Latest Odisha News

BREAKING NEWS

ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଲା ସେନା, ପ୍ରସ୍ତୁତ କଲା ନିଜସ୍ୱ ଆପ ସାଇ

ନୂଆଦିଲ୍ଲୀ:ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଛି ସେନା । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ମେସେଜିଂ ଆପ୍ ପ୍ରସ୍ତୁତ କରାଯାଇଛି । ଏହାର ନାମ ରଖାଯାଇଛି ସିକ୍ୱୋର ଆପ୍ଲିକେଶନ ଫର ଇଂଟରନେଟ (ସାଇ) । ଭଏସ, ଟେକ୍ସଟ, ଭିଡିଓ କଲିଂ ଓ ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନର ସୁବିଧା ରହିଛି ।…

ହୀରୋପନ୍ଥୀ-୨ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ତାରା ସୁତାରିଆ

ମୁମ୍ବାଇ: ହୀରୋପନ୍ଥୀ-୨ର ନିର୍ମାତା ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ଏହି ଫିଲ୍ମ ପାଇଁ ହିରୋଇନ ଚୟନ କରିଛନ୍ତି । ଟାଇଗର ଶ୍ରଫଙ୍କ ସହ ତାରା ସୁତାରିଆ ଫିଲ୍ମରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ବର୍ଷ ଆରମ୍ଭରେ ନିର୍ମାତା ସାଜିଦ ନାଡିୟାଡୱାଲ ସଫଳ ଫିଲ୍ମ ହୀରୋପନ୍ଥୀର ସିକ୍ୱେଲ…

ଭାରତରେ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଗେମିଂ ଆପ୍ ପବଜି ମୋବାଇଲ୍ ଓ ମୋବାଇଲ୍ ଲାଇଟ୍ ଆପକୁ ଶୁକ୍ରବାର ଠାରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହେବାକୁ ଯାଉଛି । ଏନେଇ ଘୋଷଣା କରିଛି ଟେନସେଣ୍ଟ କମ୍ପାନୀ । ପ୍ରାପ୍ତ ସୂଚନାନୁଯାୟୀ, ଯେଉଁ ବ୍ୟକ୍ତି ମାନେ ପବଜି ଗେମକୁ ମୋବାଇଲରେ ପୂର୍ବରୁ ଡାଉନଲୋଡ୍ କରି…

ନିଜ ଗାଡି ଚୋରି କରି ମାଲିକ ଗିରଫ !

ଉତ୍ତରପ୍ରଦେଶ: ନୋଏଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଭିନବ ଉପାୟରେ ଚୋରି ହୋଇଥିଲା ଏକ ସେକେଣ୍ଡ ହ୍ୟାଣ୍ଡ ଗାଡି । ହେଲେ ଚୋରି ଗାଡିର ମାଲିକ ଓ ଚୋର ସେହି ଗୋଟିଏ ବ୍ୟକ୍ତି । ତଥାପି ପୋଲିସ ତାଙ୍କୁ ଗିରଫ କରିଛି । ହେଲେ କାହିଁକି ? ମାର୍ଚ୍ଚ ମାସରେ ଏକ ଅନ୍‌ଲାଇନ୍ ବିଜ୍ଞାପନ…

ବିଜେଡି ପାଇଁ ତିର୍ତ୍ତୋଲରେ ଭୋଟ୍ ମାଗିବେ ଦାମୋଦର ରାଉତ

ଭୁବନେଶ୍ୱର: ବିଜେଡି ପାଇଁ ପ୍ରଚାର କରିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ୍ ମାଗିବେ । କାଲି ସେ ତିର୍ତ୍ତୋଲ ଯିବେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବିଜେଡିକୁ ଭୋଟ ଦେବା ପାଇଁ…

ମୋବାଇଲ୍‌ ଲକ୍ ଫିଟାଇବା ପାଇଁ ହତ୍ୟା କରି ଆଙ୍ଗୁଠି କାଟିନେଲା ହତ୍ୟାକାରୀ

ନୂଆଦିଲ୍ଲୀ: ଜଣେ ରୁଷୀୟ ବୈଜ୍ଞାନିକ ତଥା ମଡେଲ୍‌ଙ୍କ ମୃତଦେହ ତାଙ୍କ ରହୁଥିବା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ହତ୍ୟାକରୀ ସାଙ୍ଗରେ ମହିଳାଙ୍କ ହାତର ଆଙ୍ଗୁଠି କାଟି ନେଇଯାଇଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ ମହିଳା…

ସାବଧାନ ! ଓଡ଼ିଶାରେ କରୋନାର ପୁନଃ ସଂକ୍ରମଣ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ରି-ଇନଫେକ୍ସ (ପୁନଃ ସଂକ୍ରମଣ) ମାମଲା ସାମନାକୁ ଆସିଛି । ଆଇଏଲଏସରେ କୋଭିଡ୍ ଟେଷ୍ଟ ହୋଇଥିବା କିଛି ଲୋକଙ୍କ ମଧ୍ୟରୁ ୩-୪ ଜଣଙ୍କର ପୁନଃ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନସେସ୍ ବା…

ଦୀପାବଳି ପରେ ରାଜ୍ୟରେ ଖୋଲିବ କି ସ୍କୁଲ !

ଭୁବନେଶ୍ୱର: ଦିପାବଳୀ ପରେ ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ସସପେନ୍ସ ଲାଗି ରହିଛି । ଏନେଇ ସରକାର ବିଚାରବିମର୍ଶ ଚଳାଇଛନ୍ତି । କୌଣସି ନିଷ୍କର୍ଷ ହୋଇ ନାହିଁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୂଜା ଛୁଟି ଯାଏ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ କେବେ…

୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ନିର୍ବାଚନ ହେବ; ଦ ସେଣ୍ଟର ଫର୍‌ ରେସ୍‌ପନ୍‌ସିଭ୍‌…

ନୂଆଦିଲ୍ଲୀ: ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ଗତ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଏହା ଦୁଇ ଗୁଣ ମହଙ୍ଗା। ଏକ ଅନୁସନ୍ଧାନ ଗୋଷ୍ଠୀର ଆକଳନ ଅନୁଯାୟୀ ଏହି ନିର୍ବାଚନର ମୋଟ ମୂଲ୍ୟ ୧୪ ବିଲିୟନ ଆମେରିକୀୟ ଡଲାରକୁ ଯାଇପାରେ।…

‘ଆରୋଗ୍ୟ ବନ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ଅଭିମୁଖେ ଗସ୍ତ କରିଥିଲେ। ସେଠାରେ ସେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ…