Latest Odisha News

BREAKING NEWS

୪୦ ଫୁଟ ତଳକୁ ଖସିଲା ବସ୍, ୫ ମୃତ ଓ ୩୫ ଆହତ

ମହାରାଷ୍ଟ୍ର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜ ଉପରୁ ୪୦ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୫ ଜଣ । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ଓ ତିନି…

ଅବପାତର ରୂପ ନେବ ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ଘନୀଭୁତ ହୋଇପାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଧୀରେ ଧୀରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଆନ୍ଧ୍ର ଉପକୂଳରେ ଏହା ଘନୀଭୂତ ହୋଇ ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହେବ । ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ…

ବିଶ୍ୱ କରୋନା ମିଟର: ୨୪ ଘଣ୍ଟାରେ ୩.୮୬ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ପ୍ରାୟ ଚାରି ଲକ୍ଷ କରୋନା ମାମଲା ବୃଦ୍ଧି ପାଉଥିବ‌ା ଦେଖିବାକୁ ମିଳିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩.୮୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ…

ପୋଲିସ ସହିଦ ସ୍ମୃତି ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ କରାଯାଉଛି ୬୧ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ ସହିଦ ପୋଲିସ କର୍ମଚାରୀଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶମାତୃକା ପାଇଁ…

ବିଦେଶରେ ପୁଣି ମୁକ୍ତିଲାଭ କରିବ ‘ବାହୁବଳୀ-୨’

ନୂଆଦିଲ୍ଲୀ: ପୁଣି ଥରେ ଆମେରିକାରେ ରିଲିଜ୍‌ ହେବ ବାହୁବଳୀ-୨। ବାହୁବଳୀ-୨ ହିନ୍ଦୀ ସିନେମା ଜଗତର ଏକ ସଫଳ ଚଳଚ୍ଚିତ୍ର। ତେବେ ଏହାର ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ବାହୁବଳୀ-୨କୁ ପୁଣି ଥରେ ଆମେରିକାରେ ରିଲିଜ୍‌ କରାଯିବ। ପ୍ରଭାସଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‌ ଅକ୍ଟୋବର ୨୩ରେ ଏହା…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର୍‌ଆଣ୍ଡବି ଡିଭିଜନ-୫ର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ତାଙ୍କ ନାଁ ସାରଦା ପ୍ରସାଦ ଗୌଡ଼ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି । ସାରଦା ପ୍ରସାଦ ଗୌଡ଼ଙ୍କ ଭୁବନେଶ୍ୱର ଗଙ୍ଗନଗରରେ…

ଆଜି ସେଓ ଦିବସ; କାହିଁକି ପାଳନ ହୁଏ ଏହି ଦିନ ଏବଂ କଣ ଏହାର ଉଦ୍ଦେଶ୍ୟ ଜାଣନ୍ତୁ

ଆଜି ହେଉଛି ‘ସେଓ ଦିବସ’। ପ୍ରଥମେ ଗ୍ରେଟ୍‌ ବ୍ରିଟେନ୍‌ରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ସେଓର ଉତ୍ପତ୍ତି କାଜାଖସ୍ତାନରେ। ଖ୍ରୀଷ୍ଟପୂର୍ବ ୬୫୦୦ରେ ପ୍ରଥମେ ଜଙ୍ଗଲୀ ସେଓକୁ ଉଦ୍ୟାନ କୃଷିରେ ପରିଣତ କରାଯାଇଥିଲା। ଏହି ଗଛ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ। ଏହା ପ୍ରାଚୀନ ଗ୍ରିକ୍‌ ଓ…

୨୪ ଘଣ୍ଟାରେ ୫୪ ହଜାର ନୂଆ ଆକ୍ରାନ୍ତ, ୬୧ ହଜାର ସୁସ୍ଥ, ୭୧୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ ଆକ୍ରାନ୍ତଙ୍କ କମ୍ ଚିହ୍ନଟ ହେଉଛନ୍ତି । ସୁସ୍ଥ ହେଉଛନ୍ତି ଅଧିକ । ମୃତ୍ୟୁସଂଖ୍ୟା ବି କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୫୪ ହଜାର ୪୪ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬ ଲକ୍ଷ ୫୧…

ଲଘୁଚାପ ନେଇପାରେ ଡିପ୍ରେସନ୍ ରୂପ, ଓଡ଼ିଶାର ଏସବୁ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଇପାରେ ଡିପ୍ରେସନର ରୂପ । ଏବେ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଣ୍ଟାରେ ଓ୍ୱେଲ ମାର୍କଡ ଲୋକ ପ୍ରେସରରେ ପରିଣତ ହେବ । ଧୀରେ ଧୀରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ଲଘୁଚାପ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ…

ଜମିବାଡ଼ି ବିବାଦରୁ ତୀର ମାଡ଼, ଜଣେ ମୃତ

ରାଇରଙ୍ଗପୁର: ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁକୁଡିମଣ୍ଡି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ କୁକୁଡିମଣ୍ଡି ଗାଁର ସମରା ଦେହୁରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି…