Latest Odisha News

BREAKING NEWS

Browsing Tag

BJD Supremo Naveen Patnaik

ସକାଳେ ଦଳରେ ମିଶିଲେ, ଦ୍ୱିପ୍ରହରେ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର:ଦଳରେ ପାଦ ଦେଉ ଦେଉ ମିଳିଗଲା ଦାୟିତ୍ୱ। ଏବେ ଜାତୀୟ ସ୍ତରରେ ଦଳର ପ୍ରଚାର ପ୍ରସାର କରିବେ। ଶଙ୍ଖ ଫୁଙ୍କୁ ଫୁଙ୍କୁ ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଡ଼ଃ. ସଂତୃପ୍ତ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର କରିଥିବା ବେଳେ ସଞ୍ଜୟ କୁମାର…

ନବୀନଙ୍କ ନାଁରେ ଆଉ ଏକ ରେକର୍ଡ଼: ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ରେକର୍ଡ। ସେବା ଓ ସମର୍ପଣର ୨୫ ବର୍ଷ ପୂର୍ଣ୍ଣ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର…

ଉପନିର୍ବାଚନ ପ୍ରତିଶ୍ରୁତି ରଖିଲେ; ଆଜି ପଦ୍ମପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଯାଉଛନ୍ତି । ପଦ୍ମପୁର ଉପନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ପଦ୍ମପୁର ଗସ୍ତ । ଉପନିର୍ବାଚନରେ ବିପୁଳ ବିଜୟ ପରେ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ପୂରଣ…

୨୫ ବର୍ଷର ଅପରାଜେୟ ରାଜା ‘ନବୀନ’..ଅପରାଜିତ ଦଳ ‘ବିଜେଡି’

ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ଆଜି ପାଳୁଛି ତାର ୨୫ ତମ ପ୍ରତିଷ୍ଠା ଦିବସ । ୫ମ ଟର୍ମରେ  ବିଜୟୀ ମୁକୁଟ ପିନ୍ଧି ରାଜୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ଭାବେ ଖାଲି ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ବି ନିଜର ଦବଦବା ସୃଷ୍ଟି କରିପାରିଛି ବିଜେଡି  । ଜଣେ…

ଦାବି ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସାମ୍ନାକୁ ଚାଲିଆସିଲେ ଦିବ୍ୟାଙ୍ଗ

ବାଲେଶ୍ୱର: ଗତକାଲି  ମୁଖ୍ୟମନ୍ତ୍ରୀଙ୍କ ଭେଟ ନ ପାଇ ରାଉରକେଲାରୁ ଚାଲି ଚାଲି ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ ବିଜ୍ଞାପନ ଟାୱାର ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଆଉ ଆଜି ଦାବି ଜଣାଇବା ପାଇଁ ଜୀବନକୁ ଖାତିର ନ କରି ସିଧା ନବୀନ ପଟ୍ଟନାୟକଙ୍କ ଗାଡି ସାମ୍ନାକୁ ଚାଲି…

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର…

୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ବିଜେଡି

ଭୁବନେଶ୍ୱର :  ବିଜେଡି ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ  । ସଂଗଠନକୁ କିପରି ସଂଗଠିତ, ବିସ୍ତାର ଓ ତୃଣମୂଳସ୍ତରରୁ ମଜବୁତ କରିହେବ ସେନେଇ ବିଜେଡିର ମାନସ ମନ୍ଥନ ଶେଷହୋଇଛି । ୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ଦଳ ।  ସଂଗଠନକୁ କିପରି ଚଳଚଞ୍ଚଳ…

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର : ନୂଆଦିଲ୍ଲୀର କ୍ୟାପିଟାଲ ପାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୪ ତାରିଖ ଦିନ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୬ ତାରିଖରେ…

ବିଦେଶ ଗଲେ ନବୀନ, କାହା ନେତୃତ୍ୱରେ ଚାଲିବ ରାଜ୍ୟ ସରକାର ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶରେ ଗସ୍ତରେ ଯିବେ। ଏଥିପାଇଁ ସେ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ନୂଆଦିଲ୍ଲୀରୁ ଇଟାଲୀ ଗସ୍ତରେ ଉଡ଼ାଣ ଭରିବେ। ବିଦେଶ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ୩୦ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ୧୦…

ପୋପଙ୍କୁ ଭେଟିବାରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ନବୀନ, ବଢ଼ିବ ରାଜନୈତିକ ପତିଆରା

ଭୁବନେଶ୍ୱର: ସ୍ୱପ୍ନ ଦେଖିଲେ ମମତା, ପୂରଣ କରିବେ ନବୀନ । ଭାରତର କୌଣସି ରାଜ୍ୟର ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ପୋପ ଫ୍ରାନସିସ୍କୋଙ୍କୁ ଭେଟିବାକୁ ଯାଉଛନ୍ତି ନବୀନ। ଯାହାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଇଚ୍ଛା ଥିଲା। ଏବେ ନବୀନ ପୋପଙ୍କୁ ଭେଟିବା ଏକ…