Latest Odisha News

BREAKING NEWS

Browsing Tag

chattisgarh cm bhupesh baghel

ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ! ମହାରାଷ୍ଟ୍ର ପରେ ଛତିଶଗଡ଼ରେ ଲାଗୁ ହେଲା ଆଇନ

ଛତିଶଗଡ଼ : ଏଣିକି ଛତିଶଗଡ଼ରେ ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ଯିବେ। କାରଣ ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ଲାଗୁ ହୋଇଛି ସାମ୍ବାଦିକ ସୁରକ୍ଷା ଆଇନ। ସର୍ବସମ୍ମତି କ୍ରମେ ଛତିଶଗଡ଼ ବିଧାନସଭାରେ ପାରିତ ହୋଇଛି ସାମ୍ବାଦିକ ସୁରକ୍ଷା ବିଲ୍‌। ଏହି ଆଇନ ସର୍ବସମ୍ମତି କ୍ରମେ ପାରିତ ହେବା ପରେ…

କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର : କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେଲାଣି ଦିଲ୍ଲୀ ସୀମାରେ ଚାଲିଛି ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି ଓ ଚକାଜାମ୍ କରାଯାଇଛି । ଆଉ ଏବେ କୃଷକ ଚଳାଇଥିବା ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଚାଷୀ…

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ !

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଖାଇବାକୁ ପଡିଛି ଚାବୁକ ମାଡ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲ ଚାବୁକ ମାଡ ଖାଇଛନ୍ତି । ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି…