ଗୁଜରାଟରେ ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ
ଅହମ୍ମଦାବାଦ: ଗୁଜରାଟରେ ବମ୍ପର ବିଜୟ ଲାଭ କରିଛି ବିଜେପି । ୧୫୭ରୁ ଅଧିକ ଆସନରେ ବିଜେପି ଜିତିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ଆସନରୁ ଜିତି ସାରିଲାଣି ବିଜେପି । ଏଠାରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏ…