Latest Odisha News

BREAKING NEWS

Browsing Tag

chandrayaan 3

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫…

ଚନ୍ଦ୍ରୟାନ-୩ ସଫଳତାରେ ଶ୍ରୀବାସ୍ତବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ୧୪ ଜୁଲାଇ ୨୦୨୩ ଭାରତୀୟ ମହାକାଶ ଗବେଷଣା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ କେବଳ ନୁହେଁ ଅବିସ୍ମରଣୀୟ ତାରିଖ । ଚାରି ବର୍ଷ ପୂର୍ବେ ଆଂଶିକ ବିଫଳତା ହେତୁ ନିରାଶ ହୋଇ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ପୁଣି ଥରେ ଚନ୍ଦ୍ରକୁ ଏକ ମିଶନ ପଠାଇଲା ।…

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ  

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ ।…

ସଫଳତାର ଆଉ ପାଦେ: ପ୍ରଥମ କକ୍ଷପଥ ବଦଳାଇଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ୪୨ ଦିନର ଯାତ୍ରା ପରେ…

ଜହ୍ନ ଅଭିମୁଖେ ଭାରତର ଚନ୍ଦ୍ରଯାନ-୩, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିଛି । ଏହା ହେଉଛି ଜହ୍ନ ଅଭିମୁଖେ ଭାରତର ତୃତୀୟ ମିଶନ । ଚନ୍ଦ୍ରଯାନ-୩ରେ ଇସ୍ରୋର ଏକ ହଜାରରୁ ଅଧିକ ବୈଜ୍ଞାନିକ କାମ କରୁଥିବା ବେଳେ ଏଥିରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ରହିଛି ।…

ଆସନ୍ତା ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩, ଇସ୍ରୋ ପକ୍ଷରୁ ସୂଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବସ୍ଥାପିତ କରିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ…