କର୍ଣ୍ଣାଟକରେ ବଜରଙ୍ଗବାଲି ହରାଇଥିଲେ, ଛତିଶଗଡରେ ମହାଦେବ ଜିତାଇବେ!
ଭୁବନେଶ୍ୱର: ଗୋଟିଏ ପଟେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେପଟେ ଠିକ ଏଭଳି ସମୟରେ ମୋଦିଙ୍କ ଜୋରଦାର ପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଛତିଶଗଡ଼ର ସୁରଜପୁର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି କି ଗୋଟିଏ ପଟେ ବିଜେପିର ସଂକଳ୍ପପତ୍ରକୁ…