Latest Odisha News

BREAKING NEWS

ଇରାନ୍‌ ଓ ଆମେରିକା ମଧ୍ୟରେ ବଢୁଛି ତିକ୍ତତା

ତେହେରାନ: ଇରାନ ଏବଂ ଆମେରିକା ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ। ଆମେରିକାର ଆକ୍ରମଣରେ କମାଣ୍ଡର ଜେନେରାଲ କାସୀମ ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ପରାୟଣ ହୋଇଯାଇଛି। ଏ ନେଇ ଇରାନ୍‌ ଆମେରିକାକୁ ଧମକ ମଧ୍ୟ ଦେଇଛି। ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କ୍ରପ୍ସ ଫୋର୍ସର…

ଗପ : ପୋଡ଼ା ଅଙ୍ଗାର

ଶ୍ରୀୟା                                                                              ନୀରବ ଆଉ ନିଃଶବ୍ଦରେ ସେ ଆଙ୍କିଯାଏ । କେବେ ପୋଡ଼ା ଅଙ୍ଗାରର କଳା କଳା ଗୁଣ୍ଡ ଗୁଡ଼ା ନଖ କୋଣରେ ପଶି ବିଚିକିଟିଆ ଦିଶେ ତ କେବେ ନାଲି ନେଳୀ ରଙ୍ଗ ଛିଟିକା ପଡ଼ି ମୁହଁ ଟା ବିକୃତିଆ ଦିଶେ…

ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ତିନି ବର୍ଷରେ ୧୬୫୬.୮ କୋଟି ଟଙ୍କା ପ୍ରଦାନ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡିଶାର ଜନଜାତି ତଥା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଛଡ଼ା…

ଦେଖନ୍ତୁ ଲିସା ହେଡନଙ୍କ ସର୍ଫିଂ ଅବତାର

ନୂଆଦିଲ୍ଲୀ: ଅଭିନେତ୍ରୀ ଲିସା ହେଡନଙ୍କର ରହିଛି କିଛି ନିଆରା ଅଭ୍ୟାସ । ସମୁଦ୍ର ଲହଡି ମଧ୍ୟରେ ସର୍ଫିଂ କରିବାକୁ ସେ ବହୁତ ଭଲପାଆନ୍ତି । ଏହିପରି କିଛି ଫଟୋ ଏବେ ଇଣ୍ଟରନେଟ ସାରା । ଲିସାଙ୍କୁ ଏକ ସ୍ୱିମ ସୁଟରେ ସର୍ଫିଂ କରୁଥିବାର ଦେଖିବାକୁ ମିଳିଛି । ସୋମବାର ଏକ ପୋଷ୍ଟରେ ଲିସା ହେଡନ୍…

ଆତର ଚମତ୍କାରୀ ଔଷଧୀୟ ଗୁଣ; ଭଲ ହୋଇଯିବ ଏହିସବୁ ରୋଗ !

ଭୁବନେଶ୍ୱର: ପାଟିକୁ ଯେମିତି ସୁଆଦିଆ, ଦେହକୁ ସେତିକି ହିତକାରୀ ହୋଇଥାଏ ଆତ। ଏହି ଋତୁରେ ବଜାରରେ ଯଥେଷ୍ଟ ପରିମାଣରେ ଆତ ମିଳେ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ଅନେକ ପ୍ରକାର ପୋଷକତତ୍ତ୍ୱ ଭରି ରହିଥାଏ। ଏହାକୁ ଖାଇଲେ ଆମ ଶରୀରର ଅନେକ…

ଏଣିକି ପେଟିଏମ୍‌ ବି ଆଣିବ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ: ପେଟିଏମ୍ ଖୁବ୍‌ ଶୀଘ୍ର କ୍ରେଡିଟ୍ କାର୍ଡ ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି। ପେଟିଏମ୍ କାର୍ଡ ପ୍ରଦାନ କରୁଥିବା ବିଭିନ୍ନ କମ୍ପାନୀର ସହଭାଗୀତା ମାଧ୍ୟମରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ ଲଞ୍ଚ କରିବ। ଆସନ୍ତା ଏକରୁ ଦେଢ ବର୍ଷରେ ପେଟିଏମ୍ ୨୦ ଲକ୍ଷ କାର୍ଡ ଲଞ୍ଚ୍‌ କରିବାକୁ…

ଜାଣନ୍ତୁ ‘ରକ୍ ଷ୍ଟାର’ ଅମ୍ପାୟାରଙ୍କ ବିଷୟରେ

ୟୁଏଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ମ୍ୟାଚ୍ ନମ୍ବର ୩୫ ରେ ଦେଖାଯାଇଥିଲା ଗୋଟେ ଅଦ୍ଭୁତ ଘଟଣା । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ନିଜ ହେୟାର ଷ୍ଟାଇଲ୍ ହେତୁ ଅନଫିଲ୍ଡ ଅମ୍ପାୟାର ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଲମ୍ବା ଚୁଟି ପାଇଁ…

କଟକରେ ଆଉ ଜଣେ ନାବାଳିକାକୁ ହତ୍ୟା ଅଭିଯୋଗ

କଟକ: ଜଣେ ୧୬ ବର୍ଷର ନବାଳିକାକୁ ନାଟକୀୟ ଢଙ୍ଗରେ ଅପହରଣ କରିନେବା ପରେ ଜବରଦସ୍ତ ବିବାହ କରି ପରେ ତାକୁ କିରୋସିନ ଢାଳି ମରିଦେଇଥିବା ନେଇ ନାବାଳିକାର ବାପା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ସୁଚନା ମିଳିଛି । ନାବାଳିକା ପରିବାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାଇ ଭଦ୍ରକ ଜିଲ୍ଲା…

ଦଳବଦ୍ଧ ରାଜନୀତି :ମଳ ସଫା ହେବା ଦରକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦେଶର ରାଜନୀତି ସ୍ୱାଧୀନତା ପରେ ପାଲଟିଛି ଦଳର ରାଜନୀତି । ଦଳ – ଏଠି ଦଳ, ସେଠି ଦଳ, ସବୁଠି ଦଳ – କେତେ ଦଳ ! ଗୋଟିଏ ତ ଦେଶ, ଗୋଟିଏ ତ ଗଣତନ୍ତ୍ର - ଅଥଚ ଏତେ ଦଳ ! ତା’ହେଲେ ଏ ଦଳମାନଙ୍କର ଦେଶ କ’ଣ ଶହେ ଫୁଲ ଫୁଟୁଥିବା ଗୋଟିଏ ବଗିଚା…

କରୋନାଭାଇରସ୍ ଉପଶମ ଉପାୟ ଖୋଜିଲେ ଏହି କୁନି ଝିଅ, ମିଳିଲା..

ଟେକ୍ସାସ: କରୋନାଭାଇରସ୍ ଚିକିତ୍ସା ଖୋଜିବା ପାଇଁ ଜଣେ ଭାରତୀୟ-ଆମେରିକୀୟ ଝିଅଙ୍କୁ ତାଙ୍କ ଅନୁସନ୍ଧାନ ପାଇଁ ୨୫୦୦୦ ଡଲାର୍ ପ୍ରଦାନ କରାଯାଇଛି। ଟେକ୍ସାସର ୧୪ ବର୍ଷୀୟ ଝିଅ ଅନିକା ଚେବ୍ରୋଲୁ, କୋଭିଡ-୧୯ର ଚିକିତ୍ସା ପାଇଁ ଏକ ସମ୍ଭାବ୍ୟ ଔଷଧ ଉପରେ କାମ କରିଥିବାରୁ ୨୦୨୦ 3M ୟଙ୍ଗ…