Latest Odisha News

BREAKING NEWS

ଭାରତରେ ‘କୋଭିସିଲଡ୍’ ଟିକାର ଜରୁରିକାଳୀନ ବ୍ୟବହାର ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ଟିକା ବିକଶିତ କରୁଛି ସେରମ୍ । ଜରୁରୀ ବ୍ୟବହାର କରିବାକୁ କମ୍ପାନୀ ଡ୍ରଗ୍ସ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୭-୧୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୭ ରିଖ ସୋମବାର ବିଛା ୨୨ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର  ଘାତ ବାର-: ମିଥୁନ ରାଶିର    ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି ପୁରୁଷଙ୍କର…

AK Vs AK: ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଟ୍ବିଟର ୱାର !

ମୁମ୍ବାଇ: ଅଭିନେତା ଅନିଲ କପୁର ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର । ପ୍ରଥମେ ସାମ୍ନାକୁ ଆସିଥିବା ମଜାଳିଆ ଟ୍ବିଟ୍ ଧୀରେ ଧୀରେ ସବୁ ସୀମା ପାର କରିଛି । ବ୍ୟକ୍ତିଗତ କଥାକୁ ନେଇ ଦୁହେଁ ଦୁଇ ଜଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଦିଲ୍ଲୀ କ୍ରାଇମ୍…

ଏହି ସମୟରେ ଗଡୁଛି ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର ଠାରୁ ଦିନ ୨ଟା ୧୦ମି. ପରିବର୍ତେ ଦିନ ୦୧ଟା ୪୦ମି. ରେ ଛାଡୁଛି। ଏହି ପରିବର୍ତ୍ତନ ଡିସେମ୍ବର ୫ ତାରିଖଠାରୁ ଏବଂ ରାଉରକେଲା ରେ ରାତ୍ରି ୯ଟାରେ ପହଞ୍ଚୁଛି। ସେହିପରି ରାଉରକେଲାରୁ ସକାଳ…

[ଭିଡିଓ] କ୍ଲାସରୁମ୍‌ରେ କଲେ ବାଲ୍ୟବିବାହ, ଘର ଲୋକେ କଲେ ବିଦା

ଭୁବନେଶ୍ୱର: ଶୁକ୍ରବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଭିଡିଓରେ ଏକ କଲେଜ କ୍ଲାସରୁମ୍‌ରେ ଜଣେ ପୁଅ ଓ ଝିଅ ମଙ୍ଗଳସୁତ୍ର ପିନ୍ଧାଇ ବିବାହ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଭିଡିଓଟି କେଉଁ ଅଚଂଳର ଓ ଏହା କେବେ ସୁଟ୍ ହୋଇଥିଲା ? ଏହି ପ୍ରଶ୍ନର ଉତ୍ତର…

ଓଡ଼ିଶାରୁ ସୁସ୍ଥ ହେଲେ ୫୭୦ କରୋନା ରୋଗୀ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୭୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ବିବାହ ପରେ ଆଦିତ୍ୟ କିଣିଲେ ସ୍ବପ୍ନର ଘର

ମୁମ୍ବାଇ: ନିକଟରେ ବିବାହ କରିଛନ୍ତି ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ବିବାହ ପରେ ସେ ତାଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି । ଶ୍ବେତାଙ୍କୁ ବିବାହ କରିବା ପରେ ଆଦିତ୍ୟ ନିଜ ସ୍ବପ୍ନର ଘର କିଣିଛନ୍ତି । ୫ଟି ବେଡରୁମ୍ ଥିବା ଏହି ଆଲିଶାନ୍ ଫ୍ଲାଟକୁ ଆଦିତ୍ୟ କିଛି ଦିନ ମଧ୍ୟରେ…

ଓବାମାଙ୍କ ହାଇସ୍କୁଲ ଜର୍ସି ଏତେ କୋଟିରେ ବିକ୍ରି: ହେଲା ବିଶ୍ବ ରେକର୍ଡ

ୱାଶିଂଟନ୍: ପୂର୍ବତନ ରାମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଜର୍ସି ୧୨୯,୦୦୦ ଡଲାର ଅର୍ଥାତ୍ ୧ କୋଟି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।୧୯୭୯ରେ ଓବାମା ଏହି ଜର୍ସିକୁ ହବାଇର ପୁନାହୋ ସ୍କୁଲରେ ବାସ୍କେଟବଲ ଖେଳିବା ସମୟରେ ପିନ୍ଧିଥିଲେ । ନିଲାମ କରାଯାଇଥିବା ଏହି ଜର୍ସି ୧ କୋଟି ୪୦ ଲକ୍ଷ…

କରୋନା ଭ୍ୟାକସିନକୁ ନେଇ କେନ୍ଦ୍ରର ଗାଇଡଲାଇନ ମାନିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ରବିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ଏବଂ ଆଗଧାଡିର କର୍ମଚାରୀଙ୍କୁ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଆଜି ୩୧ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୪୦ ଜଣ ସୁସ୍ଥ…