Latest Odisha News

BREAKING NEWS

ବିନା ମାଟିରେ ଚାଷ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଜନସଂସ୍କୃତି ଆଉ କୃଷି ପରସ୍ପରର ପରିପୂରକ । କୃଷି ଆଉ କୃଷକର ସାଥ ବିନା ଖାଦ୍ୟ ସାରା ଦୁନିଆ ପାଇଁ ଏକ ସ୍ୱପ୍ନ ପ୍ରାୟ । ମଣିଷ ଯଦି କାଲି ବଂଚିବା ପାଇଁ କିଛି ନୂଆ ସମ୍ଭାବନା ଦେଖେ ତାହେଲେ କୃଷି ବିନା ଏସବୁ…

ଦେଖନ୍ତୁ ଭିଡ଼ିଓ; ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଯାଜପୁର: ଧରବତାରଣ କରିଛନ୍ତି ଜଗତଜନିନୀ ମାଆ ଦୁର୍ଗା। ସବୁଠି ଚାଲିଛି ତାଙ୍କର ଷୋଡଶ ପୂଜା ଉପଚାର। ଗଗନ ପବନ ପୁଲକିତ । ମାଆଙ୍କ ଆଗମନରେ ପ୍ରକମ୍ପିତ ହେଉଛି ଧରାପୃଷ୍ଠ। ଏହି ଶାରଦୀୟ ପୂଜା ଅବସରରେ ଆଜି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ପାଳନ ହୋଇଛି ମହାଷ୍ଟମୀ ପୂଜା ।…

[ଭିଡିଓ] ବିଧାୟକ ବାହିନୀପତି ସାଜିଲେ କଳାକାର

ଭୁବନେଶ୍ୱର: ରାଜନେତାଙ୍କର କେତେ ରୂପ । ତେବେ ଏଠି କାହାକୁ ଆକ୍ଷେପ କରାଯାଇନି, ବରଂ ଓଡିଶାର ଜଣେ ବିଧାୟକଙ୍କ ଅନ୍ୟତମ ପ୍ରତିଭା ବିଷୟରେ ଉଲ୍ଲେଖ ହୋଇଛି । କୋରାପୁଟ, ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ଅନେକ ଥର ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏଥର ସେ କଳାକାର ସାଜି ଏକ ଭଜନ…

ବଲିଉଡରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ଏନସିବିର ପ୍ରସ୍ତୁତି !

ମୁମ୍ବାଇ: ନାରକୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ଡାଇରେକ୍ଟର ରାକେଶ ଅସ୍ଥାନା ଚୁପଚାପ ମୁମ୍ବାଇ ଯାଇ ତଦନ୍ତ କରି ଆସିବା ପରେ ବଲିଉଡରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ କେସର ତଦନ୍ତ ବେଳେ ଏନସିବି ବଲିଉଡର ଡ୍ରଗ୍ସ ର‌୍ୟାକେଟ କାର୍ଯ୍ୟ…

ଡକାୟତି ପାଇଁ କରୁଥିଲେ ପ୍ଲାନ; ଧରିନେଲା ପୋଲିସ

ପୁରୀ: ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗୁରୁବାର ଦିନ ତାଲାବାଣିଆ ଅଞ୍ଚଳର ଏକ ସ୍ଥାନରୁ ପାଞ୍ଚଜଣ ଅସାମାଜିକ ଲୋକଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ମାନର ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଏମାନଙ୍କୁ ରେଡ଼ ହ୍ୟାଣ୍ଡେଲଡ଼ ଧରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ…

ହାପି ବାର୍ଥ ଡେ ପ୍ରଭାସ

ନୂଆଦିଲ୍ଲୀ: ଆଜି ହେଉଛି 'ବାହୁବଲୀ' ଅର୍ଥାତ୍‌ ପ୍ରଭାସଙ୍କ ଜନ୍ମଦିନ। ୧୯୭୯ ମସିହା ଅକ୍ଟୋବର ୨୩ରେ ପ୍ରଭାସଙ୍କ ଜନ୍ମ। ସେ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଜଗତ ସହିତ ବଲିଉଡ୍‌ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। ଦେଶ ବିଦେଶ ତାଙ୍କର…

ହୃଦଘାତର ପୀଡିତ ହରିୟାଣା ହୁରିକେନ୍ କପିଲ ଦେବ, ହସ୍ପିଟାଲରେ ଭର୍ତ୍ତି !

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱବିଜେତା ଅଧିନାୟକ ତଥା ଲିଜେଣ୍ଡାରୀ କ୍ରିକେଟର୍ କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନ୍‌ଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି…

ଦଶପଲ୍ଲା ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ ବାହାରିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ନିକଟ…

ବଲିଉଡରେ ଅଲ୍‌-ରାଉଣ୍ଡର ହେବାକୁ ଚାହୁଁଛନ୍ତି କାର୍ତ୍ତିକ !

ମୁମ୍ବାଇ: ସୋନୁ କେ ଟିଟୁ କି ସ୍ୱିଟି ହେଉ କି ପ୍ୟାର୍ କି ପଂଚନାମା । ବଡ ପରଦାରେ ଲୋକେ କାର୍ତ୍ତିକଙ୍କୁ ପସନ୍ଦ କରିବା ପରଠାରୁ ତାଙ୍କ ଚାହିଦା ଆକାଶଛୁଆଁ । ତାଜା ସ୍ଥିତିରେ ଏହି ଅଭିନେତାଙ୍କ ହାତରେ ଅଧା ଡଜନ ଭଳି ଫିଲ୍ମ ରହିଛି । ଏତିକି ଫିଲ୍ମର ସୁଟିଂ ନସରୁଣୁ ତାଙ୍କ ପାଖକୁ ଏକ ଥ୍ରୀଲର୍…

୧୦୧ ବର୍ଷ ବୟସରେ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କର ଲସ୍‌ ଏଞ୍ଜେଲସରେ ୧୦୧ ବର୍ଷ ବୟସରେ ପରଲୋକ ହୋଇଛି। ମାର୍ଜ ୱାଲ୍ଟ ଡିଜ୍‌ନି ପ୍ରସିଦ୍ଧ ସ୍ନୋ ହ୍ୱାଇଟ୍‌ ଏବଂ ସେଭେନ୍ ଡ୍ବାର୍ଫସ୍‌ରେ ଜଣେ ମଡେଲ୍ ଥିଲେ। ମାର୍ଜ ଏବଂ ଆମେରିକାନ୍‌ ଆକ୍ଟର ଗୋଭର୍‌ଙ୍କ…