କରୋନା ଭିତରେ ତେଜିଲା ଏମ୍ଏସ୍ପି ରାଜନୀତି
ଭୁବନେଶ୍ୱର: କରୋନା ଭିତରେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ ରାଜନୀତି ତେଜିଛି । ବିଜେଡି ଉପସଭାପତି ଦେବି ମିଶ୍ର କହିଛନ୍ତି, ଏହା ପର୍ଯ୍ୟାପ୍ତ ନୁହେଁ ।
କାଲି କେନ୍ଦ୍ର…