Latest Odisha News

BREAKING NEWS

ଫୋନ କରିଥିଲେ ଜୋ ବାଇଡେନ, ଶୁଭେଚ୍ଛା ଜଣାଇଲେ ମୋଦି: ଏସବୁ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋ ବାଇଡେନଙ୍କ ପ୍ରଥମ ଫୋନ କଲ୍ । କଥା ହେଲେ ଦୁଇ ନେତା । ଆମେରିକାର ନିବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନରେ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଦୁଇ…

ସାଧକଙ୍କ ପାଇଁ ଉତ୍କୃଷ୍ଟ ଗଞ୍ଜାମର ମା’ ଶାଙ୍କୁଳାଇ ପୀଠ

ଭୁବନେଶ୍ୱର: ମା ଶାଙ୍କୁଳାଇଙ୍କ ପୀଠ। ପୀଠକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଓସାରିଆ ପିଚୁ ରାସ୍ତା ଅଟେ । ଯେକୌଣସି ଯାନବାହାନ ଯାତାୟତ କରି ପୀଠକୁ ଯିବାରେ ଅସୁବିଧା ନାହିଁ । ମା ଶାଙ୍କୁଳାଇଙ୍କ ପୀଠଟି ଅତ୍ୟନ୍ତ ନିରୋଳା ଓ ମନରୋମ। ଏହା ଭଞ୍ଜପୀଠ ନାମରେ ପରିଚିତ। ସାଧକମାନଙ୍କ ପାଇଁ ଏହି…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ‘କ୍ୟୁଆର ସାମ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘କ୍ୟୁଆର ସାମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଗତକାଲି ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର…

ନଭେମ୍ବର ୨୨ରୁ ଖସିବ ପାରଦ, ବଢିବ ଥଣ୍ଡା; ପାଣିପାଗ ବିଭାଗ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ୨୨ ତାରିଖରୁ ତାପମାତ୍ରା ଖସିବ । ଏହାସହ ରାଜ୍ୟରେ ଶୀତର ମାତ୍ରା ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ…

ବିଧାନସଭା ଶୀତ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ସକାଳ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କୋଭିଡ୍ କଟକଣା ଭିତରେ କିଭଳି ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ସହଯୋଗ ଲୋଡ଼ିବେ ବାଚସ୍ପତି ।…

ଭାରତର ଏହି ସ୍ଥାନରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତୀ

କର୍ଣ୍ଣାଟକ: ଆସ୍ଥା ଓ ଶ୍ରଦ୍ଧାରେ ଭରା ଆମ ଦେଶ ଭାରତ। ଭାରତୀୟ ସଂସ୍କୃତିର ବର୍ତ୍ତାବହ ସାଜିଛନ୍ତି ଏହାର ମନ୍ଦିର ସବୁ। ପ୍ରାୟତଃ ଆମ ଦେଶର ମନ୍ଦିର ଗୁଡିକ କିଛି ନା କିଛି କିମ୍ବଦନ୍ତୀକୁ ନିଜ ଭିତରେ ଚାପି ରଖିଥାନ୍ତି। ରାମାୟଣ ରେ ବର୍ଣ୍ଣିତ କିସ୍କିନ୍ଦା କଥା ପ୍ରାୟ ସଭିଙ୍କର ଉଣା…

ବୌଦ୍ଧ ଜିଲ୍ଲାରୁ ଜବତ ହେଲା ପାଖାପାଖି ୨୦ କିଲୋର ବାରାହା ମାଂସ; ୪ ଗିରଫ

ବୌଦ୍ଧ: ଥମିନି ନିରିହ ବନ୍ୟଜନ୍ତୁ ଶିକାର। ସରକାରଙ୍କ ବିଭିନ୍ନ କଟକଣା ସତ୍ତ୍ୱେ ପ୍ରତିଦିନ ଏଭଳି ଘଟଣା ମାନ ସମ୍ନାକୁ ଆସୁଛି। ମଙ୍ଗଳବାର ଦିନ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଅଞ୍ଚଳର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ୧୯କିଲୋଗ୍ରାମ ବାରାହା ମାଂସ ଜବତ କରିଛି ବନ…

ଶ୍ରୀମନ୍ଦିରର ଭୁଲ ଫୋଟୋ ଦେଇ ଅଡ଼ୁଆରେ IRCTC; ଥାନାରେ ମାମଲା

ଭୁବନେଶ୍ୱର: ଅଡ଼ୁଆରେ IRCTC। IRCTC ବିଜ୍ଞାପନରେ ପୁରୀ ଶ୍ରୀମନ୍ଦିର ଭୁଲ୍ ଫଟୋ ପ୍ରକାଶ କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନାନୁସାରେ,ଏକ ବିଜ୍ଞାପନରେ ପୁରୀ ଶ୍ରୀମନ୍ଦିରର ଭୁଲ୍ ଫୋଟୋ ଦିଆଯାଇଥିବାରୁ IRCTC ବିରୋଧରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଏନେଇ ଶ୍ରୀମନ୍ଦିର…

ହେମଗିରି ବ୍ଲକରେ ୱାଡି ପ୍ରକଳ୍ପର ଶୁଭାରମ୍ଭ; ୨୨ ଏକର ଜମିରେ ଆମ୍ବ ଓ ଲେମ୍ବୁ ଚାଷ

ସୁନ୍ଦରଗଡ଼: ହେମଗିରି ବ୍ଲକର ଲାଇକେରା ପଞ୍ଚାୟତରେ ମଙ୍ଗଳବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ ଏହାର ଉଦଘାଟନ କରିଛନ୍ତି। ୧୧ ଜଣ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୮-୧୧୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୮ ରିଖ ବୁଧବାର ବିଛା ୩ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର     ଘାତ ବାର-: କର୍କଟ ରାଶିର      ଘାତ ଚନ୍ଦ୍ର:- ତୁଳା, କୁମ୍ଭ ରାଶି ପୁରୁଷ ଓ…