Latest Odisha News

BREAKING NEWS

ଟ୍ରେନ ଭିତରେ ଆପଣଙ୍କୁ ମିଳିବ ମାଗଣା ‘ୱାଇଫାଇ’, ଜାଣନ୍ତୁ କେବେଠୁ ପାଇବେ ଏହି ସୁବିଧା !

ନୂଆଦିଲ୍ଲୀ: ବିଭିନ୍ନ ରେଳବାଇ ପ୍ଲାଟଫର୍ମରେ ଆପଣ ରେଲୱେ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ପାଇପାରୁଛନ୍ତି । କେବଳ ପ୍ଲାଟଫର୍ମ ନୁହେଁ ଆଉ କିଛିଦିନ ପରେ ଆପଣ ଟ୍ରେନ ଭିତରେ ମଧ୍ୟ ଏହି ୱାଇଫାଇ ସୁବିଧା ପାଇପାରିବେ । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ ସୂଚନା…

ଏବେ ଅନଲାଇନରେ ମିଳିଯିବ ସାର୍ଟିଫିକେଟ୍ ସହିତ ମାର୍କସିଟ୍ !

ଭୁବନେଶ୍ୱର: ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ଏବେ ସାର୍ଟିଫିକେଟ ଓ ମାର୍କସିଟ୍ ଲାଗି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗରେ ଛିଡ଼ା ହେବାକୁ ପଡ଼ିବନି । ଏବେ ସମସ୍ତ ୟୁନିଭର୍ସିଟି ମାର୍କସିଟ୍ ଏବଂ ସାର୍ଟିଫିକେଟ ଅନଲାଇନରେ ମିଳିଯିବ । ଆସନ୍ତା ଶିକ୍ଷାବର୍ଷ ଠାରୁ ଅନଲାଇନ ମାଧ୍ୟମରେ…

ବରିଷ୍ଠ ଆଇପିଏସ୍ ଅଧିକାରୀ ଡ଼ି.ଏସ. କୁଟେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟେଙ୍କୁ ବୁଧବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି । ୧୯୯୭ ବ୍ୟାଚର ଏହି ଆପିଏସ୍ ଅଧିକାରୀ ଏପ୍ରିଲ୍ ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଭାବେ କାର୍ଯ୍ୟ ନିର୍ବାହ…

ସ୍ୱାମୀ ସରପଞ୍ଚ

ସ୍ୱାମୀ ସରପଞ୍ଚ ଜ୍ୟୋତି ପ୍ରକାଶ ମହାପାତ୍ର ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା ପଞ୍ଚାୟତ ଅଧିକାରୀଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା…

ରାଜଧାନୀରେ ଏବେ ଭୋକିଲାଙ୍କ ଭୋକ ମେଣ୍ଟାଇବ ‘ହାପି ଫ୍ରିଜ’, କିପରି ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀର ରାସ୍ତା କଡରେ ରଖାଯାଇଛି ଏକ ଫ୍ରିଜ । ଯେଉଁଥିରେ ରହିଛି ଭଳିକି ଭଳି ଖାଇବା ଜିନିଷ । କିଛି ଲୋକ ଖାଇବା ରଖିଦେଇ ଯାଉଛନ୍ତି ଆଉ କିଛି ଲୋକ ଏହାକୁ ଖୋଲି ଆଣି ମନ ଆନନ୍ଦରେ ଖାଉଛନ୍ତି। ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି କି ? ବୁଝିବାକୁ ଟିକିଏ ଅଡୁଆ ହେଉଛି କି? ଆମେ…

ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ତଥା ସମ୍ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଣ୍ଟନ କରାଯିବ । ଏତଦବ୍ୟତୀତ ସୋଭରେନ…

ସୌରଭ ଗାଙ୍ଗୁଲି ହେଲେ ‘ବିସିସିଆଇ’ ସଭାପତି

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ…

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ଵର: ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହେବାକୁ ଯାଉଛି। ଯାହାର ବ୍ୟାବସାୟିକ ଆକାର ପାଖାପାଖି ୫୩୦ ବିଲିୟନ୍ ଡଲାର ଅଥବା ପ୍ରାୟ ୩୭୫୮ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ…

ବଜ୍ରପାତ ସହ ବର୍ଷା ଆଶଙ୍କା: ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ରାୟଗଡ, ଗଞ୍ଜାମ, ଗଜପତି, କୋରାପୁଟ, ପୁରୀ, ଖୋର୍ଦ୍ଧା…

କଦଳୀଫୁଲ ଭଲ କରିବ ମଧୁମେହ !

ଭୁବନେଶ୍ୱର: ମଧୁମେହ ରୋଗୀଙ୍କ ପାଇଁ କଦଳୀଫୁଲ ଏକ ବରଦାନ ସଦୃଶ। କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଦ୍ୱାରା ଶରୀରରେ ସର୍କରା ସ୍ତର କମ୍‌ ହୁଏ। ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ସମସ୍ୟାର…