Latest Odisha News

BREAKING NEWS

ଓଡ଼ିଶାରୁ ଆଉ ୬୪୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି…

ନିୟମ ଭାଙ୍ଗି ବିଦେଶୀ ଯୁବତୀଙ୍କ ଜୀବନ ବଂଚାଇଲା ଭାରତୀୟ ହସ୍ପିଟାଲ !

ଠାକୁରପୁର: ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସାମ୍ନାକୁ ଆସିଛି କୋଲକାତାର ଠାକୁରପୁର କ୍ୟାନ୍ସର ହସ୍ପିଟାଲ । ହସ୍ପିଟାଲ ନିମୟ ଭାଙ୍ଗି ବଂଚାଇଲେ ବିଦେଶୀ ଯୁବତୀଙ୍କ ଜୀବନ । ଏହି ଘଟଣା ଯେତିକି ଅନନ୍ୟ, ଡାକ୍ତରଙ୍କ ମହାନତା ସେତିକି ଅବର୍ନନୀୟ । ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲ ନିୟମ…

ଚୀନର‌େ ‌କେହି ଗରିବ ନାହାଁନ୍ତି !

ବେଜିଂ: ଭାରତ, ପାକିସ୍ଥାନ, ଆମେରିକା ଏବଂ ଋଷ ସମେତ ବିଶ୍ୱର ଅନେକ ପ୍ରମୁଖ ଦେଶ ବର୍ତ୍ତମାନ ସମୟରେ କରୋନା ମହାମାରୀର ଶିକାର ହୋଇଛନ୍ତି। ଏଭଳି ସମୟରେ ଚୀନ ଦାବି କରିଛି ଯ‌େ ଦେଶରେ ଆଉ କେହି ଗରିବ ନାର୍ହଁନ୍ତି। ଏହାପୂର୍ବରୁ ୨୦୧୩ ମସିହାରେ ଚୀନ‌ର‌େ ତିନୋଟି ଜିଲ୍ଲା ମଧ୍ୟରୁ ପ୍ରତ୍ୟେକ…

ଟିମ୍ ଇଣ୍ଡିଆର ନୂଆ ଜର୍ସି ପିନ୍ଧିଲେ ଶିଖର ଧୱନ୍‌

ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଦେଖାଇଲେ ଓପନର୍ ଶିଖର ଧୱନ୍ । ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ସିରିଜ୍ ପୂର୍ବରୁ ୩ଟି ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ସହ ମୁହାଁମୁହିଁ ହେବ । ତେବେ ତା ପୂର୍ବରୁ ସାମ୍ନାକୁ ଆସିଛି ଟିମ୍…

ଜାନୁଆରୀରେ ଆରମ୍ଭ ହେବ ସ୍ପୁଟନିକ୍-୫ ଭ୍ୟାକସିନ୍ ଡେଲିଭରୀ, କେତେ ରହିବ ମୂଲ୍ୟ ?

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ଏପରିସ୍ଥିତିରେ ସମସ୍ତଙ୍କ ନଜର ଭ୍ୟାକସିନ୍ ଉପରେ ରହିଛି । କେବେ ମାର୍କେଟକୁ ଆସିବ ଟିକା ? ଟିକାର ମୂଲ୍ୟ କେତେ ରହିବ? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି । ଏପରି ସ୍ଥିତିରେ ଋଷର ସ୍ପୁଟନିକ୍-୫ ଭ୍ୟାକସିନକୁ ନେଇ…

ଦଶନ୍ଧିର ଶ୍ରେଷ୍ଠ ଖେଳାଳି ଦୌଡରେ ଭାରତର କୋହଲି, ଅଶ୍ୱିନ

ନୂଅଦିଲ୍ଲୀ:ଆଇସିସି ପ୍ଲେୟାର ଅଫ ଦି ଡିକେଡ (ଦଶନ୍ଧିର ଶ୍ରେଷ୍ଠ ଖେଳାଳି) ଶର୍ଟ ଲିଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିଛି । ସମୁଦାୟ ୬ଜଣ ଖେଳାଳି ଏହି ଦୌଡରେ ରହିଛି । ଅନ୍ୟମାନେ ହେଲେ ଜୋ ରୁଟ (ଇଂଲଣ୍ଡ), କେନ୍ ୱିଲିୟମସନ…

ମରୁଭୂମିରେ ଠାବ ହେଲା ରହସ୍ୟମୟ ଧାତୁ ଖମ୍ବ !

ଭୁବନେଶ୍ୱର: ବର୍ଷ ୨୦୨୦ର ଅପ୍ରତ୍ୟଶିତ ଯାତ୍ରା ଏବେ ବି ଜାରି ରହିଛି । କରୋନା ମହାମାରୀ ପରେ ବି ଅନେକ ରହସ୍ୟମୟ ରୋଗ ବିଶ୍ୱରେ ଦେଖାଦେଇଛି । ହେଲେ ଏଠି ଆମେ କେଉଁ ରୋଗ ବିଷୟରେ ନୁହେଁ ବରଂ ଏକ ଧାତୁ ଖମ୍ବ ବିଷୟରେ ଚର୍ଚ୍ଚା କରୁଛୁ । ଜାଣି ଆଶ୍ଚର୍ଯ୍ୟ ହେବେ ମରୁଭୂମିରେ ଏକ ବିରାଟକାୟ ଧାତୁ…

ରାଜଧାନୀରେ କମୁଛି ସଂକ୍ରମଣ; ଭୁବନେଶ୍ୱରରେ ୫୩୬କୁ ଖସିଲା ଆକ୍ଟିଭ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଆଉ ୩୪ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ରମାଗତ ୪ଦିନ ହେବ ରାଜଧାନୀରେ ୫୦ ରୁ କମ୍ ମାମଲା ଚିହ୍ନଟ ହେଉଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କପୋରେସନ୍ ଅନୁଯାୟୀ, ୨୪ ଘଣ୍ଟାରେ ଚିହ୍ନଟ ୩୪ ଟି କୋଭିଡ ମାମଲା…

ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ, ୪୩ଟି ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲୀ: ଚୀନ ଉପରେ ମୋଦି ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ । ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍ । ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ଏ ଅନୁସାରେ ସରକାର ବ୍ୟାନ୍ କରିଛନ୍ତି । ଏହି ଆପ ଗୁଡିକ ଦେଶର…

ଗୁଜରାଟ ସୀମାରେ ପାକିସ୍ତାନ ନେଭିର ଅଭ୍ୟାସ

ଅହମ୍ମଦାବାଦ: ଆରବ ସାଗରରେ ଭାରତୀୟ ସୀମା ନିକଟରେ ପାକିସ୍ତାନ ନେଭି ଜୋରଦାର ଅଭ୍ୟାସ କରିଛି । ୫ ଯୁଦ୍ଧ ଜାହଜ ଓ ଗୋଟିଏ ହେଲିକପ୍ଟର ଏଥିରେ ସାମିଲ ହୋଇଥିଲେ । ଭାରତର ଏଜେନ୍ସି ଓ ସୁରକ୍ଷାବଳ ଏଥିନେଇ ଅବଶ୍ୟ ସତର୍କ ଥିଲେ । ଅବଶ୍ୟ ପାକିସ୍ତାନ ସୀମା ଉଲ୍ଲଂଘନ କରିବାର ଦୁଃସାହସ କରି ନ ଥିଲା ।…