Latest Odisha News

ଆଇଏସଏଲ: ବିଜୟ ସନ୍ଧାନରେ ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲରେ ଓଡିଶା ଏଫସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ଟି ମ୍ୟାଚ ଖେଳି ଓଡିଶା କେବଳ ଗୋଟିଏ ଡ୍ର ରଖିପାରିଥିବା ବେଳେ ବାକିତକ ମ୍ୟାଚ ହାରିଛି । ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଓଡିଶା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବେ । ଏହି…

ଅଭିନେତ୍ରୀ ରାକୁଲ ପ୍ରୀତ୍‌ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ସମଗ୍ର ବିଶ୍ବରେ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ଏବେ ପୁଣି ଜଣେ କଳାକାର କରୋନା କବଳରେ। ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ରାକୁଲ ହାଇଦ୍ରାବାଦରେ ଅଜୟ ଦେବଗନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଆଗାମୀ…

ସ୍ୱାମୀ ନା ସଇତାନ !

ରାଇରଙ୍ଗପୁର: ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗାଁରେ । ଏହି ଘଟଣାରେ ଅଭିୟୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଗାଁର…

ବିବାହର ୧୦ ବର୍ଷ ପରେ ବାପା ହେବେ ଅଭିନେତା ମୋହିତ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ମୋହିତ ମଲିକ ଏବଂ ଅଦିତି ମଲିକ ଆସନ୍ତା ବର୍ଷ ପିତାମାତା ହେବାକୁ ଯାଉଛନ୍ତି। ଛୋଟ ପରଦାରେ ଥିବା ସେଲିବ୍ରିଟିମାନେ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ମୋହିତ ଅଦିତିଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ…

୯୨ ବର୍ଷ ପରେ ନିଲାମ ହେଲା ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ କ୍ୟାପ

ସିଡନୀ:ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ ମ୍ୟାଚ କ୍ୟାପ ମଙ୍ଗଳବାର ୯୨ ବର୍ଷ ପରେ ନିଲାମ ହୋଇଛି । ବିଜନେସମ୍ୟାନ ଓ ରୋଡ ମାଇକ୍ରୋ ଫୋନ୍ସର ଫାଉଣ୍ଡର ପିଟର ଫ୍ରିଡମ୍ୟାନ ଏହି କ୍ୟାପକୁ ୨.୫୧ କୋଟି ଟଙ୍କା ନିଲାମରେ ଆଣିଥିଲେ । ୧୯୨୮ରେ…

ସୁରେଶ ରାଇନା, ଗୁରୁ ରାନ୍ଧୱାଙ୍କ ସମେତ ୩୪ ଜଣଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ମୁମ୍ବାଇରେ କୋଭିଡ -୧୯ କଟକଣାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି, ଏହାର ଉଲ୍ଲଂଘନ କରିଥିବାରୁ ମୁମ୍ବାଇ ପୋଲିସ ଏକ ନାଇଟ୍ କ୍ଲବ ଉପରେ ଆକ୍ରମଣ କରି ୩୪ ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନ…

ଚୀନ୍‌ ଏବଂ ରୁଷ୍‌ର ୧୦୩ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ ସରକାର

ୱାଶିଂଟନ୍: ସାମରିକ ସମ୍ପର୍କ ଥିବା ଚୀନ୍ ଏବଂ ରୁଷିଆ କମ୍ପାନୀଗୁଡିକର ଏକ ତାଲିକା ଟ୍ରମ୍ପ ପ୍ରଶାସନ ପ୍ରକାଶ କରିଛି। ଯାହା ସେମାନଙ୍କୁ ଆମେରିକାର ବିଭିନ୍ନ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା କିଣିବାକୁ ବାରଣ କରିଛି। ଗତ ମାସରେ ଆମେରିକାର ବାଣିଜ୍ୟ ବିଭାଗ ଚୀନ୍ ଏବଂ ରୁଷିଆର ସୈନ୍ୟ ସହ…

ଭାରତର ଗୌରବମୟ ଗାଥାକୁ ନେଇ ଆସିବ କରଣଙ୍କ ନୂଆ ‘ଏପିକ୍‌ ସିରିଜ୍’‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ଦେଶ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ୭୫ ବର୍ଷରେ ପ୍ରବେଶ କରିବ ସ୍ୱାଧୀନ ଭାରତ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ। ଏଭଳି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ…

ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଆର୍ ଆଣ୍ଡ ‌ବି ଡିଭିଜନ୍‌ର ବରିଷ୍ଠ କିରାଣିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ନାଁ ଅସିତ କୁମାର ନାୟକ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଭୁବନେଶ୍ୱର ଡୁମଡୁମାରେ ଥିବା…

କଟକରୁ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ଟମାଟୋ ସସ୍ । ନକଲି ଘିଅ, ତେଲ ପରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । କୌଣସି ସୂତ୍ରରୁ…