Latest Odisha News

BREAKING NEWS

ଷ୍ଟାଡିୟମରେ ୩୦ ହଜାର ଲୋକ, କିଏ ଦେଲା ଅନୁମତି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ ଭାଇରାଲ୍ ହୋଇଛି । ଯେଉଁଠି କରୋନା ମହାମାରୀ ପାଇଁ ସମସ୍ତ ଦେଶର ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଠି ଏକ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ୩୦ହଜାର ଲୋକେ । ଏ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲାବେଳେ…

୯ମାସ ଭିତରେ ୧୦୫୪ କ୍ୱିଂଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ୧୦୫୪ କ୍ୱିଂଟାଲ ଗଂଜେଇ ଜବତ । ଜାନୁଆରୀରୁ ସେପ୍ଟେମ୍ବର ଅର୍ଥାତ ଗତ ୯ ମାସ ଭିତରେ ରାଜ୍ୟରେ ୧୦୫୪ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କ୍ୱିଂଟାଲ…

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ SDJM କୋର୍ଟରେ ମାମଲା

ପୁରୀ: ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି । ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମନେ ପଡନ୍ତି କିଶୋର କୁମାର….

ମୁମ୍ବାଇ: ପ୍ରଖ୍ୟାତ ଗାୟକ କିଶୋର କୁମାରଙ୍କ ଜନ୍ମ ୪ ଅଗଷ୍ଟ ୧୯୨୯ରେ ହୋଇଥିଲା ଏବଂ ମୃତ୍ୟୁ ୧୩ ଅକ୍ଟୋବର ୧୯୮୭ରେ ହୋଇଥିଲା। ମାତ୍ର ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। କିଶୋର କୁମାରଙ୍କ ମୂଳ ନାମ ଥିଲା ଆଭାସ କୁମାର ଗାଙ୍ଗୁଲୀ। ବଡ଼ ଭାଇ ଅଶୋକ କୁମାର ଓ ଅନୂପ କୁମାର…

ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସିକ୍ରେଟ ପାର୍ଟିକୁ ନେଇ ଚର୍ଚ୍ଚା ଜୋର ଧରୁଛି

ରିୟାଦ:ସାଉଦି ଆରବର ପ୍ରିନ୍ସ ମହମ୍ମଦ ସଲମାନ ପୁନର୍ବାର ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ନିଜ ଦେଶରେ ସର୍ବଦା କଠୋର ସଂସ୍କାରବାଦୀ ନୀତି ପ୍ରଣୟନ କରି ଆସୁଛନ୍ତି । ତେବେ ଦେଶ ବାହାରେ ନିଜେ ମଉଜ ମଜଲିସ କରୁଥିବା ଖବର ପ୍ରସାରିତ ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ୱାଲ ଷ୍ଟ୍ରିଟ…

ବାଲେଶ୍ୱରରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ବଢ଼ୁଛି କନ୍ଦଳ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଦଳ ଭିତରେ ବଢ଼ୁଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଆଜି ବାଲେଶ୍ୱର ପହଂଚିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତାପ ଦେବଙ୍କୁ…

ଭାରତରେ ଖୋଲିବ ଚାଉଳ ଏଟିଏମ୍ !

କର୍ଣ୍ଣାଟକ: ପ୍ରଥମ ଥର ପାଇଁ ଭାରତୀୟଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍ । ଶୁଭାରମ୍ଭ ହେବ କର୍ଣ୍ଣାଟକ ରାଜ୍ୟରେ । ଖାସ କରି ବେଙ୍ଗାଳୁରୁର ବସ୍ତି ଅଂଚଳରେ ଗରିବ ଲୋକଙ୍କ ପାଇଁ ଏହାକୁ ସ୍ଥାପନା କରାଯିବ । କେନ୍ଦ୍ରୀୟ ଯୋଜନା ଅନୁଯାୟୀ ପ୍ରଥମେ କର୍ଣ୍ଣାଟକ ପରେ ଉତ୍ତରପ୍ରଦେଶ, ହରିୟାଣା,…

ଆଜିଠୁ ଖୋଲିବ ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ: ଆଜିଠୁ ଖୋଲିବ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । କରୋନା ମହାମରୀ ଯୋଗୁଁ ଏହା ବନ୍ଦ ଥିଲା । ତେବେ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୫ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । କୋଭିଡ ଗାଇଡଲାଇନ୍ ଭିତରେ ମନ୍ଦିର ଖେଶଲିବାକୁ ପ୍ରଶାସନ…

ଧୋନିଙ୍କ ଆଗରେ ଅଗ୍ନି ପରୀକ୍ଷା, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବାକୁ ହେବ

ଦୁବାଇ: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚ ଚେନ୍ନାଇ ପାଇଁ ବେଶ ଗୁରୁତ୍ୱ ରଖୁଛି । ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇକୁ ବିଜୟ ସହ କମବ୍ୟାକ୍ କରିବାକୁ ହେବ । ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚକୁ ବଡ଼ ବ୍ୟବଧାନରେ…

ଆସନ୍ତୁ ଜାଣିବା ପ୍ରଶଂସକଙ୍କ କେଉଁ ଉପହାର ପାଇ କୁଇନ କଙ୍ଗନା ଖୁସିରେ ଗଦଗଦ ହୋଇଗଲେ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କୁ ତାଙ୍କରି ପ୍ରଶଂସକମାନେ ଏପରି ଏକ ଉପହାର ଦେଇଛନ୍ତି ଯାହା ଦେଖି ସେ ଖୁସିରେ ଗଦଗଦ ହୋଇପଡିଛନ୍ତି । କଙ୍ଗନାଙ୍କ ଘର ବିଏମସି ଦ୍ୱାରା ଭଙ୍ଗାଯିବା ବେଳେ ତାଙ୍କ ପୂଜାଘରେ ଥିବା କିଛି ମୂର୍ତି ମଧ୍ୟ ଭାଙ୍ଗି ଯାଇଥିଲା । ଏହା ଦେଖି ପ୍ରଶଂସକଙ୍କ ମନ…