Latest Odisha News

BREAKING NEWS

Browsing Tag

Brahmapur

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି। ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ।…

ପାଟ୍ରୋଲିଂ ବେଳେ ଧରା ପଡ଼ିଲା ଚୋରା ସୁନା ବେପାର, ନଗଦ ଏକ କୋଟି ୨୨ ଲକ୍ଷ ଟଙ୍କା ସହ ୨୦ଟି ସୁନା ବିସ୍କୁଟ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଚାଲିଥିଲା ପାଟ୍ରୋଲିଂ । ବେଲେ ଧରା ପଡ଼ିଲା ଚୋରା ସୁନା ଚାଲାଣ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା । ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍…

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ସୋମବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ଉଭୟ ଗୋଷ୍ଠୀର ଛାତ୍ରଙ୍କ ଅଭିଭାବକଙ୍କ ସହ କଲେଜ କର୍ତ୍ତୃପକ୍ଷ ଓ ଗୋପାଳପୁର ପୋଲିସ ମଧ୍ୟରେ ବୁଝାମଣା ବୈଠକ…

ବ୍ରହ୍ମପୁରରେ ବେଆଇନ୍‌ ନିର୍ମାଣ ନେଇ ସପିଂ ମଲ୍‌କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ଏବଂ ପ୍ରମୁଖ ରାସ୍ତା ଗୁଡ଼ିକ କଡ଼ରେ ବେଆଇନ୍‌ ଭାବେ ସପିଂ ମଲ୍ ଏବଂ କୋଠା ନିର୍ମାଣ ବଢ଼ିବାରେ ଲାଗିଛି । ସିଟି ହସ୍ପିଟାଲ କଡ଼ରେ ଗତ ଦୁଇ ଦିନ ପୂର୍ବେ ଉଦ୍‌ଘାଟିତ ହୋଇଥିବା ସପିଂ ମଲ୍‌ ‘ଇଜୀ ବାୟ’କୁ ବେଆଇନ୍‌ ନିର୍ମାଣ ନେଇ ମଙ୍ଗଳବାର ଉଭୟ…

କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମନା; ଆପତ୍ତିଜନକ ଭିଡିଓ ଦେଖୁଛନ୍ତି

ବ୍ରହ୍ମପୁର: କଲେଜରେ ଛାତ୍ରୀ ଆପତ୍ତିଜନିକ ଭିଡିଓ ଦେଖୁଛନ୍ତି । ପାଠ ପଢୁ ନାହାନ୍ତି । କ୍ଲାସ ଭିତରେ ବି ଫୋନ୍ ବ୍ୟବହାର କରୁଛନ୍ତି । ପାଠ ପଢ଼ାରେ ବ୍ୟାଘାତ କରୁଛନ୍ତି । ଥରେ ଆପତ୍ତିଜନକ ଭିଡିଓ ଦେଖିବାକୁ ବେଳେ ଅଧ୍ୟାପିକା ବାରଣ କରିବାରୁ ଛାତ୍ରୀମାନେ ତାଙ୍କୁ ଆକ୍ରମଣ କରିଥିଲେ ।…

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବ୍ରହ୍ମପୁର: ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପରବର୍ତ୍ତି ସ୍ଥିତିରେ ବନ୍ୟା ପରିସ୍ଥିତି ଦେଖା ଦେବା ନେଇ ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲାର…

ବ୍ରହ୍ମପୁରରେ ବୁଷ୍ଟର ଡୋଜ୍‌: ପ୍ରଥମ ଦିନରେ ୨୩ ଶହଙ୍କୁ ମିଳିଲା ଟୀକା

ବ୍ରହ୍ମପୁର:ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଅଧିକରୁ ଅଧିକ କ୍ୟାମ୍ପ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ବ୍ରହ୍ମପୁର…

କଣ୍ଟେନର୍‌ର ସିକ୍ରେଟ୍‌ ଚାମ୍ବରରୁ ମିଳିଲା ୧୬୦କିଲୋ ଗଞ୍ଜେଇ

ବ୍ରହ୍ମପୁର:ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ ଠାବ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗୋଟିଏ କଣ୍ଟେନର୍‌ରେ ଗଜପତି ଜିଲା ମୋହନାରୁ ଖଲ୍ଲିକୋଟ ନିର୍ମଳ ଝର ଦେଇ ଜାତୀୟ ରାଜପଥରେ ଚାଲାଣ ହେଉଥିବା ୧୬୦ କେଜି ଗଞ୍ଜେଇ ଧରିଛି ଅବକାରୀ ବିଭାଗ। ଏ ସଂକ୍ରାନ୍ତରେ କଣ୍ଟେନର୍‌…

ଶିକାର ପରେ ସମ୍ବର କାଟିଲା ବେଳେ ଧରିଲା ବନ ବିଭାଗ

ବ୍ରହ୍ମପୁର: ଶିକାର ପରେ ବିକ୍ରି ପାଇଁ ଏକ ସମ୍ବରକୁ କାଟିଲା ବେଳେ ଶିକାରୀଙ୍କୁ ଧରି ମାଂସ ଜବତ କରିଛି ବ୍ରହ୍ମପୁର ବନ ବିଭାଗ । ଶିକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ସମ୍ବର ମାଂସକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି । ବ୍ରହ୍ମପୁର ରେଞ୍ଜର ରଜତ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା…

ଜାଣନ୍ତୁ; ବ୍ରହ୍ମପୁରରେ କେଉଁଠି ମିଳିବ ବୁଷ୍ଟର ଡୋଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶୁକ୍ରବାର ଠାରୁ କରୋନା ଟୀକାର ବୁଷ୍ଟର୍‌ ଡୋଜ୍‌ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ପ୍ରଦାନ କରାଯିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଘୋଷଣା କରାଯାଇଛି । ସହରରେ ଥିବା ସମସ୍ତ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି)ରେ ସହରବାସୀ…