ଆମିର ଖାନଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଶାହରୁଖ !
ମୁମ୍ବାଇ: ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର ଖାନ । ଶେଷଥର ପାଇଁ ଫିଲ୍ମ ଠଗ୍ସ୍ ଅଫ୍ ହିନ୍ଦୁସ୍ତାନରେ ନଜର ଆସିଥିଲେ । ଚଳିତବର୍ଷ ବି ଏହି ଅଭିନେତାଙ୍କ ଫିଲ୍ମ ଲାଲ୍ ସିଂ ଚଢା ଡିସେମ୍ବର ମାସରେ ରିଲିଜ୍ ହୋଇଥାନ୍ତା । ହେଲେ କରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ୍ ଡେଟ୍ ଆସନ୍ତା…