Latest Odisha News

BREAKING NEWS

ଲେଖକ ଗଣେଶ୍ୱର ମିଶ୍ରଙ୍କ ସଂଗୃହିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର: ପ୍ରଥିତଯଶା ଲେଖକ ଗଣେଶ୍ୱର ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବରସରେ ଶୁକ୍ରବାର ଦିନ ତାଙ୍କର ସଂଗୃହିିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଛି । ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ପକ୍ଷରୁ ୟୁନିଟ ୯ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ଏକ…

ଏଟିଏମ ନଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା

ଭଦ୍ରକ: ଭଦ୍ରକ ବାସୁଦେବପୁର ଥାନା ବେତାଡ଼ବଜାର ସ୍ଥିତ ଏସବିଆଇ ଏଟିଏମରୁ ୨୦.୬୪ ଲକ୍ଷ୍ୟ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଟିଏମର କୌଣସି କ୍ଷତି ନହୋଇ ଏତେ ଗୁଡ଼ାଏ ଟଙ୍କା କିଏ ଓ କେମିତି ଲୁଟ କଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏନେଇ 'ପ୍ରାଇଭେଟ କ୍ୟାସ…

ଅରୁଣ ଜେଟଲୀ ଅସୁସ୍ଥ, ଏମ୍ସ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିÂ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀ ଜେଟଲୀଙ୍କ୍ୁ ହସ୍ପିଟାଲର…

ଆଳୁ ପନିର କୋପ୍ତା କରି

ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଆଳୁ ପନିର କୋପ୍ତା କରି । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ପନିର, ପୋସ୍ତୋ, ଟମାଟୋ ପେଷ୍ଟ, କର୍ଣ୍ଣଫ୍ଲୋର୍‌, ଧଣିଆ ପତ୍ର, କାଜୁ, କିସ୍‌ମିସ୍‌, ଅଦାପେଷ୍ଟ, କଞ୍ଚା ଲଙ୍କା, ଜିରା, ହଳଦୀ ଗୁଣ୍ଡ,…

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ୧୯ ଛାତ୍ରଛାତ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଚରିତ୍ରାଫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ମଧ୍ୟାନ ଭୋଜନ ଖାଇ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ନେଇ ସୂଚନା ମିଳିଛି । ପ୍ରାଥମିକ ଚିକିତ୍ସା ପାଇଁ ସେମାନଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି…

ଅଗଷ୍ଟ କ୍ରାନ୍ତି ଦିବସ: ଆଜିର ଦିନରେ ସ୍ୱାଧୀନତା ଲାଗି ଶଙ୍ଖନାଦ କରିଥିଲେ ଗାନ୍ଧିଜୀ

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ଖାସକରି ଏହିଦିନକୁ ମନେ ରଖିବା ତଥା ସ୍ୱାଧିନତା ପାଇଁ ନିଜ ପ୍ରାଣର ଆହୁତି…

ଲଞ୍ଚ୍ ହେଲା ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ପ୍ଲସ ସ୍ମାର୍ଟଫୋନ୍

ଭୁବନେଶ୍ୱର: ଏକାସାଙ୍ଗରେ ଭାରତୀୟ ମାର୍କେଟରେ ଲଞ୍ଚ କରିଛି ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ଓ ନୋଟ୍ ୧୦ ପ୍ଲସ୍ ସ୍ମାର୍ଟଫୋନ୍ । ଯେଉଁଥିରେ କି ରହିଛି ୫ଜି ଓ ୪ଜି ଉଭୟ ଭେରିଆଣ୍ଟ ଏବଂ ଅଧିକ ଫିଚର ସହିତ ଅଛି ଏସ ପେନ୍ ସୁବିଧା । ଭାରତୀୟ ୟୁଜର୍ସଙ୍କ ଚାହିଦା ମୁତାବକ ଏହି ଦୁଇଟି ମୋବାଇଲ୍…

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ କମିଶନରେଟ ପୋଲିସ ସହରରେ ବ୍ୟାପକ ବ୍ୟବସ୍ଥା କରିଛି । ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ଅଫିସ ଠାରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ବସିଛି । "ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ରଦର୍ଶନୀ…

କରିନାଙ୍କ ନୂଆ ଅବତାର, ଶାଢ଼ୀ ପିନ୍ଧି ଖେଳିଲେ କ୍ରିକେଟ

ମୁମ୍ବାଇ: ବଲିଉଡର ବେବୋ ତଥା ଛୋଟେ ନବାବଙ୍କ ବେଗମ କରିନା କପୁର ଖାନଙ୍କୁ ଦେଖିବାକୁ ମିଳିଛି ଏକ ନୂଆ ଅବତାରରେ । ବଡ଼ ପରଦା ଛାଡି ବେବୋ ନଜର ଆସିଛନ୍ତି ଛୋଟ ପରଦାରେ । ରିଆଲିଟି ଶୋ' ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ବିଚାରକ ଭାବେ ଦେଖିବାକୁ ମିଳିଛି କରିନାଙ୍କୁ । ତେବେ ଡ୍ୟାନ୍ସ ଇଣ୍ଡିଆ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଭିକି, ଆୟୁଷ୍ମାନ ଏବଂ କୀର୍ତ୍ତିଙ୍କୁ ମିଳିଲା ଶ୍ରେଷ୍ଠ କଳାକାର ପୁରସ୍କାର

ନୂଆଦିଲ୍ଲୀ: ଦିଲ୍ଲୀରେ ଘୋଷଣା ହୋଇଛି ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଚଳିତ ବର୍ଷର ଲୋକସଭା ନିର୍ବାଚନ ପାଇଁ ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଳମ୍ବ ଘଟିଥିବା ଜଣାପଡିଛି । ଏଥିରେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ଉରି ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିବା ବେଳେ,…