Latest Odisha News

BREAKING NEWS

ମସରୁମ୍ କୋପ୍ତା

ଭୁବନେଶ୍ୱର: ଘରେ ପ୍ରସ୍ତୁତ କରନ୍ତୁ ‘ମସରୁମ୍ କୋପ୍ତା’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ସାମଗ୍ରୀ ମସରୁମ୍ – ୩ କପ୍ ଆଳୁ – ୩ ଅଦା – ୧ ଚାମଚ ରସୁଣ – ୪ କୋଲା ଗରମ ମସଲା – ୧ ଚାମଚ ଘିଅ – ୧/୨ ଚାମଚ ତେଲ – ଆବଶ୍ୟକ ଅନୁସାରେ ଧନିଆ ପତ୍ର…

ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା

ବାଲେଶ୍ଵର: ବାଲେଶ୍ଵର ପୋଲିସକୁ ମିଳିଛି ବଡ଼ ସଫଳତା । ବାଲେଶ୍ୱର ପୋଲିସର ଏକ ଟିମ ଶନିବାର ଦିନ ପଶ୍ଚିମବଙ୍ଗରୁ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ ପାପା ପଣ୍ଡାକୁ ଗିରଫ କରିଥିବା ଜଣାପଡ଼ିଛି । ପୋଲିସର ସୂଚନା ଅନୁଯାୟୀ ପାପା ନିଜର ପ୍ରତିଦ୍ୱନ୍ଦୀ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଦାସ…

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କିଡ଼ନୀ ରୋଗରେ ଆକ୍ରାନ୍ତ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖରାପ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି । ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଲାଲୁଙ୍କ କିଡ଼ନୀ ଏବେ ଖରାପ ଅବସ୍ଥାରେ…

ତୃତୀୟ ଭାରତୀୟ ବୋଲର୍ ଭାବେ ବୁମରାଙ୍କ ଟେଷ୍ଟ ହ୍ୟାଟ୍ରିକ୍ ହାସଲ

ଜାମାଇକା: ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିିକ୍ ୱିକେଟ ହାସଲ କରିବାରେ ଯଶପ୍ରୀତ ବୁମରା ତୃତୀୟ ଭାରତୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି । ଜାମାଇକାଠାରେ ଅନୁଷ୍ଠିତ ହେଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚରେ ଶନିବାର ଦିନ ବୁମରା କେବଳ ଯେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି…

ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା। ଆଜିଠାରୁ ଅନଲାଇନରେ ଟିକେଟ ବୁକିଂ କରୁଥିବା ରେଳ ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ସର୍ଭିସ ଚାର୍ଜ ବା ସେବା ଶୁଳ୍କ। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି (ଆଇ.ଆର.ସି. ଟି.ସି.)…

ବସ୍ ଧକ୍କାରେ ପ୍ରାଣ ହରାଇଲେ ୮ମ ଶ୍ରେଣୀ ଛାତ୍ର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧାମନଗର ଅଞ୍ଚଳରେ ରବିବାର ସକାଳୁ ଏକ ବସ ଧକ୍କାରେ ଜଣେ ୧୨ ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୃତ ଛାତ୍ରଙ୍କ ନାମ ଧର୍ମାନନ୍ଦ ବାଗର୍ତ୍ତି ଅଟେ । ରବିବାର ସକାଳୁ ଧର୍ମାନନ୍ଦ ଟ୍ୟୁସନ ଯାଉଥିବା ସମୟରେ ଦ୍ରୁତଗତିରେ…

ସର୍ବସମ୍ମୁଖରେ ସଲମାନଙ୍କ ଠାରୁ ମାଡ଼ ଖାଇଛନ୍ତି ବଲିଉଡର ଏହିସବୁ ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନଙ୍କ ରାଗ ବାବଦରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ମାଲୁମ ଥିବ। ସଲମାନଙ୍କୁ ଦର୍ଶକେ ଦବଙ୍ଗ ଖାନ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ଏଭଳି ନାମକରଣ ପଛରେ ମଧ୍ୟ ରହିଛି ବିଶେଷ ତାତ୍ପର୍ଯ୍ୟ । ବଲିଉଡର ଅନେକ ନ୍ୟୁକମର କଳାକାରଙ୍କ ପାଇଁ…

 ଅନେକ ରୋଗର ଉପଚାର ଅଧାକପ ଥଣ୍ଡା କ୍ଷୀର

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଖାଦ୍ୟପେୟ ଉପରେ କେହି ଗୁରୁତ୍ୱାରୋପ କରୁନାହାନ୍ତି । ଯାହାଦ୍ୱାରା ଜନ୍ମ ନେଉଛି ନାନାଦି ପ୍ରକାରର ରୋଗ । ଯେଉଁଥିରେ ମଣିଷ ପ୍ରତ୍ୟେକ ଦିନ ଘାଣ୍ଟି ହେଉଥିଲେ ମଧ୍ୟ ଏହାର ସମାଧାନ ପାଉନାହିଁ । କିଛି ରୋଗ ସମସ୍ୟାର ଉପଚାର ଆମ ଚାରିପାଖରେ ରହିଥିଲେ…

ଓଡ଼ିଶା ସରକାର ଦୁର୍ନୀତି ଲାଗି ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କଲେ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ସେହିପରି ଦୁର୍ନୀତି ଅଭିଯୋଗରେ ୪ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦେଇଛନ୍ତି ସରକାର । ଦୁର୍ନୀତି ଶୂନ୍ୟ ନୀତି ଆପଣେଇ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୦୯-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୧ ରିଖ ରବିବାର ସିଂହ ୧୬ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଉତ୍ତରା ପୂର୍ବାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମେଷ…