Latest Odisha News

BREAKING NEWS

ଚୀନ୍‌କୁ ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ ବୟାନ; ଚୀନ୍ ସହ ଭାରତ ସମ୍ପର୍କ ବର୍ତ୍ତମାନ ସବୁଠାରୁ କଷ୍ଟସାଧ୍ୟ…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ସହ ଜାରି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଜୟଶଙ୍କର ଏକ ବଡ ବୟାନ୍‌ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ସହ ଭାରତ ସମ୍ପର୍କ ବର୍ତ୍ତମାନ ସବୁଠାରୁ କଷ୍ଟସାଧ୍ୟ ପର୍ଯ୍ୟାୟରେ ଅଛି। ଏକ ଅନୁଷ୍ଠାନର କାର୍ଯ୍ୟକ୍ରମର ବୈଦେଶିକ…

ଭାରତ ବାୟୋଟେକ ଗସ୍ତରେ ୬୪ ଟି ଦେଶର ବୈଦେଶିକ ମିଶନ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆଜି ୬୪ ଟି ଦେଶର ବୈଦେଶିକ ମିଶନର ମୁଖ୍ୟଙ୍କ ସହ ଭାରତ ବାୟୋଟେକ ଏବଂ ବାୟୋଲୋଜିକାଲ ଇ ରେ ପହଞ୍ଚିଛି। ଏହି ଦୁଇଟି କମ୍ପାନୀ କରୋନା ଟିକା 'କୋଭାକ୍ସିନ୍' ଉପରେ କାମ କରୁଛନ୍ତି। ଟିକା ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ବଲିଉଡ୍‌ କୋରିଓଗ୍ରାଫର୍‌

ନୂଆଦିଲ୍ଲୀ: ଖୁବ୍‌ ଶିଘ୍ର ବାହା ହେବେ ଆକ୍ଟର ତଥା କୋରିଓଗ୍ରାଫର୍‌ ପୁନିତ ପାଠକ। କୋରିଓଗ୍ରାଫର, ଆକ୍ଟର ଏବଂ ଖତ୍‌ରୋ ଖେଳାଳି ସିଜନ୍‌ ୯ର ବିଜେତା ପୁନିତ୍‌ ପଠକ ୧୧ ଡିସେମ୍ବର ୨୦୨୦ ରେ ତାଙ୍କ ପ୍ରେମିକା ନିଧିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ଅଗଷ୍ଟ…

ବିଦେଶୀ ଦେଶ ସହ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବାକୁ ଅଷ୍ଟ୍ରେଲିଆ ସଂସଦରେ ବିଲ୍ ପାସ୍; ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ…

ନୂଆଦିଲ୍ଲୀ: ମଙ୍ଗଳବାର ଅଷ୍ଟ୍ରେଲିଆ ସଂସଦରେ ଏକ ବିଲ୍ ପାରିତ ହୋଇଛି ଯେଉଁଥିରେ ବୈଦେଶିକ ନୀତି ଦର୍ଶାଇ ବିଦେଶୀ ଦେଶ ସହ ଚୁକ୍ତିନାମା ବାତିଲ ହୋଇପାରିବ। ଏହା ଅଷ୍ଟ୍ରେଲିଆ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢାଇପାରେ ବୋଲି କୁହାଯାଉଛି। ଚୀନ୍ ପୂର୍ବରୁ ଚେତାବନୀ ଦେଇଥିଲା ଯେ ଏହି ନିୟମ…

ଆକାଶ ପାଠକଙ୍କ ବାବଦରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲିସ, ଖୁବଶୀଘ୍ର ରିମାଣ୍ଡ ଆବେଦନ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲସି । ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟଙ୍କୁ ଅବଗତ କରାଯାଇଛି । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ଜଣାଇଛି କମିଶନରେଟ ପୋଲିସ । ତାଙ୍କୁ ଅଧିକ ପଚରାଉଚରା ପାଇଁ…

ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି କରିବ ପଦଯାତ୍ରା 

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ନାବାଳିକାକୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ  ଦାବି କରୁଛି ବିଜେପି । ଦଳ ଏବେ ନିଷ୍ପତ୍ତି ନେଇଛି ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି…

ଭୁବନେଶ୍ୱର, ପୁରୀ ଓ ସମ୍ୱଲପୁରରୁ ଆଖି ବୁଜିଲେ ୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ଜଣଙ୍କର ମୃତ୍ୟୁ ହୋଇଛି । ୩ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରୁ ଜଣେ ୭୪ବର୍ଷୀୟ ବୃଦ୍ଧ ଓ ଜଣେ ୪୯ ବର୍ଷୀୟ ମହିଳା କରୋନାରେ ମୃତ୍ୟୁବରଣ କରିଛନ୍ତି । Regret…

ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୨୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬୩ଟି । ୨୮ଟି ଜିଲ୍ଲାରୁ ନୂଆ…

ଆମେରିକା: ଏବେ ବି ପରାଜୟକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ୍‌

ୱାଶିଂଟନ୍: ଖୁବ୍‌ ଶୀଘ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ସେ ଏହି ପଦରେ ଜାରି ରହିବେ ବୋଲି ଦାବି କରିଛନ୍ତି। ବ୍ୟୟବହୁଳ ରାଷ୍ଟ୍ରପତି ନିର୍ବାଚନରେ…

ରାସ୍ତା ଉପରେ ଜଳିଗଲା ମାଲ ବୋଝେଇ ଟ୍ରକ

ବଲାଙ୍ଗିର: ବିଚ୍ ରାସ୍ତାରେ ମାଲ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ପୁରା ଟ୍ରକଟି ଜଳିଗଲା । ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୨୬ନମ୍ୱର ଜାତୀୟ ରାଜପଥର ଖମାରମୁଣ୍ଡା ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ…