Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : କଥାଖୋର୍‌ ଜାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାର୍ଥ-ଅଠାରେ ଯାହା ଯୋଡ଼ା ଭାଂଗିଲେ ହୁଏନି ସଜଡ଼ା ଛିଡ଼ିଗଲେ ବଂଧନ ଡୋର କୁଟୁଂବ ହୁଏ ବାର ଦ୍ବାର ସୁଯୋଗ ଉଂଡୁଥିବା ଦଳ ବିରୋଧ କରଂତି ପ୍ରବଳ ଥରଟେ ଚାଖିଲେ କ୍ଷମତା ହରାଂତି ବୁଦ୍ଧି, ଜ୍ଞାନବତ୍ତା ଶାସକ, ବିରୋଧୀ ମଧ୍ୟରେ…

ଭାଷା ଭାଗବତ : ସାହିତ୍ୟର ଶେଷ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା, ସାହିତ୍ୟେ ଶେଷ କଥା ସଂଧାନ କରିଲେ ଅଯଥା କେବେ ବି ମିଳିନାହିଁ ତାହା ଅଂକା ବଂକା ମନକୁ ରାହା ଶବ୍ଦର ଯେତେକ ସାଧକ ନ ହୋଇ କାହାର ବାଧକ ଅଥବା ନୀତି ନିର୍ଧାରକ ଅଜାଡ଼ିଦେଲେ ଶବ୍ଦ ତକ ତହିଁରୁ ମିଳିଲେ ଭାବାର୍ଥ ପାଠକେ ମଣଂତି…

ଭାଷା ଭାଗବତ : ଅପ୍ରତ୍ୟକ୍ଷ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ମଣିଷ ନ କଲେ ବି ପାପ ବଇରି କରେ ପାପାରୋପ କଲେ ହେଁ ପାପ ପ୍ରକ୍ଷାଳନ ପାପ କି ହୋଇଛି ନିଶ୍ଚିହ୍ନ ? ପାପୀ ଜିଏଁ ଓ ପାପୀ ମରେ ପାପ ତ ଥାଏ ସବୁଠାରେ ପାପର ସଂପୂର୍ଣ ବିନାଶ ପ୍ରୟାସ ହୋଇନାହିଁ ଶେଷ ଦୋଷ, ଖିଲାପ, ଅପରାଧ…

ଭାଷା ଭାଗବତ : ସାଧନା ଶୃଂଖଳାନୁବର୍ତୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଯାହା ବି ଯାଉଥାଉ ଘଟି ଭାବନା-ଫୁଲ ପାରେ ଫୁଟି ସମୟ ଆସେନି ଲେଉଟି ବ୍ୟୟ କରିବା ମାପି, କଂଟି ଣ ଧ୍ବନି ଇଂଲିଶ୍‌ରେ ନାହିଁ ଭେଣ୍ଡର୍‌ ଲେଖିବା କିପାଇଁ ଭେନ୍‌ଡର୍‌ କି ଭେଂଡର୍‌ ଲେଖିଲେ ଆମର ସବୁ କାମ ଚଳେ ଲେଖିବାନାହିଁ…

ଭାଷା ଭାଗବତ : ଚୋଟ : ଛୋଟ ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନାଚ : ନାଛ ଓ କଚା : କଛା ପୋଚ : ପୋଛ ଓ ପିଚା : ପିଛା ନୁହଂତି ଯେଣୁ ସମାର୍ଥକ ରହିଛି ଚ ଓ ଛ ପାର୍ଥକ୍ଯ ଏହି ଭେଦର ବିଲୋପନ ନୁହେ କଦାପି ସମୀଚୀନ ଚକ : ଛକ ଓ ଚକି : ଛକି ବିଭେଦ ପାରୁଅଛୁଁ ଦେଖି ଲୁଚି ବେଲୁଛି ସାନ ଝୁଅ କି…

ଭାଷା ଭାଗବତ : ଦିଶୁନାହାଂତି ଚିହ୍ନାମୁହଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଦ୍ବାରରେ କରାଘାତ କରି ବଥାଏ ମୋର ହାତ ସେଠାରୁ ଆସେଁ ଶୀଘ୍ର ଫେରି ନୁହେଁ ସେଠାରେ ଦରକାରୀ ପୁଣି ପହଂଚି ଅନ୍ୟ ଠାବେ ଠିଆ ହୋଇ, ଟିକିଏ ଭାବେଁ 'ଅଛ କି ? ' ବୋଲି ଛାଡ଼େଁ ଡାକ ଉତ୍ତର ଦିଅଂତିନି ଲୋକ ସହର ସାରା ବୁଲି ବୁଲି…

ଭାଷା ଭାଗବତ : ଚିତ୍ତ-ଗତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଶଂକା, ସଂଦେହ ଥାଏ ମନେ ନିଶ୍ଚିଂତ ହୁଏନାହିଁ କ୍ଷଣେ ଏହି ଦୋଳାୟମାନ ସ୍ଥିତି ଯୋଗୁଁ ସଂଭବ ଚିତ୍ତ-ଗତି ଭାଷା ତ ସବୁଠି ଜଡ଼ିତ ଚିହ୍ନାଇଦିଏ ମିଛ, ସତ ଭାଷା ନୁହଇ ବହିର୍ଭୂତ ରହଇ ସମଗ୍ର ସହିତ ଯାହା ମଣିଷ ଭାବେ, ହେବ ତାହା ତ…

ଭାଷା ଭାଗବତ : ଭ୍ରଷ୍ଟ ବ୍ୟକ୍ତିର ରାଷ୍ଟ୍ରଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବଡ଼ ନେତାଂକ ଶୁଭଦୃଷ୍ଟି ପଡ଼ିବ ଭାବି ପାଦ ଚାଟି ପାରଂତି କୁନି କୁନି ନେତା ଏହା ଏ ଦେଶର ଅବସ୍ଥା ବଡ଼ ନେତାଂକ ଠାର ବୁଝି ଯେ କାମ କରିବାକୁ ରାଜି ହୁଏ, ସେ ବ୍ୟକ୍ତିତ୍ୱ ବର୍ଜନ କରି ଚଳାଏ ପ୍ରଶାସନ କରେ ସେ ନଥିରେ…

ଭାଷା ଭାଗବତ : ମତର ମୂଲ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତ ହେଲେ ହେଁ ପ୍ରଚାରିତ ପ୍ରଭାବ ପଡ଼େନି ବହୁତ ଅବସ୍ଥା ଏବେ ଶୋଚନୀୟ କିଏ ରୋକିବ ଅବକ୍ଷୟ ସଭିଏଁ ଲଂଘିଲେ ପରିଧି ଭୋଗଂତି ମାରାତ୍ମକ ବ୍ୟାଧି ଥିଲେ ହେଁ ସ୍ପଷ୍ଟ ପ୍ରତିକାର ଧ୍ୟାନ ତ…

ଭାଷା ଭାଗବତ : ଅଂତ୍ୟାହୁତି ପରେ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅବକ୍ଷୟ ଓ ଅଭିବୃଦ୍ଧି ଭାଷାରେ ଚଳେ ନିରବଧି ଅଯଥା ସୀମା କି ପରିଧି ପାରେନି କେବେ ଭାଷା ବାଂଧି ପରିବର୍ତନ ଘନଘନ ଯେହେତୁ ଭାଷାର ଲକ୍ଷଣ ବୃଦ୍ଧି ହେଉ କି ହେଉ କ୍ଷୟ ନୁହେ ବିଜୟ, ପରାଜୟ ଲୋକଂକ ସହ ହୋଇ ଯୋଡ଼ି ଭାଷା…