ଭୁବନେଶ୍ୱର: ପ୍ରଚାର କରି ପାରିବେ ନାହିଁ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ । ରାଜ୍ୟ ନିର୍ବାଚନ କମିସନ ଲଗାଇଲେ କଟକଣା । ନିର୍ବାଚନ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି । ଫଳରେ ୪୮ ଘଣ୍ଟା ପାଇଁ ପ୍ରମିଳା କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ । ଫେବ୍ରୁଆରୀ ୧୪ ଅର୍ଥାତ ସୋମବାର ପୂର୍ବାହ୍ନ ୧୦ଟାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ କିମ୍ବା ମିଡ଼ିଆକୁ ଆସିପାରିବେ ନାହିଁ। ସୋସିଆଲ ମିଡିଆରେ ବି କୌଣସି ପୋଷ୍ଟ କରିପାରିବେ ନାହିଁ।
BREAKING NEWS
- ୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ
- ଲତିକାଙ୍କ ରାଲିରେ ମହିଳାଙ୍କୁ ମାଡ ଅଭିଯୋଗ
- ହାରିବା ଭୟରେ ରକ୍ତମୁଖା ବିଜେଡି; ପିତାମ୍ବର ଆଚାର୍ଯ୍ୟ
- ‘ମୁଁ ଚ୍ୟାଲେଞ୍ଜ କରୁଛି, ୪୦୦ କ’ଣ ୨୦୦ ମଧ୍ୟ ପାର କରିପାରିବ ନାହିଁ ବିଜେପି’
- ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କଲେ ସୁପ୍ରିମ୍କୋର୍ଟ
- ‘କ୍ଷମତାକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ
- ଲଞ୍ଚ ହେଲା ‘ମୋ ବୁଥ ଆପ୍’
- ହାର୍ଦ୍ଦିକଙ୍କୁ ସମାଲୋଚନା କରିବା ନେଇ ଡିଭିଲର୍ସ, ପିଟରସନଙ୍କ ଉପରେ ରାଗିଲେ ଗମ୍ଭୀର
- ଓଡ଼ିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ବାଲେଶ୍ୱରରେ ଓମ୍ ବିର୍ଲାଙ୍କ ପ୍ରତିକ୍ରିୟା
- ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଗୋଟିଏ ସିଟରୁ କ୍ରମାଗତ ୩ଥର ଲଢ଼ୁଛନ୍ତି ନରେନ୍ଦ୍ର ମୋଦି
Comments are closed, but trackbacks and pingbacks are open.