Latest Odisha News

BREAKING NEWS

ବିଜେପୁର ଉପ-ନିର୍ବାଚନ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟିଲେ ଡ଼ିଜିପି

ବରଗଡ଼: ବିଜେପୁର ଉପ-ନିର୍ବାଚନ ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ବୁଧବାର ଦିନ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଓଡ଼ିଶା ପୋଲିସ…

ବିମାନ ବନ୍ଦରରେ ପଡିରହିଛି ସହିଦଙ୍କ ମରଶରୀର, ଧାରଣାରେ ପରିବାର ଲୋକ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ବୀର ସହିଦ ଯବାନ ପ୍ରବୀର ନାୟକଙ୍କ ମର ଶରୀର । ଓଡ଼ିଶାର ଏହି ବୀରପୁତ୍ରଙ୍କ ମର ଶରୀରକୁ ସମ୍ମାନ ଜଣାଇବା ପାଇଁ ବିମାନବନ୍ଦରରେ କୌଣସି ନେତା କି ମନ୍ତ୍ରୀ ଉପସ୍ଥିତ ନଥିବା ବେଳେ ମର୍ଯ୍ୟାଦାର ସହ ବୀରଙ୍କ ମର ଶରୀରକୁ ନେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଣସି…

ରାୟଗଡ଼ାରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଯୁବକ ଗିରଫ

ରାୟଗଡ଼ା: ସର୍ବସାଧାରଣରେ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଚିରିବା ସହିତ ପୋଡ଼ିଦେବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଏହି ଯୁବକ ଜଣକ ଏସମ୍ପର୍କିତ ଏକ ଭିଡ଼ିଓକୁ ମଧ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲିା ଟିକିରି ଥାନା ଅନ୍ତର୍ଗତ ତଥା…

କଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଆହତ

କଟକ: କଟକ ଜିଲ୍ଲାର ଉପକଣ୍ଠସ୍ଥ ୧୬ ନଂ ଜାତୀୟ ରାଜପଥର ପ୍ରତାପ ନଗରୀ ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ ଅନ୍ୟ ଏକ ବସକୁ ଧକ୍କା ଦେବା ଫଳରେ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ୨ଟି ଘରୋଇ ବସ୍ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ଗୋଟିଏ…

କେନ୍ଦୁଝରରୁ ୮ ମାଙ୍ଗାନିଜ ଲୁଟେରା ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସ୍ଥିତ ରାଗୁଡା ଥାନା ଅନ୍ତର୍ଗତ କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ ଚୋରୀ କରିବା ଅଭିଯୋଗରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ମାଙ୍ଗାନିଜ ଚାଲାଣ ନେଇ ବୁଧବାର ଦିନ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ଅଞ୍ଚଳରେ ଚଢାଉ କରିବା…

ଖୋର୍ଦ୍ଧାରେ ହାତୀ ଆତଙ୍କ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗ୍ରାମ ନିକଟରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ମଧ୍ୟକୁ ପାଖାପାଖି ୯ରୁ ଅଧିକ ହାତୀ ପଲ ପ୍ରବେଶ କରିବା ସହ ଫସଲ ନଷ୍ଟ କରିଥିଲେ । ସେହି ହାତୀ ପଲ ମଧ୍ୟରୁ ଗୋଟିଏ…

ଦୁର୍ଗାମେଢ଼ ଭସାଣୀ ସମୟରେ ଅଘଟଣ: ନଦୀରେ ବୁଡି ୧୦ ମୃତ

ଢୋଲପୁର: ରାଜସ୍ଥାନର ଢୋଲପୁରଠାରେ ମଙ୍ଗଳବାର ଦିନ ଦୁର୍ଗାପୂଜା ଭସାଣି ସମୟରେ ଘଟିଛି ଏକ ବଡ଼ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ରାଜସ୍ଥାନ ଢୋଲପୁରର ପାର୍ବତୀ…

ଜାଣନ୍ତୁ, ବାୟୁସେନା ପାଇଁ କାହିଁକି ଖାସ୍ ଲଢୁଆ ରାଫେଲ୍…

ନୂଆଦିଲ୍ଲୀ: ଏୟାରଫୋର୍ସର ୮୭ତମ ପ୍ରତିଷ୍ଠା ଅବସରରେ ବାୟୁସେନାରେ ସାମିଲ ହୋଇଛି ରାଫେଲ୍ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି । ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ରପୂଜା ପରେପରେ ୨ଟି ସିଟ୍…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୫)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଆଜି ମହାମାୟାଙ୍କ ଭସାଣୀ ଉତ୍ସବ, ଟ୍ୱିନସିଟିରେ ଜୋରଦାର ପ୍ରସ୍ତୁତି

କଟକ/ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାକୁ ନେଇ ଟ୍ୱିନ୍ ସିଟିରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କଟକରେ ମଧ୍ୟ ଭସାଣୀ ଉତ୍ସବ ଲାଗି କମିସନରେଟ ପୋଲିସ…