି କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୮ଲକ୍ଷ ୯୬ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୬ହଜାର ୩୭୫ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫୬ହଜାର ୮୪୫କୁ…

ରାତିରେ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସମ୍ପୂର୍ଣ୍ଣ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଛି । ଭଦ୍ରକ ସହରାଞ୍ଚ ୨୦ନମ୍ୱର ଓ୍ୱାର୍ଡର ଶଙ୍କରପୁର ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ହାଜର ବିବିଙ୍କର ଘରେ ନିଆଁ ଲାଗିଥିଲା । ନିଆଁ ଚାହୁଁ ଚାହୁଁ ୩…

ମାହାଙ୍ଗା ଡବଲ୍ ମର୍ଡର: ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ, ଅଜ୍ଞାତ ସ୍ଥାନରେ ଜେରା

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଅଟକ । ସେମାନଙ୍କୁ ଅଟକ ରଖିଛି କଟକ ଗ୍ରାମାଞ୍ଚଳ ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ଜେରା ଚାଲିଛି । ଘଟଣାର ଦୁଇ ଦିନ ପରେ ଅଭିଯୁକ୍ତଙ୍କୁ ଠାବ କରିବା…

କେବେଠୁ ଖୋଲିବ କଟକର ସଙ୍ଗମ ସିନେମା ହଲ୍, ଜାଣନ୍ତୁ

କଟକ: ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ପାଇଁ ଖୁସି ଖବର। କଟକ ସ୍ଥିତ ସଙ୍ଗମ ମଲ୍ଟିପ୍ଲେକ୍ସ ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବାକୁ ଯାଉଛି। ସୂଚନାନୁସାରେ, ସହରର ଅନ୍ୟ ସିନେମା ହଲ୍ ଗୁଡିକ ଜାନୁଆରୀ ୧୪ରେ ଖୋଲିବାକୁ ଯାଉଛି। କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ୫୦ ପ୍ରତିଶତ ସିଟରେ ସିନେମା…

ସୋହେଲ ଓ ଆରବାଜ ଖାନଙ୍କ ବିରୋଧରେ ମାମଲା ରୁଜୁ କଲା ବିଏମ୍‌ସି, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଦୁଇ ଖାନ ଭାଇ ସୋହେଲ ଓ ଆରବାଜଙ୍କ ନାଁ ରେ ଥାନାରେ ମାମଲା ରୁଜୁ କଲା ବ୍ରିହନ୍‌ମୁମ୍ବାଇ ମୁନିସିପାଲିଟି କର୍ପୋରେସନ(ବିଏମ୍‌ସି)। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୋମବାର ଦିନ ଏହି ଦୁଇ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା।…

ଚିଲିକାରେ ବାର୍ଷିକ ପକ୍ଷୀ ଗଣନା ଜାରି

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ମଙ୍ଗଳବାର ଦିନଠାରୁ ଆରମ୍ଭ ହୋଇଛି । ଚିଲିକା ଅନ୍ତର୍ଗତ ଟାଙ୍ଗି, ବାଲୁଗାଁ, ରମ୍ଭା, ସାତପଡା ଏବଂ ନୂଆପଡ଼ା ପାଞ୍ଚଟି ରେଞ୍ଜରେ ଆରମ୍ଭ ହୋଇଛି। ୧୧୧ରୁ ଅଧିକ ବନ ଅଧିକାରୀ, ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତ ଆଦିଙ୍କୁ ନେଇ ୨୧ଟି…