Latest Odisha News

ଇସ୍ତଫା ଦେଲେ ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ

ଭୁବନେଶ୍ୱର: ୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ଶୁକ୍ରବାର ଦିନ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ଧଳ ଜାନୁୟାରୀ ୨୦୨୦ ମସିହାରେ ଅବସର ନେବାକୁ ଯାଉଛନ୍ତି । ତେଣୁ ସରକାରଙ୍କୁ ତାଙ୍କର ଇସ୍ତଫା ଦେବାନେଇ ଜଣାଇଥିବା ବେଳେ…

ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

କନ୍ଧମାଳ: କଂଗ୍ରେସ ନେତା ତଥା ପୂର୍ବତନ କନ୍ଧମାଳ ବିଧାୟକ ସାହୁରା ମଲ୍ଲିକଙ୍କ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଦିନ ବାଲିଗୁଡା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ସେ ବାଲିଗୁଡାର ତିନି ଥର…

ଆଜିଠୁ +୩ ଲାଗି ସ୍ପଟ୍ ଆଡମିଶନ୍ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ଲାଗି ସ୍ପଟ୍ ଆଡମିଶନ୍ ପ୍ରକ୍ରିୟା ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି । ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଅଗଷ୍ଟ ୧୬ରୁ ୧୮ ମଧ୍ୟରେ ନିଜ ନାମ ରେଜିଷ୍ଟର…

ସ୍ୱର୍ଗତଃ ବାଜପେୟୀଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି ଓ କୋବିନ୍ଦ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୨୦୧୮ ମସିହା ଆଜିର ଦିନରେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀଙ୍କ…

ଦୀର୍ଘ ୧୭ କିଲୋମିଟର ଲମ୍ବ ତ୍ରୀରଙ୍ଗା ଧରି ରାଉରକେଲାବାସୀ ପାଳିଲେ ସ୍ୱାଧୀନତା ଦିବସ !

ରାଉରକେଲା: ଏଥର ଇସ୍ପାତନଗରୀ ରାଉରକେଲାରେ ଅଭିନବ ଢଙ୍ଗରେ ପାଳିତ ହୋଇଛି ୭୩ତମ ସ୍ୱାଧୀନତା ଦିବସ । ଦୀର୍ଘ ୧୭ କିଲୋମିଟର ଲମ୍ବ ବିଶିଷ୍ଟ ଏକ ତ୍ରୀରଙ୍ଗା ପ୍ରସ୍ତୁତ ହୋଇଛି ରାଉରକେଲାରେ, ଏହାକୁ ପ୍ରାୟ ୪୦,୦୦୦ ଦେଶପ୍ରେମୀ ଛାତ୍ରଛାତ୍ରୀ ହାତରେ ଧରି ରେକର୍ଡ଼ ସୃଷ୍ଟି କରିପାରିଛନ୍ତି । ଏହି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୦୮-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୬ ରିଖ ଶୁକ୍ରବାର କର୍କଟ ୩୧ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ…

ରାଜଧାନୀରେ ଖାରବେଳ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ୟୁନିଟ-୫ରେ ନବନିର୍ମିତ ଓଡ଼ିଶା ସଚିବାଳୟ କୋଠା ଉଦଘାଟନ କରିଛନ୍ତି । ଏହାର ନାମ ଖାରବେଳ ଭବନ ରଖାଯାଇଛି । ପ୍ରାୟ ୧୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନଅ ମହଲା ବିଶିଷ୍ଟ ଭବନଟି ୮.୩ ଏକର ଜମିରେ…

କଦଳୀ ପତ୍ର ଚିକେନ୍‌

ଘରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଚିକେନ୍‌ । ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ : ଚିକେନ୍‌, କଦଳୀ ପତ୍ର, ଅଦା ରସୁଣ ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, କଞ୍ଚା ଲଙ୍କା, ଜିରା ଓ ଧନିଆ ବଟା, ତେଲ, ସୂତା ଓ ପାଣି। ପ୍ରସ୍ତୁତି…

ନୈନା ଦେବୀଙ୍କ ଦର୍ଶନ କଲେ ଭଲ ହେବ ଚକ୍ଷୁ ସମସ୍ୟା !

ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିଟିକୁ ଯଥାର୍ଥତା ଦେଇଛନ୍ତି ମା ନୈନା ଦେବୀ । ଉତ୍ତରାଖଣ୍ଡସ୍ଥ ନୈନା ହ୍ରଦର ଉତ୍ତର କୂଳରେ ଅବସ୍ଥିତ ମାଆ ନୈନା ଦେବୀଙ୍କ ମନ୍ଦିର । ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା ଦେବୀଙ୍କ ରୂପ ବୋଲି…

ଗୁରବାରରେ ମାନନ୍ତୁ ଏହିସବୁ କଥା, ଧନଧାନ୍ୟରେ ଘର ପୁରି ଉଠିବ

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇ ଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ। ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। -ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ।…