Latest Odisha News

BREAKING NEWS

Browsing Tag

christmas

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଖ୍ରୀଷ୍ଟମାସରେ ସେଫ୍ଟି ସାନ୍ତା ଜରିଆରେ ସୁରକ୍ଷା ସଚେତନତାର ପ୍ରସାର

ଝାରସୁଗୁଡ଼ା: ଖ୍ରୀଷ୍ଟମାସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ପ୍ଲାଣ୍ଟ ଓ ଟାଉନସିପରେ ସେଫ୍ଟି ସାନ୍ତା ଜରିଆରେ ନିରାପତା ଅଭିଯାନର ପ୍ରସାର କରିଛି । କଂପାନିର ସୁରକ୍ଷା କର୍ମଚାରୀମାନେ ସାନ୍ତାକ୍ଲଜ୍ପରିଧାନ କରି ବିଭିନ୍ନ ପ୍ଲାଂଟ ସାଇଟ ଓ ଘରକୁ ଘର ବୁଲି…

ଧରାକୁ ଆସିଛନ୍ତି ପ୍ରଭୁ ଯୀଶୁ, ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ଗୀର୍ଜାଘର

ଭୁବନେଶ୍ୱର: ଆଜି ବଡ଼ଦିନ । ଯାହାକୁ ଖ୍ରୀଷ୍ଟମାସ ବୋଲି ଆମେ କହିଥାଉ । ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ମଦର ମେରିଙ୍କ କୋଳରେ ଇହୁଦୀମାନଙ୍କ ଧର୍ମଦେବତା । ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ…

ବଡ଼ଦିନ ପୂର୍ବରୁ ରାତି ପାଟ୍ରୋଲିଂ ବଢାଇଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : ଆଗକୁ ବଡ଼ଦିନ । ହକି ବିଶ୍ୱକପ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା । ସେପଟେ କମିଶନରେଟ୍ ପୋଲିସ ଆକ୍ସନ ମୋଡକୁ ଆସିଛି । ବଢାଇଛି ନାଇଟ୍ ପାଟ୍ରୋଲିଂ । ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ଜୋନ ୬ ଏସିପିଙ୍କ ନେତୃତ୍ୱରେ ଇନଫୋସିଟି ଓ ଚନ୍ଦ୍ରଶେଖପୁର ଅଞ୍ଚଳରେ…

ଜାନୁଆରୀ ୭ ରେ ବି ପାଳନ ହୁଏ ବଡ଼ଦିନ, ଜାଣନ୍ତୁ କେଉଁଠି ଓ କାହିଁକି

ଭୁବନେଶ୍ୱର: ଆଜି ଡିସେମ୍ବର ୨୫ ତାରିଖ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏହିଦିନ ତାଙ୍କ ଜନ୍ମ ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ…

ବଡ଼ଦିନ; ମଧ୍ୟରାତ୍ରୀରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ

ଭୁବନେଶ୍ୱର: ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ…

କ୍ରିସମାସରେ ସାଥୀଙ୍କ ସହ ଏହିସବୁ ଫିଲ୍ମ ଦେଖିବାର ମଜା ନିଅନ୍ତୁ !

ଭୁବନେଶ୍ୱର: କ୍ରିସମାସ ହେଉଛି ପ୍ରେମ, ସ୍ନେହ, ଭୋଜିଭାତ ତଥା ମିଳାମିଶାର ଏକ ନିଆରା ପର୍ବ । ଏହି ବଡଦିନ ଅବସରରେ ସୁଆଦିଆ କେକ୍, ମୃଦୁ ପାନୀୟ, ପାର୍ଟିରେ ହାଲକା ମ୍ୟୁଜିକ ସହ ମନଛୁଆଁ ଫିଲ୍ମର ମଜା ଏକାଠି ଉଠାଇପାରିବେ ପ୍ରେମୀ ଯୁଗଳ । ଯଦି ଆପଣ ପୂର୍ବରୁ ଏହି ସିନେମା ଗୁଡିକ…

କ୍ରିସମାସ ପାଇଁ ଚଳଚଞ୍ଚଳ ରାଜଧାନୀ; ସାନ୍ତା ପୋଷାକର ବଢୁଛି ଚାହିଦା

ଭୁବନେଶ୍ୱର: କ୍ରିସମାସ ପର୍ବ ଲାଗି ଆଉ ଦିନ କେଇଟା ବାକି ରହିଥିବା ବେଳେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ଏପରିକି ଏଠାରେ ଥିବା ସମସ୍ତ ଗୀର୍ଜା ଘର ମଧ୍ୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇପଡିଲାଣି । ଖାଲିଯେ, ଚର୍ଚ୍ଚ ତା’ ନୁହେଁ ଭୁବନେଶ୍ୱରର ପ୍ରମୁଖ ସପିଂ ମଲ୍…

ଖ୍ରୀଷ୍ଟମାସ ସମୟରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଚଳିତ ବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ଖ୍ରୀଷ୍ଟମାସ୍୍ ପାଳିିିବାର ଆଶଙ୍କା ରହିଛି। ପୂର୍ବାଂଚଳ ଆଡକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି…

କାହିଁକି ପାଳିତ ହୁଏ ବଡ଼ଦିନ; ଖ୍ରୀଷ୍ଟମାସକୁ ନେଇ ରହିଛି କେଉଁ ବିଶ୍ୱାସ ଜାଣନ୍ତୁ…

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ଏହାକୁ ପାଳନ କରାଯାଇଥାଏ । ଖ୍ରୀଷ୍ଟମାସକୁ ‘ବଡଦିନ’ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ପର୍ବକୁ…

କେଉଁସବୁ ସ୍ଥାନରେ ଜାନୁଆରୀ ୭ ରେ ପାଳିତ ହୁଏ ବଡ଼ଦିନ, ଜାଣନ୍ତୁ

ଭୁବନେଶ୍ୱର: ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ ଜାନୁଆରୀ ମାସରେ ପାଳନ କରାଯାଏ ।…