Latest Odisha News

BREAKING NEWS

ଆଇପିଏଲ୍ ମ୍ୟାଚ୍ ଦେଖୁଦେଖୁ ଉଡିଗଲା ପ୍ରାଣବାୟୁ !

ରାୟଗଡା: କାଳ ସାଜିଲା ମୋବାଇଲରେ ଆଇପିଏଲ୍ ମ୍ୟାଚ ଦେଖିବା । ମ୍ୟାଚ ଦେଖୁଦେଖୁ ଅକାଳରେ ଚାଲିଗଲା ଜୀବନ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଓଡିଶାର ରାୟଗଡା ଜିଲ୍ଲା । ଯେଉଁଠି ଖେଳ ନିଶା ପାଇଁ ଚାଲିଯାଇଛି ଜଣେ ପୋଲିସ କର୍ମଚାରୀଙ୍କ ଜୀବନ । ତିନି ମହଲା ଉପରୁ ଖସିପଡିଥିଲେ…

ଓଡ଼ିଶାର ୭ ଜିଲ୍ଲାରୁ ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮୭୪କୁ ବୃଦ୍ଧି ପାଇଛି । Regret to inform the demise…

କାହିଁକି ହୋଇଥିଲା ଶାହାରୁଖ୍‌ ଖାନ୍‌ ଏବଂ ଗୌରୀଙ୍କ ବ୍ରେକ୍‌ଅପ୍‌; ଆଉ କେମିତି ହେଲା ପ୍ୟାଚ୍‌ଅପ୍‌…

ମୁମ୍ବାଇ: କିଙ୍ଗ୍ ଖାନ୍‌ ଶାହାରୁଖ୍‌ ଖାନ ଏବଂ ଗୌରୀ ଖାନ୍‌ଙ୍କ ପ୍ରେମ କାହାଣୀ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ। ତେବେ ଆଜି ହେଉଛି ଗୌରୀଙ୍କ ୫୦ତମ ଜନ୍ମ ଦିନ। ୧୯୮୪ରେ ଗୌରୀ ଏବଂ ଶାହାରୁଖଙ୍କର ପ୍ରଥମ ଭେଟ ହୋଇଥିଲା। ଦୁହିଁଙ୍କ ସାକ୍ଷାତ ସମୟରେ…

ଜସ୍‌ସୀ ପାଇଁ ପପୁଲାର ଥିଲେ, ହେଲେ ଗୋଟିଏ ଏମ୍‌ଏମ୍‌ଏସ୍ ପାଇଁ…

ମୁମ୍ବାଇ: ଛୋଟ ପରଦାର ପପୁଲାର ଅଭିନେତ୍ରୀ ମୋନା ସିଂ । ଆଜି ତାଙ୍କ ଜନ୍ମଦିନ । ଅନେକ ଟିଭି ସିରିଜ, ରିୟାଲିଟି ସୋ' ଓ ଫିଲ୍ମରେ ନଜର ଆସିଥିବା ମୋନା ପଂଜାବର ଚଣ୍ଡିଗଡରେ ଜନ୍ମ ହୋଇଥିଲେ । ତେବେ ମୋନାଙ୍କ ଜନ୍ମଦିନ ଅବସରରରେ ଆସନ୍ତୁ ଜାଣିବା କିଛି ଅଜଣା କଥା । ପପୁଲାର ଟିଭି ସିରିଜ…

୩ଦିନ ପରେ ବଢ଼ିଲା: ରାଜ୍ୟରେ ଦୈନିକ ପଜିଟିଭ୍ କେସ୍ ପୁଣି ୩୦୦୦ ଡେଇଁଲା

ଭୁବନେଶ୍ୱର: ଲଗାତାର ତିନି ଦିନ ରାଜ୍ୟରୁ ଚିହ୍ନଟ ହୋଇଥିଲେ ଦୈନିକ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ପୁଣି ସଂଖ୍ୟା ତିନି ହଜାର ଟପିଛି । ଚିହ୍ନଟ ହୋଇଛନ୍ତି ୩ ହଜାର ୧୪୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮ ଶହ ୨୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩…

ଖୋଲିପାରେ ରାଜ୍ୟର ପ୍ରମୁଖ ମନ୍ଦିର, ଆକ୍ସନ ପ୍ଲାନ ମାଗିଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କିଛି ପ୍ରମୁଖ ମନ୍ଦିର ଖୋଲିବା ନେଇ ସଙ୍କେତ ମିଳିଛି । କରୋନା କଟକଣା ଭିତରେ ଭକ୍ତଙ୍କ ପାଇଁ ରାଜ୍ୟର କିଛି ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିରର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି…

ଜିମେଲ୍‌ ଏନ୍‌ଭଲପ୍‌ ଲୋଗୋରେ ପରିବର୍ତ୍ତନ ଆଣିଲା ଗୁଗୁଲ୍

ମୁମ୍ବାଇ: ଆଇକନିକ୍‌ ଜିମେଲ୍‌ ଆପ୍ ଏନଭଲପ୍‌‌ ଲୋଗୋକୁ ପରିବର୍ତ୍ତନ କଲା ଗୁଗୁଲ୍‌। ଗୁଗୁଲ୍‌ ଆଇକନିକ୍‌ ଜିମେଲ୍‌ ଏନଭଲପ୍ ଲୋଗୋକୁ ଏକ ନୂଆ ଡିଜାଇନ୍‌ ସହିତ ବଦଳାଇଛି। ପୂର୍ବରୁ ଜିମେଲ୍‌ ଲୋଗୋରେ ଧଳା ଓ ନାଲି ରଙ୍ଗର ବ୍ୟବହୃତ ହୋଇଥିବା ବେଳେ ଏଥିରେ ପରିବର୍ତ୍ତନ ଅଣାଯାଇ…

ବାୟୁସେନା ଦିବସ: ତେଜସ, ଜାଗୁଆର ସହ ଦମ୍ ଦେଖାଇଲା ରାଫେଲ୍

ନୂଆଦିଲ୍ଲୀ: ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ଶନ କରିଛି । ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ରଙ୍ଗାରଙ୍ଗ ପରେଡରେ ଅଂଶଗ୍ରହଣ କରିଥିଲେ ବାୟୁସେନାର ଯବାନ । ହିଣ୍ଡେନ ଆକାଶରେ ଗର୍ଜିଲା ଲଢୁଆ ରାଫେଲ୍…

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍!

କାରାକାଶ: ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍। ତେବେ ଏହା ଭାରତରେ ନୁହେଁ ବରଂ ଭେନେଜୁଏଲାରେ ଏହି ନୋଟ୍‌ ଆସିବାକୁ ଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ ଲକ୍ଷ ଟଙ୍କିଆ ନୋଟ୍‌ ନେଇ ବଜାର‌କୁ ଗଲେ ଆପଣ କେବଳ ୨ କିଲୋ ଆଳୁ କିଣିପାରିବେ।…

ଏଣିକି ଏସ୍‌ବିଆଇ ଏଟିଏମ୍‌ କାର୍ଡରେ ବି ପାଇପାରିବେ ଇଏମ୍‌ଆଇ ସୁବିଧା

ମୁମ୍ବାଇ: ଯଦି ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍‌ କାର୍ଡ ବା ଡେବିଟ୍‌ କାର୍ଡରେ ଇଏମ୍‌ଆଇ ସୁବିଧା ପାଇପାରିବେ। ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍‌ କାର୍ଡ ଏସ୍‌ବିଆଇ ଏକ ସ୍ବତନ୍ତ୍ର ସୁବିଧା…