Latest Odisha News

BREAKING NEWS

ବସଙ୍କ ଡ୍ୟାଡି

ବସଙ୍କ ଡ୍ୟାଡି   ଅରବିନ୍ଦ ଦାସ କମ୍ପାନୀର ନୂଆ ବସ୍, ଅଫିସରେ ଜଏନ କଲାଦିନ ଡେପୁଟି ମ୍ୟାନେଜର ମହେଶ ଜାଣିଲା ଯେ ବସ୍ ନିଜ ବାପାଙ୍କୁ ବି ସାଙ୍ଗରେ ଆଣି ଗେଷ୍ଟ ହାଉସରେ ରଖିଛନ୍ତି। - ଜିନିଷ ପତ୍ର ସହ ମିସେସ୍ ପଛରେ ଆସିବ। ଶୀଘ୍ର ଜଏନ  କରିବା ପାଇଁ ମ୍ୟାନେଜମେଣ୍ଟ ବାଧ୍ୟ କରିବାରୁ…

ରେଳ ବଜେଟରେ ଓଡିଶାକୁ ଏଥର ସର୍ବାଧିକ ଅନୁଦାନ

ଭୁବନେଶ୍ୱର : ୨୦୧୯-୨୦ ଆର୍ଥୀକ ବର୍ଷ ବଜେଟରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ସର୍ବାଧିକ ୫୯୯୩ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି । ଅନ୍ତରୀଣ ବଜେଟରେ ପ୍ରାୟ ୫,୯୪୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଏହି ବଜେଟ୍ ୫୨୫୨ କୋଟି…

୧ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ବିଶିଷ୍ଟ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅର୍ଥନୀତିକୁ ଏକ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ କରିବା ଓଡିଶାର ଲକ୍ଷ୍ୟ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । “ଓଡିଶାର ଅର୍ଥନୀତି ୧ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ ହେବା ସମ୍ଭାବନା” ଶୀର୍ଷକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିବା ଅବସରରେ…

ସେମିଫାଇନାଲରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ସ୍କୋର – ୪୨ /୪

ଲଣ୍ଡନ: ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ୧ମ ସେମିଫାଇନାଲ୍ ଖେଳରେ ବୁଧବାର ଦିନ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । କିୱି ଦଳର ୨୩୯ ରନକୁ ପିଛାକରି ଭାରତ ୧୧ ଓଭରରେ ୪ଟି ମୂଲ୍ୟବାନ ୱିକେଟ ହରାଇ କରିଛି ମାତ୍ର ୨୪ ରନ । ଭାରତୀୟ ଦଳ ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ଅଧାରୁ ଆରମ୍ଭ ହେଲା ସେମିଫାଇନାଲ୍, ମ୍ୟାଚ୍ ଜିତିବାକୁ ଭାରତର ୨୪୦ ରନ୍ ବିଜୟ ଲକ୍ଷ୍ୟ

ଲଣ୍ଡନ: ବର୍ଷା ବାଧାପ୍ରାପ୍ତ ହୋଇ ଗତକାଲି ଅଟକି ରହିଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପୁଣି ଅଧାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ ହରାଇ ୪୬.୧ ଓଭରରେ କରିଥିଲା ୨୧୧ ରନ୍ । ବର୍ଷା ନଥିବା ବେଳେ ଆଜି ୪୬.୨ ଓଭରରୁ ପୁନର୍ବାର ଖେଳ ଆରମ୍ଭ କରିଥିଲା କିୱି ଦଳ ।…

କାଳିଆ ଯୋଜନାରେ ୫୦ ଲକ୍ଷ ହିତାଧିକାରୀ ପାଇଛନ୍ତି ସହାୟତା ରାଶି: ମନ୍ତ୍ରୀ

ଭୁବନେଶ୍ୱର : କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ରାଜ୍ୟ ସରକାର ପାଖାପାଖି ୫୦ ଲକ୍ଷ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିବା ନେଇ ବୁଧବାର ଦିନ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, “ଏହି…

ରାଜଧାନୀରେ ଲୁଟେରାଙ୍କ ରାଜ୍, କାରରୁ ଲୁଟିଲେ ଟଙ୍କା ଓ ଅଳଙ୍କାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କିଛି ଦୁବୃର୍ତ୍ତ ବୁଧବାର ଦିନ ଏକ କାର୍ ମଧ୍ୟରୁ ପାଖାପାଖି ନଗଦ ୩ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ନିମାପଡା ଅଞ୍ଚଳରୁ ଜଣେ ଇଞ୍ଜିନିୟର୍ ଭୁବନେଶ୍ୱର ସ୍ଥିତ ପାସପୋର୍ଟ ଅଫିସକୁ ଆସିଥିଲେ । ପରେ ପାସପୋର୍ଟ…

ବିଶ୍ୱକପ୍ ସେମିଫାଇନାଲ୍: ଜାଣନ୍ତୁ, ଆଜି ବର୍ଷା ହେଲେ କିପରି ଭାରତ ଯିବ ଫାଇନାଲ୍ !

ଲଣ୍ଡନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମ୍ୟାଚ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ବର୍ଷା ସାଜିଥିଲା ବାଧକ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ଟି ୱିକେଟ ବିନିମୟରେ ମାତ୍ର ୨୧୧ ରନ୍ କରିଥିବା ବେଳେ ଓଲ୍ଡ ଟ୍ରାଫେଡରେ ଲଗାତର ପ୍ରବଳ…

‘ଛବିରାଣୀ ହତ୍ୟାକାଣ୍ଡ’କୁ ନେଇ ଓଡ଼ିଆ ସିନେମା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡ଼ିଆ ଚଳଚ୍ଚିତ୍ର । ଯାହାର ନାମ ରଖାଯାଇଛି ‘ଛବିରାଣୀ’ । ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ବବି ଇସଲାମ ସମ୍ଭାଳିଥିବା ବେଳେ ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି । ଏହାର…

ଦେବୀ

ଦେବୀ ପ୍ରଜ୍ଞାଶ୍ରୀ ରଥ ତମଠାରୁ ଶିଖି ନେଇଛି ଧର୍ନୁବିଦ୍ୟା ମାଗି ନେଇଚି ଦୃଷ୍ଟି ଏବଂ ସୂଚୀଭେଦ୍ୟ ଅନ୍ଧାର... ତୀର ଚାଳନା କରିବାର ଅଭ୍ୟାସ ମୋର ବହୁଦିନର... ପ୍ରତିଥର ଲକ୍ଷ୍ୟସ୍ଥଳ ତମର ହୃଦୟ ପ୍ରତିଥର ବିଜୟ ଉଲ୍ଲାସ ପରେ ମୁଁ ନିଜେ ହିଁ ଲହୁଲୁହାଣ... ମୋର କ୍ଷତମାନଙ୍କ…