କେନ୍ଦ୍ର-ଦିଲ୍ଲୀ କଳି, ରାଜ୍ୟସଭାରେ ବିଜେପିର ସାଥ୍ ଦେବ କି ବିଜେଡି ?
ଭୁବନେଶ୍ୱର: ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ କେନ୍ଦ୍ର ଅଧ୍ୟାଦେଶ ଆଣିବା ପରେ ଅରବିନ୍ଦ କେଜ୍ରିୱାଲ୍ ସମର୍ଥନ ପାଇଁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି, ସମସ୍ତେ ବିଲକୁ ରାଜ୍ୟସଭାରେ ବିରୋଧ କରି ବିଜେପିକୁ ହରାଇବା । ୨୦୨୪ ପୂର୍ବରୁ ଏହି ହାର୍ ସେମି ଫାଇନାଲ୍ ହେବ ।…