Latest Odisha News
Browsing Tag

Bollywood Actor Sushant Singh Rajput

ସ୍ମୃତିରେ ସୁଶାନ୍ତ. . .

ଭୁବନେଶ୍ୱର : ସ୍ମୃତିରେ ସମସ୍ତଙ୍କର ଅତି ପ୍ରିୟ  ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ଏବେ ବି ପ୍ରତିଟି ହୃଦୟରେ ରାଜ୍ କରୁଛନ୍ତି ସୁଶାନ୍ତ । ଆଜି ବି ୁଦଜୀବୀତ ହୋଇ ରହିଛି ତାଙ୍କ ନିଖୁଣ ଅଭିନୟ । ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ସୁଶାନ୍ତଙ୍କ ଆଜି ଝୁରୁଛି ସାରା ଦେଶ । ଆଜି ଜୁନ୍ ୧୪ରେ…

ସିିନେମା ହଲ୍‌ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’!

ମୁମ୍ବାଇ: ପୁଣି ବଡ ପରଦାରେ ଦେଖିବାକୁ ମିଳିବ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ । ପୁଣିଥରେ ସିନେମା ହଲ୍‌ରେ ଫ୍ୟାନ୍ସମାନେ ଶୁଣିବାକୁ ପାଇବେ ସୁଶାନ୍ତଙ୍କ ଭଏସ୍ । କେବଳ ସେତିକି ନୁହେଁ ତାଙ୍କ ଡାଏଲଗ୍ ଏବଂ ତାଙ୍କ ଆକ୍ଟିଂ ମଧ୍ୟ ଦେଖିବାକୁ ମିଳିବ । ବଡ ପରଦାରେ ରିଲିଜ…

ସୁଶାନ୍ତ ସିଂ ରାଜପୁତଙ୍କ ସିନେମା ସହିତ ଆରମ୍ଭ ହେବ ପଶ୍ଚିମବଙ୍ଗ ପ୍ରେକ୍ଷାଳୟ

କୋଲକାତା: ପଶ୍ଚିମବଙ୍ଗର ଅନେକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଆସନ୍ତା ସପ୍ତାହରେ ସୁଶାନ୍ତ ସିଂ ରାଜପୁତ ଚଳଚ୍ଚିତ୍ର ସହିତ ଖୋଲିବ। ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ର ବିତରଣକାରୀ କମ୍ପାନୀର ଅଧିକାରୀମାନେ କହିଛନ୍ତି ଯେ, କୋଲକାତା ଏବଂ ଆଖପାଖରେ ଅତି କମରେ ୧୪ଟି ସିଙ୍ଗଲ୍…

ଅକ୍ଟୋବର ୬ପର୍ଯ୍ୟନ୍ତ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ; ଆସନ୍ତାକାଲି ଜାମିନ ଶୁଣାଣି

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ପର୍ଯ୍ୟନ୍ତ ଜେଲରେ ରହିବେ । ନ୍ୟାୟିକ ହେପାଜତ ଶେଷ ହେବାପରେ ଆଜି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଆସନ୍ତାକାଲି ଏହାକୁ ନେଇ ବମ୍ବେ ହାଇକୋର୍ଟରୁ ସେ ଏବଂ ତାଙ୍କ ଭାଇ ଶୋୟିକ୍ ଚକ୍ରବର୍ତ୍ତୀ ଜାମିନ ମାଗିଛନ୍ତି। ସେପ୍ଟେମ୍ବର ୯ରେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରଣ ଜୋହର ସମେତ ଅନ୍ୟ ୭ଜଣଙ୍କୁ ଡାକରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ପାଇଁ ବଲିଉଡର ଆଠଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ମୁଜାଫରପୁର ଜିଲ୍ଲା କୋର୍ଟ ସଲମାନ ଖାନ, କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ଦୀନେଶ ଭିଜାନ ଏବଂ…

ଜୟାଙ୍କ ଭାଷଣ ପରେ, ବଚ୍ଚନଙ୍କୁ ମିଳିଲା ପୋଲିସ ସୁରକ୍ଷା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ମୁମ୍ବାଇ ଘର ବାହାରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ ଆଳରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନିତ କରିବାର ପ୍ରୟାସ ଚାଲିଛି ବୋଲି ଶ୍ରୀମତି ବଚ୍ଚନ କହିଛନ୍ତି। ଜୁହୁରେ ଥିବା…

ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ଅଭିଯୋଗ ଆଣିଲେ ମନୀଷ ପୋଲ, କହିଲେ- ଲୋକେ ନିଜ ବାକ ସ୍ୱାଧୀନତାର ଅପବ୍ୟବହାର କରୁଛନ୍ତି

ମୁମ୍ବାଇ: ଗତ ତିନି ମାସ ମଧ୍ୟରେ ବଲିଉଡରେ ନିଆଯାଇଥିବା ବିଭିନ୍ନ ଅଭିଯୋଗ ନେଇ ଅଭିନେତା ତଥା ଟିଭି ଶୋ ହୋଷ୍ଟ ମନୀଷ ପୋଲ ନିଜର ମତ ରଖିଥିଲେ। ନେପୋଟିଜିମ ଠାରୁ ଆରମ୍ଭ କରି ଡ୍ରଗ୍ ସେବନ ପର୍ଯ୍ୟନ୍ତ, ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ପରେ ବଲିଉଡରେ ନିଆଁ ଲାଗିଛି। କେତେକ…

ବ୍ୟବହୃତ ଲୁଗାର ହେବ ‘ଟେନସାଇଲ୍ ଆନାଲିସିସ୍‌’; ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବା ଲାଗି ରାତି ଦିନ ଏକ କରି ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଦୁଇ ଦୁଇଟି ପୋର୍ଷ୍ଟମର୍ଟମ ରିପୋର୍ଟ ସହିତ ସୁଶାନ୍ତଙ୍କ ଭିସେରା ଟେଷ୍ଟ ପରେ ଏବେ ପୋଲିସ କରିବ ‘ଟେନସାଇଲ୍ ଆନାଲିସିସ୍‌’ । ଯେଉଁ ଲୁଗା ପିନ୍ଧି ଫ୍ୟାନରୁ ଝୁଲି ପଡ଼ିଥିଲେ ସୁଶାନ୍ତ…

ଆତ୍ମହତ୍ୟା ପୂର୍ବରୁ ‘ୱିକିପିଡ଼ିଆ’ରେ ଅପ୍‌ଡ଼େଟ୍ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର !

ମୁମ୍ବାଇ: ବଲିଉଡ଼ ଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରବତର୍ତ୍ତୀ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଭିସେରା ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇସାରିଛି । ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ଏହି ମୃତ୍ୟୁ ଘଟଣାକୁ ସହଜରେ ଫ୍ୟାନମାନେ ଗ୍ରହଣ…

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ମୁମ୍ବାଇ: ଆଜିକୁ ପ୍ରାୟ ୧୫ ଦିନ ପୂର୍ବରୁ ବଲିଉଡ଼ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟ ହୋଇଥିଲା । ଏହି ମୃତ୍ୟୁ ସମ୍ପର୍କୀତ ଭିସେରା ରିପୋର୍ଟ ଫୋରେନସିକ୍ ଲ୍ୟାବରୁ  ଆସିଥିବା ସୂଚନା ମିଳିଛି । ଏହି ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ଅଭିନେତାଙ୍କ ଶରୀରରେ…