Latest Odisha News

BREAKING NEWS

Browsing Tag

Amit Saha

ଛତିଶଗଡରେ ରାହୁଲ ଶାହା ଲଢେଇ

ଭୁବନେଶ୍ୱର: ଛତିଶଗଡ଼ରେ ଦୁଇ ଜାତୀୟ ଦଳର ପ୍ରମୁଖ ନେତାଙ୍କ ମଧ୍ୟରେ ଲଢେ଼ଇ। ଆଗକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୋଟିଏ ଦିନରେ ଉଭୟ ନେତା ବିଶାଳ ସମାବେଶକୁ ଉଦବୋଧନ…

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…

‘ମଣିପୁର ପଛରେ ବିଜେପିର ଗୁପ୍ତ ଏଜେଣ୍ଡା’

ଭୁବନେଶ୍ୱର: ମଣିପୁର ହିଂସାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ହିଂସା ଯୋଗୁ ମଣିପୁର ଜଳିବା ସହ ବହୁ ଧନଜୀବନ ହାନି ହୋଇଛି। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବା ସହ ଦଳର ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ…

‘କର୍ଣ୍ଣାଟକ ନିର୍ବାଚନ’, ଶାହାଙ୍କୁ ଥାନାକୁ ଟାଣିଲା କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ପ୍ରଚାରରେ କର୍ଣ୍ଣାଟକ କମ୍ପୁଥିବା ବେଳେ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ପୋଲିସ ପାଖରେ ଫେରାଦ ହୋଇଛି। କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ଦଙ୍ଗା ହେବ ବୋଲି ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା କହିଛନ୍ତି। ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ତୀବ୍ର…

ଛାଡିବେନି ସତ୍ୟପାଲ !

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଜେପିକୁ ଟାର୍ଗେଟ କରି ଏବେ ସବୁଆଡେ ଚର୍ଚ୍ଚାରେ। ପୁଲୱାମା ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରି ସତ୍ୟପାଲ ଚର୍ଚ୍ଚାରେ ରହିଛନ୍ତି। ଏପରିକି ମୋଦି ସରକାରର ଅବହେଳା କାରଣରୁ…

କର୍ଣ୍ଣାଟକ ନିର୍ବାଚନ, ରାହୁଲ ଖେଳିଲେ ଜିଏସଟି କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକରେ ଏବେ ପ୍ରତିଶୃତିର ପାହାଡ଼। ବିଜେପି କଂଗ୍ରେସର ପ୍ରଚାର ସାଙ୍ଗକୁ ପ୍ରମୁଖ ନେତାମାନେ ଗଦା ଗଦା ପ୍ରତିଶୃତି ଦେଉଛନ୍ତି। ଯାହାକୁ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ବଡ଼ ଘୋଷଣାଟିଏ କରିଦେଇଛନ୍ତି।…

ଯାହା ନ ହେଉଛି ବିଜେପି ଆସିଲେ ହେବ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସ୍ଥିତି ଓ ଲୋକଙ୍କ ଭାବାବେଗକୁ ଦେଖି ପ୍ରସଙ୍ଗ ଉଠାଇଛି ଦଳ। ଦଳର ହେଭିୱେଟ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି।…

ରାହୁଲ ଇଫେକ୍ଟ, ବାଉଳି ହେଉଛି ବିଜେପି !

ଭୁବନେଶ୍ୱର: ଦେଶର ଗଣତନ୍ତ୍ର ବିପଦରେ । ଦେଶ ଏବଂ ବିଦେଶରେ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ବାଉଳି ହେଉଥିବା କୁହାଯାଉଛି । ବିଜେପିର ବରିଷ୍ଠ କେନ୍ଦ୍ରୀୟ ନେତାମାନେ ଏହାକୁ ନେଇ ବିଭିନ୍ନ ଯାଗାରେ ସ୍ପଷ୍ଟୀକରଣ ଦେବାରେ ଲାଗି ପଡିଛନ୍ତି । ଗଣତନ୍ତ୍ର ବିପଦରେ, ମୋଦି ଆଦାନୀ…

ମାର୍ଚ୍ଚ ୨୬ରେ ଭଦ୍ରକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଓଡ଼ିଶା  ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।  ଆସନ୍ତା ୨୬ ତାରିଖରେ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ…