Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ଜୁଲାଇ ତା ୧୬ ରିଖ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୬ ରିଖ ମଙ୍ଗଳବାର ମିଥୁନ ୩୨ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମକର…

ଅନିଶ୍ଚିତତା ମଧ୍ୟରେ ସୁନ୍ଦରୀର ଭାଗ୍ୟ…

ଭୁବନେଶ୍ୱର: ସୁନ୍ଦରୀର ଭାଗ୍ୟ ଏବେ ଅନିଶ୍ଚିତତା ମଧ୍ୟରେ । ଲାଗୁଛି ବଣ-ଜଙ୍ଗଲର ପ୍ରାକୃତିକ ନୈସର୍ଗିକତାରେ ମନଭରି ବୁଲୁଥିବା ସୁନ୍ଦରୀ ଏବେ ଏନକ୍ଲୋଜର ମଧ୍ୟରେ ଅଣନିଶ୍ୱାସୀ ହୋଇପଡୁଛି । ଆମେ କହୁଛୁ, ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ସୁନ୍ଦରୀ ବାଘୁଣୀ ସମ୍ପର୍କରେ ।…

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ କହିଛନ୍ତି । ଲୋକସଭାରେ ସୋମବାର ଦିନ ପ୍ରଶ୍ନକାଳ ସମୟରେ ନବରଙ୍ଗପୁରର ବିଜେଡ଼ି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ…

ଦିଲ୍ଲୀରେ ଚମକିଲେ ଓଡ଼ିଆ ସୁନ୍ଦରୀ ଲାବଣ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଲାବଣ୍ୟା ଦାସ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି । ରବିବାର ସନ୍ଧ୍ୟାରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା 'ମିସ ଟିନ୍ ଦିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ୨୦୧୯' ପ୍ରତିଯୋଗିତାକୁ ଲାବଣ୍ୟା ଜିତି…

ଜାଣନ୍ତିକି, ସାମ୍ବାଦିକ ଗୌରୀଶଙ୍କର ରାୟ ଏକଦା ମନିଅର୍ଡର ଏଜେଣ୍ଟ୍‍ ଥିଲେ! ତାଙ୍କ ସମ୍ପର୍କରେ ଆହୁରି କିଛି ରୋଚକ…

ଗୌରୀଶଙ୍କର ରାୟ (୧୮୩୮-୧୯୧୭) କ୍ଷେତ୍ର: ସାମ୍ବାଦିକତା ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଅଭୂତପୂର୍ବ ଭୂମିକା ନେଇଥିବା ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସୁଯୋଗ୍ୟ ସଂପାଦକ ଗୌରୀଶଙ୍କର ରାୟ ଥିଲେ ଜଣେ ବହୁମୁଖୀ ପ୍ରତିଭା । ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଓଡ଼ିଆ…

ଆସିଲା ‘ୱାର’ ଟିଜର: ହ୍ରିତିକ ଓ ଟାଇଗରଙ୍କ ହଲିଉଡ୍‌ ଷ୍ଟାଇଲ୍‌ ଆକ୍ସନ

ମୁମ୍ବାଇ: ୟଶରାଜ ଫିଲ୍ମସର ଅପ୍‌ କମିଂ ମୁଭି  ‘ୱାର’ର ଟିଜର ସୋମବାର ଦିନ ରିଲିଜ ହୋଇଛି। ତେବେ ୫୨ ସେକେଣ୍ଡର ଏହି ଟିଜରରେ ହ୍ରିତିକ ଓ ଟାଇଗରଙ୍କୁ ଏକାଠି ସ୍କ୍ରିନ୍‌ ଶେୟାର କରିଥିବାର ଦେଖିବାକୁ ମିଳିଛି । ଏହି ମୁଭିରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଥିବା ଟିଜରରୁ ଜଣାପଡିଛି…

ଅଧିକାର କେଉଁଠି, ପ୍ରେମିକାପଣର

ଅଧିକାର କେଉଁଠି, ପ୍ରେମିକାପଣର ରିତାଞ୍ଜଳି ମହାରଣା ତୁମ ଆଖିର ଲେନ୍ସରେ ଯଦି ଅଚିହ୍ନା ମୋ ସପନର ନକ୍ସା, ତେବେ ଅଧିକାରର ପ୍ରଶ୍ନ କେଉଁଠି ? ସାତସନ୍ଧିରେ ସାଇତା ମୋ ପ୍ରେମ ବଗିଚାର ଗୋଲାପକୁ ତୁମ ହାତ ମୁଠାରେ ଦଳିମକଚି ଫିଙ୍ଗିଦେଇପାରିଲ ଯଦି ଅଜଣା ଆକାଶକୁ ! ବଦଳରେ ଖୁବ…

ଦଳବିରୋଧି କାର୍ଯ୍ୟ ଲାଗି ନିଲମ୍ବିତ ହେଲେ ୨ ବିଜେପି ନେତା

ଭୁବନେଶ୍ୱର: କଟକ ଜିଲ୍ଲାର ୨ଜଣ ବିଜେପି ନେତାଙ୍କ ବିଶୃଙ୍ଖଳତି କାର୍ଯ୍ୟ ତଥା ଦଳବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଦଳରୁ ସୋମବାର ଦିନ ନିଲମ୍ବିତ ହୋଇଛନ୍ତି । ଏହି ଦୁଇ ଜଣ ବିଜେପି ନେତା ହେଲେ – କଟକ ନଗର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜ୍ୟୋତି ରଞ୍ଜନ ପଲେଇ ଏବଂ ଅନ୍ୟ ଜଣକ…

ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେ ନାହିଁ !

ଭୁବନେଶ୍ୱର: ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ ପଡୁଛି ଗୁରୁ ପୂର୍ଣ୍ଣିମା ଦିନ । ପାଖାପାଖି ୧୪୯ ବର୍ଷ ପରେ ଗୁରୁ ପୂର୍ଣ୍ଣିମା ଓ ଆଉ କିଛି ବିଶେଷ ଗ୍ରହର ସଂଯୋଗରେ ପଡୁଛି ଏହି ଦୁଲର୍ଭ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର…

ମୁଁ ଭୟଙ୍କର ପୁଅଟେ, ସତରେ !

ମୁଁ ଭୟଙ୍କର ପୁଅଟେ, ସତରେ ! ସତ୍ୟନାରାୟଣ ଗନ୍ତାୟତ ମୁଁ ଭୟଙ୍କର ପୁଅଟେ, ସତରେ ! ଭୟ ନାଇଁ ମୋ କାହାକୁ ଏପରିକି ଭୟକୁ ବି ! ଆଖିରେ ହାଣିପକାଉଥିବା ଝିଏ ପଡିଯାଆନ୍ତି ମୋ ଖାଳୋଇରେ ଥରୁଟିଏ ମୋତେ ଦେଖୁଦେଖୁ ! ଧୋତି ପିନ୍ଧେ ଜିନ୍ସ ବି ପିନ୍ଧେ ମୁଁ ! ବାରମାସି ଅଷ୍ଟକାଳି…