Latest Odisha News

BREAKING NEWS

ସୁପର୍‌ହିରୋ ପାଇଁ ସଜବାଜ ହେଉଛନ୍ତି କାଟ୍ରିନା

ମୁମ୍ବାଇ:  କାଟ୍ରିନା କୈଫ୍ ତାଙ୍କ ଆଗାମୀ ମୁଭି ‘ସୁପର୍‌ହିରୋ’ର ସୁଟିଙ୍ଗ୍‌ ପାଇଁ ସଜବାଜ ହେଉଛନ୍ତି। ଏଥିପାଇଁ ସେ ବ୍ୟାୟାମ୍‌ କରି ନିଜ ଶରୀରକୁ ଫିଟ୍ ରଖୁଛନ୍ତି। ତେବେ ଏହି ଚଳଚ୍ଚିତ୍ରର ନିର୍ମାତା ଅଲ୍ଲୀ ଆବାସ ଜାଫର୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଟିଂ ପାଇଁ ପୂରା ଟିମ୍‌…

ପ୍ରେମିକାକୁ ପ୍ରତାରଣା, ବନ୍ଧା ହେଲେ ଡାକ୍ତର

ବୌଦ୍ଧ: ଫେସବୁକରେ ପ୍ରେମ ହେଲା । ଆଉ ଧିରେ ଧିରେ ସଂପର୍କ ନିବିଡ ହେଲା । ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ବି ଦେଲେ । ହେଲେ ଆଉ ଜଣେ ଝିଅକୁ ବାହା ହୋଇଗଲେ । ପ୍ରେମିକାକୁ ପ୍ରତାରଣା କରି ଶେଷରେ ବନ୍ଧା ହୋଇଛନ୍ତି ଜଣେ ଡାକ୍ତର । ବୌଦ୍ଧ ଜିଲ୍ଲା କଂଟାମାଳ ଗୋଷ୍ଠୀ…

ସ୍ୱର୍ଗଦ୍ୱାରରେ ଜଳିଲା ମହାରଥୀଙ୍କ ଜୁଇ

ପୁରୀ: ପଂଚଭୂତରେ ଲୀନ ହେଲେ ମହାରଥୀ । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଛନ୍ତି । ପାର୍ଥିବ ଶରୀର ଜଳିଯାଇଛି । ଆଉ, ବିଧାୟକ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମସ୍ତଙ୍କ ଠାରୁ ଶେଷ ବିଦାୟ ନେଇଛନ୍ତି ।…

ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ପୁରୀ ସଦର ବିଧାୟକ ଜୟନ୍ତ ଷଡ଼ଙ୍ଗୀ

ଭୁବନେଶ୍ୱର: ଆରପାରିରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଖେଳିଯାଇଛି ଶୋକର ଛାୟା। ବରିଷ୍ଠ ବ୍ୟକ୍ତି ମାନେ ମଧ୍ୟ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରୁଛନ୍ତି । ପୁରୀ ସଦର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ…

ନିଆରା ଭାଷା କହୁଥିବା ଦୁନିଆର ଏକମାତ୍ର ମହିଳା; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରାୟ ୬୯୦୦ରୁ ଅଧିକ ଭାଷା କଥିତ। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ବର୍ଷ ପୁରୁଣା। ଏହା ମଧ୍ୟରୁ ଅନେକ ଭାଷା ଲୋପ ମଧ୍ୟ ପାଇସାରିଲାଣି। କିନ୍ତୁ କିଛି ଭାଷାକୁ ଜୀବିତ ରଖିବା ପାଇଁ ଲୋକ ଏବେ ବି ପ୍ରୟାସ ଜାରି ରଖିଛନ୍ତି। ସେହିଭଳି ଏକ ଭାଷା ହେଉଛି…

ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ଅନୁଷ୍କା ଶର୍ମା; କହିଲେ ପୁଅଙ୍କୁ ଶିଖାନ୍ତୁ ନାରୀଙ୍କ ସମ୍ମାନ କରିବା

ନୂଆଦିଲ୍ଲୀ: ଦିନକୁ ଦିନ ଦୁଷ୍କର୍ମ ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଚାରିଆଡେ ଉତ୍ତେଜନା ଦେଖାଦେଉଛି । ଏପରିକି ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ।…

ଝୁରୁଛି ବିଧାନସଭା: ‘ମରିନାହିଁ ମହାରଥୀ, ସରିନାହିଁ ରାଜନୀତି’

ଭୁବନେଶ୍ୱର: ମହାରଥୀଙ୍କୁ ଝୁରୁଛି ବିଧାନସଭା । ଗୃହରେ ସ୍ମୃତି ଚାରଣ ସମୟରେ ତାଙ୍କ ବିୟୋଗରେ ଭାବୁକ ହୋଇପଡିଥିଲେ ସମସ୍ତ ବିଧାୟକ। ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖିତ ଓ ମର୍ମାହତ ବୋଲି ବିବୃତି ରଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେହିପରି…

ଜୁନାଗଡ଼ର ଇଷ୍ଟଦେବୀ ମା’ ଲଙ୍କେଶ୍ଵରୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: କେଉଁ ଆବାହମାନ କାଳରୁ ପ୍ରକୃତିର ନୈସର୍ଗିକ ସ୍ପର୍ଶରେ ସବୁଜିମା ବଣ ପାହାଡ଼, ନଦନଦୀର ଜୀବନ୍ତ ପରିବେଶରେ ସ୍ଥିତପ୍ରଜ୍ଞ ଭାବେ ଜୁନାଗଡ଼ ସହର ଇତିହାସର ମୂକସାକ୍ଷୀ ରୂପେ ସଂସ୍କୃତି, ଐତିହ୍ୟର କାହାଣୀକୁ ଅନବରତ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ବଖାଣି ଚାଲିଛି । ନିଜର ପ୍ରଶସ୍ତ…

ଗୋଟିଏ ନଯାଉଣୁ ଆଉ ଗୋଟିଏ, ୯ ତାରିଖରେ ପୁଣି ଲଘୁଚାପ

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ଗୋଟିଏ ନଯାଉଣୁ ଆଉ ଗୋଟିଏ ଲଘୁଚାପ ନେଇ ପୂର୍ବାନୁମାନ । ଆସନ୍ତା ୯ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । A fresh…

ଗ୍ଲାଇଡର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ନୌସେନା ଅଧିକାରୀ ମୃତ

କୋଚ୍ଚି: କେରଳର କୋଚ୍ଚି ଠାରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ନୌସେନା ଅଧିକାରୀ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଲେ ଲେଫ୍ଟନାଂଟ ରାଜୀବ ଝା ଓ ସୁନିଲ କୁମାର । ରବିବାର ସକାଳୁ ଗ୍ଲାଇଡର ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡି ପୋଲ ନିକଟରେ ଖସି ପଡିଥିଲା । ରୁଟିନ୍…