Latest Odisha News

BREAKING NEWS

ଏଥର ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଭର୍ଚୁଆଲ୍ ଆୟୋଜନରେ ସାମିଲ୍‌ ହେବେ ୫୦ରୁ ଅଧିକ ଦେଶ

ନୂଆଦିଲ୍ଲୀ: ଡିସେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ଏକ ଭର୍ଚୁଆଲ୍ ଢଙ୍ଗରେ ଆୟୋଜିତ ହେବ। ଏହା ଆଇଏମ୍‌ସିର ଚତୁର୍ଥ ସଂସ୍କରଣ ହେବ। ଦୂରସଂଚାର ବିଭାଗ ଏବଂ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI) ତରଫରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି…

୧୬୦ କାର୍ଟୁନ ଅଣ୍ଡା ଚୋରି କରିବା ଅଭିଯୋଗରେ ଜଣେ ଗିରଫ

କଟକ: ଅଣ୍ଡା ଚୋରି କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥିସହିତ କ୍ରାଇମ କରିବା ପାଇଁ ବ୍ୟବହୃତ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅବଦୁଲ ରଜକ ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନରୁ କେହି ୧୬୦ କାର୍ଟୁନ ଅଣ୍ଡା ଚୋରି କରିଥିବା…

ଆଲୋକ ସିଂ ହେଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ନୂତନ ସିଇଓ

ନୂଆଦିଲ୍ଲୀ: ଆଲୋକ ସିଂ ସୋମବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ବିବୃତ୍ତିରେ କହିଛି ଯେ ଏୟାର ଟ୍ରାଫିକ ଏବଂ ଭ୍ରମଣ କ୍ଷେତ୍ରରେ ସିଂଙ୍କର ତିନି ଦଶନ୍ଧିର ଅଭିଜ୍ଞତା ରହିଛି। ସେ ଏୟାର…

ରିପବ୍ଲିକ ଟିଭିର ଆଉ ଜଣେ ଅଧିକାରୀ ଗିରଫ

ମୁମ୍ବାଇ: ଗିରଫ ହେଲେ ରିପବ୍ଲିକ ଟିଭିର ଆଉ ଜଣେ ବଡ ଅଧିକାରୀ । ଟିଆର୍‌ପି ସ୍କାମ ମାମଲାରେ ଆଜି ସକାଳେ ଆଉ ଜଣେ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ ଉଠାଇ ନେଇଛି । ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରି ତାଙ୍କୁ କୋର୍ଟରେ ହାଜର କରିଛି। ତେବେ…

ନିଜ ପ୍ରଚାର ପାଇଁ ୱେବ୍‌ସାଇଟ୍ ଲଂଚ କଲେ ଅଭିନେତ୍ରୀ ଜରିନ୍ ଖାନ !

ମୁମ୍ବାଇ: ଚଳିତବର୍ଷ ପରସ୍ପର ସହ ସମ୍ପର୍କ ରଖିବା ଲାଗି ଡିଜିଟାଲ୍ ଟେକ୍ନୋଲଜି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖାସ କରି କରୋନା ଲକ୍‌ଡାଉନ୍ ଭଳି ପରିସ୍ଥିତି ପାଇଁ ଡିଜିଟାଲାଇଜେସନ୍‌ରେ ବହୁ ଉନ୍ନତି ହୋଇଛି । ଏପରି ସ୍ଥିତିରେ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ରହିବା ପାଇଁ ବଲିଉଡ…

ଫଟୋସୁଟ୍ ବେଳେ ଅଘଟଣ; ନଦୀରେ ବୁଡ଼ି ଦମ୍ପତି ମୃତ

ହାଇଦ୍ରାବାଦ: ବିବାହ ପୂର୍ବରୁ ଦମ୍ପତି ମାନଙ୍କ ମଧ୍ୟରେ ପ୍ରି-ଓ୍ବେଡିଂ ଫଟୋ ସୁଟିଂ କରିବା ଏକପ୍ରକାର ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରି-ଓ୍ବେଡିଂ ଫଟୋ ସୁଟ କରିବାକୁ ଯାଇ ମହିଶୂରର ଏକ ଦମ୍ପତିଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି। ହେଲେ ସୁଟିଂ ସମୟରେ ନଦୀରେ ବୁଡ଼ିଯିବା କାରଣରୁ ଏହି…

ଅଭିନେତା ପ୍ରଭାସଙ୍କ ଫଟୋ ଭାଇରାଲ୍ !

ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ…

ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର୍ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଲେ ଗୁଜୁରାଟର ୬ ବର୍ଷର…

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। ଅନେକ ଅନନ୍ୟ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଦକ୍ଷତା ବଳରେ ଆଗକୁ ଆସିପାରିଛନ୍ତି। ଦେଶରେ ସେହିଭଳି ଆଉ ଏକ ଅନନ୍ୟ ପ୍ରତିଭାର ଜ୍ଵଳନ୍ତ ଉହାହରଣ ଦେଖିବାକୁ ମିଳିଛି। ୬ ବର୍ଷ ବୟସର ଦ୍ୱିତୀୟ ବର୍ଷର ଛାତ୍ର ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କୁ…

୭ମ ରାଉଣ୍ଡ: ବାଲେଶ୍ୱରରେ ଆଗକୁ ବଢ଼ିଲା ପଦ୍ମ

ବାଲେଶ୍ୱର: ବିଜେଡିକୁ ପଛର ପକାଇଲା ବିଜେପି । ବାଲେଶ୍ୱର ସଦରରେ ବିଜେଡିକୁ ୭ମ ରାଉଣ୍ଡରେ ବି ପଛରେ ପକାଇଲା ବିଜେପି । ୭ମ ରାଉଣ୍ଡ ସୁଦ୍ଧା ବିଜେପିର ମାନସ ଦତ୍ତ ୪୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ବିଜେପି ୩୨୩୬ ଭୋଟରେ ଆଗୁଆ ଥିବା ବେଳେ ବିଜେଡି କୁ ୩୧୮୮ ଭୋଟ ମିଳିଛି ।

ବଲିଉଡ ମୁହାଁ ହେଲେ ତନୁଶ୍ରୀ ଦତ୍ତା !

ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍‌ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ । ଏହି ଘଟଣା ପରଠୁ…